Home Bibles ☰ Books ଦିତୀୟ ଶାମୁୟେଲ 1:19 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 1:19 · ଓଡ଼ିଆ ବାଇବେଲ

ହେ ଇଶ୍ରାୟେଲ, ତୁମ୍ଭର ସୌନ୍ଦର୍ୟ୍ଯ ତୁମ୍ଭର ପର୍ବତକକ୍ସ୍ଟ ଭାଙ୍ଗି ଦଲୋ। ଦେଖ! କମେିତି ସହେି ବୀରଗଣଙ୍କର ପତନ ହେଲା।

Cross references

ଦିତୀୟ ବିବରଣ 4:7

ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭମାନଙ୍କ ସ୍ମରଣ ରେ ଯେପରି ସର୍ବଦା ଆମ୍ଭମାନଙ୍କର ନିକଟବର୍ତ୍ତୀ ହକ୍ସ୍ଟଅନ୍ତି। ଅନ୍ୟ ଓ କୌଣସି ଗୋଷ୍ଠୀଯମାନଙ୍କ ପ୍ରତି ଏପରି ପ୍ରଦର୍ଶନ କରନ୍ତି ନାହିଁ।

ପ୍ରଥମ ଶାମୁୟେଲ 31:8

ତା' ପରଦିନ, ପଲେଷ୍ଟୀୟମାନେ ମୃତ ଲୋକମାନଙ୍କ ପାଖ ରେ ରହିୟାଇଥିବା ପଦାର୍ଥଗକ୍ସ୍ଟଡିକ ଦବୋକକ୍ସ୍ଟ ଆସିଲେ। ସମାନେେ ଦେଖିବାକକ୍ସ୍ଟ ପାଇଲେ ଯେ ଗିଲବୋଯ ପର୍ବତ ଉପରେ ଶାଉଲ ଏବଂ ତା'ର ତିନିପକ୍ସ୍ଟତ୍ର ନିହତ ହାଇେ ପଡି ରହିଛନ୍ତି।

ଦିତୀୟ ଶାମୁୟେଲ 1:23

ଶାଉଲ ଓ ଯୋନାଥନ ସମାନଙ୍କେ ଜୀବନକାଳ ମଧିଅରେ ଲୋକମାନଙ୍କଠାରକ୍ସ୍ଟ ବହକ୍ସ୍ଟତ ପ୍ ରମେ ପାଇଲେ। ଏପରିକି ମୃତକ୍ସ୍ଟ୍ଯ ସମୟରେ ମଧ୍ଯ ସମାନେେ ଅଲଗା ହେଲେ ନାହିଁ। ସମାନେେ ଉକ୍ରୋଶପକ୍ଷୀଠାରକ୍ସ୍ଟ ବଗବୋନ ଓ ସିଂହଠାରକ୍ସ୍ଟ ବଳବାନ ଥିଲେ।

ଦିତୀୟ ଶାମୁୟେଲ 1:25

ବୀରମାନେ ୟକ୍ସ୍ଟଦ୍ଧ ରେ ପତିତ ହେଲ। ଯୋନାଥନ ତକ୍ସ୍ଟମ୍ଭ ରାଜା ପର୍ବତ ରେ ହତ ହେଲ।

ଦିତୀୟ ଶାମୁୟେଲ 1:27

ବୀରମାନେ ୟକ୍ସ୍ଟଦ୍ଧ ରେ ପତିତ ହେଲ ଏବଂ ୟକ୍ସ୍ଟଦ୍ଧାସ୍ତ୍ରଗକ୍ସ୍ଟଡିକ ଧ୍ବଂସ କରାଗଲା।

ଯିଶାଇୟ 4:2

ସହେି ସମୟରେ, ସଦାପ୍ରଭୁଙ୍କ ଶାଖା (ଯିହୁଦା) ଅତି ମନୋରମ ଆକର୍ଷଣୀଯ ଓ ମହାନ୍ ହବେ। ଇଶ୍ରାୟେଲର ପରିବେଷ୍ଟନୀଯର ଉପୟୋଗୀ ସମାନଙ୍କେ ଦେଶର ଉତ୍ତମ ଫଳ ଯୋଗୁଁ ଗୌରବାନ୍ବିତ ହବେେ।

ଯିଶାଇୟ 53:2

କାରଣ ସେ ତାହାଙ୍କ ଦୃଷ୍ଟି ରେ ଚାରା ତୁଲ୍ଯ ଓ ଶୁଷ୍କ ଭୂମିରେ ଉତ୍ପନ୍ନ ମୂଳତୁଲ୍ଯ ବଢ଼ିଲେ। ତାଙ୍କର ଐଶ୍ଚର୍ୟ୍ଯ କି ରୂପ, ଯାହାକୁ ଆମ୍ଭେ ଦେଖି ପାରିବା, ତାଙ୍କର ସୌନ୍ଦର୍ୟ୍ଯ ନାହିଁ, ଯାହା ଆମ୍ଭକୁ ଆକର୍ଷଣ କରିବ।

ଯିରିମିୟଙ୍କ ବିଳାପ 2:1

ଦେଖ, ସଦାପ୍ରଭୁ କିପରି ଆପଣା କୋର୍ଧ ରେ ସିୟୋନ କନ୍ଯାକୁ ମଘାେଚ୍ଛନ୍ନ କରିଛନ୍ତି। ସେ ଇଶ୍ରାୟେଲର ଗୌରବକୁ ସ୍ବର୍ଗରୁ ପୃଥିବୀକୁ ନିକ୍ଷପେ କରିଛନ୍ତି। ପୁଣି ତାଙ୍କର କୋରଧର ଦିନ ରେ ତାଙ୍କର ପାଦପୀଠ ଇଶ୍ରାୟେଲକୁ ସ୍ମରଣ କରିନାହାଁନ୍ତି।

ଯିରିମିୟଙ୍କ ବିଳାପ 5:16

ଆମ୍ଭମାନଙ୍କ ମୁଣ୍ଡରୁ ମୁକୁଟ ଖସି ପଡ଼ିଛି। ଆମ୍ଭମାନଙ୍କ ଅବସ୍ଥା ଶାଚେନୀୟ ହାଇେଅଛି, କାରଣ ଆମ୍ଭମାନେେ ପାପ କରିଅଛୁ।

ଯିଖରିୟ 11:7

ତେଣୁ ବଧର ଯୋଗ୍ଯ ସହେି ମଷେପଲର ଆମ୍ଭେ ଯତ୍ନ ନଲେୁ, ଯେଉଁ ନିରୀହ ମଷେ ମରା ହବୋକୁ ଯାଉଥିଲେ, ଆମ୍ଭେ ଦୁଇଟି ୟଷ୍ଟି ନଲେୁ। ଜଣକୁ ଡାକିଲୁ ଶୋଭା ଓ ଅନ୍ୟଟିର ନାମ ବନ୍ଧନୀ ଦଲେୁ। ଏହିପରି ଆମ୍ଭେ ମଷେପଲର ଯତ୍ନ ନଲେୁ।

ଯିଖରିୟ 11:10

ତା'ପ ରେ ଆମ୍ଭେ ଶାେଭା ନାମକ ୟଷ୍ଟିକୁ ନଲେୁ ଏବଂ ତାକୁ ଭାଙ୍ଗି ଦଲେୁ। ଆମ୍ଭେ ଏହା କଲୁ, ଆମ୍ଭର ଚୁକ୍ତିକୁ ଧ୍ବଂସ କରିବା ପାଇଁ ଯାହା ଏହି ଲୋକମାନଙ୍କ ସହିତ କରିଥିଲୁ।

Interlinear

Choose Theme