Home Bibles ☰ Books ପିତରଙ୍କ ଦିତୀୟ ପତ୍ର 1:9 · ଓଡ଼ିଆ ବାଇବେଲ
ପିତରଙ୍କ ଦିତୀୟ ପତ୍ର 1:9 · ଓଡ଼ିଆ ବାଇବେଲ

ଯଦି କୌଣସି ଲୋକଠା ରେ ଏଗୁଡ଼ିକ ନାହିଁ, ତା ହେଲେ ସେ ସ୍ପଷ୍ଟ ଭାବେ ଦେଖି ପାରିବ ନାହିଁ। ସେ ଲୋକ ଅନ୍ଧ। ସେ ପୂର୍ବକୃତ ପାପରୁ କ୍ଷମା ପାଇଅଛି ବୋଲି ଭୁଲିଯାଇଛି।

Cross references

ଲେବୀୟ ପୁସ୍ତକ 13:55

ଆଉ ତାହା ଧୂଆ ହେଲାପରେ ଯାଜକ ଦେଖିବ, ଯଦି ସହେି ଦାଗର ବର୍ଣ୍ଣ ବଦଳି ନଥାଏ ଓ ସହେି ଦାଗ ବଢି ନଥାଏ, ତବେେ ତାହା ଅଶୁଚି। ତାହା ବସ୍ତ୍ର ହେଉ କିମ୍ବା ଚର୍ମ ହେଉ ତାକୁ ନିଶ୍ଚଯ ଅଗ୍ନି ରେ ଦଗ୍ଧ କରିବ।

ମାର୍କଲିଖିତ ସୁସମାଚାର 10:21

ଯୀଶୁ ତାହାଙ୍କୁ ଚାହିଁଲେ ଓ ସ୍ନହେ କଲେ। ସେ ତାହାଙ୍କୁ କହିଲେ, ତୁମ୍ଭର ଏବେ ବି ଗୋଟିଏ କଥାର ଅଭାବ ଅଛି। ତୁମ୍ଭେ ଯାଅ, ଯାହା କିଛି ତୁମ୍ଭ ପାଖ ରେ ଅଛି ସତକେ ବିକି ଦଇେ ଗରିବଙ୍କୁ ସେ ଧନ ବାଣ୍ଟି ଦିଅ। ସ୍ବର୍ଗ ରେ ତୁମ୍ଭକୁ ଧନ ମିଳିବ। ତା'ପରେ ଆସ ଓ ମାରେ ଅନୁସହରଣ କର।

ଲୂକଲିଖିତ ସୁସମାଚାର 18:22

ଏକଥା ଶୁଣି ଯୀଶୁ ସହେି ନେତାଙ୍କୁ କହିଲେ, ତଥାପି ଏ ପର୍ୟ୍ଯନ୍ତ ଆଉ ଗୋଟିଏ କଥା ତୁମ୍ଭର କରିବାକୁ ବାକିଅଛି। ତୁମ୍ଭର ଯାହା ଅଛି ସବୁ ବିକି ଦଇେ ଗରିବଙ୍କୁ ବାଣ୍ଟିଦିଅ। ତୁମ୍ଭକୁ ସ୍ବର୍ଗ ରେ ପୁରସ୍କାର ମିଳିବ। ତା'ପରେ ତୁମ୍ଭେ ଆସ ଓ ମାରେ ଅନୁସରଣ କର।

ଯୋହନଲିଖିତ ସୁସମାଚାର 9:40

ଯୀଶୁଙ୍କ ପାଖ ରେ କେତକେ ଫାରୂଶୀ ଥିଲେ। ସମାନେେ ଯୀଶୁଙ୍କର ଏପରି କହିବା ଶୁଣିଲେ। ସମାନେେ ପଚାରିଲେ, କ'ଣ? ତା ମାନେ ତୁମ୍ଭେ କହୁଛ ଯେ ଆମ୍ଭେ ମଧ୍ଯ ଅନ୍ଧ?

ରୋମୀୟଙ୍କ ପ୍ରତି ପତ୍ର 6:1

ତା' ହେଲେ ତୁମ୍ଭମାନେେ ଭାବୁଛ ଯେ ଆମ୍ଭେ ସର୍ବଦା ପାପ କରି ଚ଼ାଲି ଥିବା ଯାହା ପାଇଁ ପରମେଶ୍ବର ଆମ୍ଭକୁ ଆହୁରି ଅଧିକ ଅନୁଗ୍ରହ ପ୍ରଦାନ କରିବେ?

ରୋମୀୟଙ୍କ ପ୍ରତି ପତ୍ର 6:11

ସହେି ଭଳି ତୁମ୍ଭମାନେେ ମଧ୍ଯ ପାପର ଶକ୍ତି ବିଷୟ ରେ ନିଜକୁ ମୃତ ବୋଲି ଭାବିବା ଉଚ଼ିତ। ତୁମ୍ଭମାନେେ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ପାଇଁ ଜୀବିତ ବୋଲି ଅନୁଭବ କର।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4:3

ସୁସମାଚାର ଯଦି ଆଚ୍ଛାଦିତ ହାଇେଥାଏ, ତବେେ ସହେି ଆଚ୍ଛାଦନ କବଳେ ସହେିମାନଙ୍କ ପାଇଁ ଯେଉଁମାନେ ବିନାଶ ମାର୍ଗ ରେ ରହିଛନ୍ତି।

ଗାଲାତୀୟଙ୍କ ପ୍ରତି ପତ୍ର 5:6

ଆତ୍ମାଙ୍କ ସାହାୟ୍ଯ ରେ ଆମେ ଏଥି ପାଇଁ ଅପେକ୍ଷା କରି ରହିଛୁ। ଯଦି କହେି ଖ୍ରୀଷ୍ଟ ଯୀଶୁଙ୍କଠା ରେ ଅଛି, ତା ହେଲେ ସେ ସୁନ୍ନତ ହାଇେଛି ନା ନାହିଁ, ଏହା ମହତ୍ବପୂର୍ଣ୍ଣ ନୁହେଁ। ମହତ୍ବପୂର୍ଣ୍ଣ ବିଷୟ ହେଲା, ପ୍ ରମଜେନକ ବିଶ୍ବାସ, ଯାହା କାର୍ୟ୍ଯ ରେ ପରିପ୍ରକାଶ ହୁଏ।

ଗାଲାତୀୟଙ୍କ ପ୍ରତି ପତ୍ର 5:13

ମାେ ଭାଇ ଓ ଭଉଣୀମାନେ ! ପରମେଶ୍ବର ତୁମ୍ଭମାନଙ୍କୁ ସ୍ବାଧୀନ ରହିବା ପାଇଁ ବାଛିଛନ୍ତି। କିନ୍ତୁ ଏହି ସ୍ବାଧୀନତାକୁ ତୁମ୍ଭମାନେେ ନିଜ ନିଜର ପାପମୟ ସ୍ବଭାବର ଇଚ୍ଛା ପୂରଣ ନିମନ୍ତେ ବ୍ଯବହାର କର ନାହିଁ। ବରଂ ଏକ ଆ ରକରେ ପ୍ ରମେ ପୂର୍ବକ ସବୋ କର।

ଏଫିସୀୟଙ୍କ ପ୍ରତି ପତ୍ର 5:26

ମଣ୍ଡଳୀକୁ ପବିତ୍ର କରିବା ଲାଗି ଯୀଶୁ ଖ୍ରୀଷ୍ଟ ମୃତ୍ଯୁ ବରଣ କରିଥିଲେ। ଯେପରି ସୁସାମାଚାରର ବାକ୍ଯ ଓ ଜଳ ଦ୍ବାରା ଧେ ୗତ କରି ସଫା କରିବା ପରେ ସେ ପରମେଶ୍ବରଙ୍କ କାର୍ୟ୍ଯ ମାଧ୍ଯମ ରେ ସେ ମଣ୍ଡଳୀକୁ ଶୁଚି ପବିତ୍ର କରିପାରନ୍ତି।

ତୀତସଙ୍କ ପ୍ରତି ପତ୍ର 2:14

ନିଜ ଜୀବନକୁ ସତ୍ କର୍ମ ରେ ଲଗାଇବା ପାଇଁ ଲୋକମାନେ ଶିଖିବା ଆବଶ୍ଯକ। ଯେଉଁମାନଙ୍କର ପ୍ରକୃତ ରେ ଦରକାର, ସମାନଙ୍କେର ମଙ୍ଗଳ କର। ତା' ହେଲେ ଆମ୍ଭ ଲୋକେ ବିଫଳ ଜୀବନଯାପନ କରିବେ ନାହିଁ।

ଏବ୍ରୀ 9:14

ନିଶ୍ଚିତ ରୂପେ ଖ୍ରୀଷ୍ଟଙ୍କର ରକ୍ତ ବହୁତ କିଛି ଅଧିକ କରିପା ରେ। ଖ୍ରୀଷ୍ଟ ଅନନ୍ତ ଆତ୍ମାଙ୍କ ଦ୍ବାରା ଆପଣାକୁ ନିଖୁଣ ବଳିସ୍ବରୂପେ ପରମେଶ୍ବରଙ୍କୁ ଉତ୍ସର୍ଗ କଲେ। ତାହାଙ୍କର ରକ୍ତ, ଆମ୍ଭର ମନ୍ଦକାର୍ୟ୍ଯରୁ ଆମ୍ଭକୁ ଧୋଇ ପୂର୍ଣ୍ଣ ଭାବରେ ଶୁଚି କରିଦବେ। ତାହାଙ୍କର ରକ୍ତ ଆମ୍ଭ ହୃଦୟକୁ ମଧ୍ଯ ପବିତ୍ର କରିବ। ଆମ୍ଭେ ପବିତ୍ର ହାଇେ ଜୀବନ୍ତ ପରମେଶ୍ବରଙ୍କର ସବୋ କରିପାରିବା।

ଯାକୁବଙ୍କ ପତ୍ 2:14

ମାେ ଭାଇ ଓ ଭଉଣୀମାନେ !ଯଦି ଜଣେ କୁ ହେ, ଯେ, ସେ ଜଣେ ବିଶ୍ବାସୀ, କିନ୍ତୁ କିଛି କର୍ମ କରେ ନାହିଁ, ତା ହେଲେ ତାହାର ବିଶ୍ବାସ ମୂଲ୍ଯହୀନ। କ'ଣ ଏହି ଭଳି ବିଶ୍ବାସ ତାହାକୁ ରକ୍ଷା କରିପାରିବ ? ନା !

ପିତରଙ୍କ ପ୍ରଥମ ପତ୍ 3:21

ସହେି ଜଳ ବାପ୍ତିସ୍ମ ସଦୃଶ ତୁମ୍ଭକୁ ଏବେ ରକ୍ଷା କରୁଛି। ଶରୀରର ମଇଳା ସଫା କରିବା ବାପ୍ତସ୍ମ ନୁହେଁ। ମାତ୍ର ବାପ୍ତସ୍ମ ହେଉଛି, ପରମେଶ୍ବରଙ୍କୁ ଏକ ହୃଦୟ ମାଗିବା। ଯୀଶୁ ମୃତ୍ଯୁରୁ ଜୀବିତ ହାଇେଥିବାରୁ ଏହା ତୁମ୍ଭକୁ ରକ୍ଷା କରୁଛି।

Interlinear

Choose Theme