Home Bibles ଦିତୀୟ ଶାମୁୟେଲ 1:25 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 1:25 · ଓଡ଼ିଆ ବାଇବେଲ

ବୀରମାନେ ୟକ୍ସ୍ଟଦ୍ଧ ରେ ପତିତ ହେଲ। ଯୋନାଥନ ତକ୍ସ୍ଟମ୍ଭ ରାଜା ପର୍ବତ ରେ ହତ ହେଲ।

Cross references

ବିଚାରକର୍ତାମାନଙ୍କ ବିବରଣ 5:18

ସବୂଲୂନ ମରଣ ପର୍ୟ୍ଯନ୍ତେ ପ୍ରଣାମକାରୀ ଲୋକ ହେଲା। ଉଚ୍ଚସ୍ଥାନ ନଲ୍ଗାଲି କ୍ଷେତ୍ର ରେ ପ୍ରାଣପଣ କଲ।

ପ୍ରଥମ ଶାମୁୟେଲ 14:13

ଏଥି ରେ ଯୋନାଥନ ନିଜର ହାତ ଓ ଗୋଡ ଦଇେ ଉପରକକ୍ସ୍ଟ ଉଠିଗଲା ଓ ତାହାର ସାହାୟ୍ଯକାରୀ ତାଙ୍କ ପେଛ ପେଛ ଗଲା। ସମାନେେ ସହେି ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ, ଯୋନାଥନ ଆକ୍ରମଣ କଲା ଓ ଯେଉଁମାନେ ଆଗ ରେ ଥିଲେ ସମାନଙ୍କେୁ ହତ୍ଯା କଲା ଏବଂ ତାଙ୍କର ସାହାୟ୍ଯକାରୀ ପଛ ରେ ଯୋନାଥନଙ୍କ ଦ୍ବାରା ଆହତ ହାଇେଥିବା ଲୋକମାନଙ୍କୁ ହତ୍ଯା କଲା।

ଦିତୀୟ ଶାମୁୟେଲ 1:19

ହେ ଇଶ୍ରାୟେଲ, ତୁମ୍ଭର ସୌନ୍ଦର୍ୟ୍ଯ ତୁମ୍ଭର ପର୍ବତକକ୍ସ୍ଟ ଭାଙ୍ଗି ଦଲୋ। ଦେଖ! କମେିତି ସହେି ବୀରଗଣଙ୍କର ପତନ ହେଲା।

ଦିତୀୟ ଶାମୁୟେଲ 1:27

ବୀରମାନେ ୟକ୍ସ୍ଟଦ୍ଧ ରେ ପତିତ ହେଲ ଏବଂ ୟକ୍ସ୍ଟଦ୍ଧାସ୍ତ୍ରଗକ୍ସ୍ଟଡିକ ଧ୍ବଂସ କରାଗଲା।

ଯିରିମିୟଙ୍କ ବିଳାପ 5:16

ଆମ୍ଭମାନଙ୍କ ମୁଣ୍ଡରୁ ମୁକୁଟ ଖସି ପଡ଼ିଛି। ଆମ୍ଭମାନଙ୍କ ଅବସ୍ଥା ଶାଚେନୀୟ ହାଇେଅଛି, କାରଣ ଆମ୍ଭମାନେେ ପାପ କରିଅଛୁ।

Interlinear

Choose Theme