ତହୁଁ ହସାଯଲେ ପଚାରିଲେ, ହେ ମାରେ ମହାଶୟ, କାହିଁକି ରୋଦନ କଲେ?
Cross references
ମୁଁ ଯାହା କରିଛି ତୁମ୍ଭେ ସେ ସବୁ ଜାଣିଛ। ଈଷବଲେ ଯେତବେେଳେ ସଦାପ୍ରଭୁଙ୍କ ଭବିଷ୍ଯଦ୍ବକ୍ତାମାନଙ୍କୁ ମାରିପକାଉ ଥିଲା। ମୁଁ ସମାନଙ୍କେ ମଧ୍ଯରୁ ଏକଶତ ଭବିଷ୍ଯଦ୍ବକ୍ତାଙ୍କୁ ନଇେ ପଗ୍ଭଶ ଜଣ କରି ଦୁଇଟି ଗହ୍ବର ରେ ଲୁଗ୍ଭଇ ରଖିଥିଲି ଓ ସମାନଙ୍କେୁ ଅନ୍ନ ଜଳ ଦଇେ ଭରଣ ପୋଷଣ କରିଥିଲି।
ତା'ପରେ ସ୍ତ୍ରୀ ଲୋକଟି କହିଲା, ଗୁରୁ, ମୁଁ କ'ଣ ପୁତ୍ର ମାଗିଥିଲି? ମୁଁ କି କହିନଥିଲି, ' ମାେତେ ପ୍ରତାରଣା କରନାହିଁ।'
ସହେି ସମୟରେ ସଦାପ୍ରଭୁ ଇଶ୍ରାୟେଲକୁ ଭାଗ କରିବାକୁ ଆରମ୍ଭ କଲେ। ପୁଣି ଅରାମର ରାଜା ହସାଯଲେ ଇଶ୍ରାୟେଲର ସମସ୍ତ ସୀମା ରେ ଇଶ୍ରାୟେଲୀୟମାନଙ୍କୁ ପରାସ୍ତ କଲେ।
ଅନନ୍ତର ଅରାମର ରାଜା ହସାଯଲେ ଗାଥ ବିରୁଦ୍ଧ ରେ ୟୁଦ୍ଧ କରି ତାକୁ ଅଧିକାର କଲେ। ତା'ପରେ ସେ ୟିରୁଶାଲମ ବିରୁଦ୍ଦ ରେ ୟୁଦ୍ଧ କରିବାକୁ ଯୋଜନା କଲେ।
ଏଥି ରେ ଯିହୁଦାର ରାଜା ଯୋୟାଶ୍ ଆପଣା ପୂର୍ବପୁରୁଷ ୟିହୋଶାଫଟ, ୟିହୋରାମ ଓ ଅହସିଯ ପ୍ରଭୃତି ରାଜାଗଣ ସଦାପ୍ରଭୁଙ୍କୁ ଅର୍ପଣ କରିଥିବା ସମସ୍ତ ପବିତ୍ର ବସ୍ତ୍ର ଓ ସୁବର୍ଣ୍ଣ ଓ ଯୋୟାଶ୍ ସଦାପ୍ରଭୁଙ୍କ ଭଣ୍ତାର ରେ ଏବଂ ରାଜ ପ୍ରାସାଦ ରେ ରଖାୟାଇଥିବା ସୁବର୍ଣ୍ଣ ଆଦି ମୂଲ୍ଯବାନ ଦ୍ରବ୍ଯଗୁଡିକୁ ଅରାମର ରାଜା ହସାଯଲେ ନିକଟକୁ ପଠାଇଲେ, ତେଣୁ ସେ ଆଉ ୟିରୁଶାଲମ ବିରୁଦ୍ଧ ରେ ଗଲେ ନାହିଁ।
ଏଥି ରେ ସଦାପ୍ରଭୁ ଇଶ୍ରାୟେଲ ବିରୁଦ୍ଧ ରେ କୋର୍ଧାନ୍ବିତ ହେଲେ। ତେଣୁ ସେ ଅରାମର ରାଜା ହସାଯଲେ ଓ ତାଙ୍କର ପୁତ୍ର ବିନ୍ହଦଦ୍ ଶାସନର ଅଧିନ ରେ ଇଶ୍ରାୟେଲକୁ ଦିର୍ଘ ସମୟ ପାଇଁ ଦେଲେ।
ଅରାମର ରାଜା ୟିହୋଯାଶ୍ଙ୍କ ସୈନ୍ଯବାହିନୀକୁ ପରାସ୍ତ କରି ତାଙ୍କର ମାତ୍ର ପଚାଶ ଅଶ୍ବାରୋହୀ, ଦଶଟି ରଥ ଓ 10,000 ପଦାତିକଙ୍କୁ ଛାଡି ଅନ୍ୟ ସମସ୍ତଙ୍କୁ ବଧ କଲେ। ଯିହାୟୋଦାରଶ୍ଙ୍କ ସୈନ୍ଯମାନେ ଶସ୍ଯ ଅମଳ ସମୟରେ ଅଗାଡି ତୁଲ୍ଯ ପବନ ରେ ଗ୍ଭଲିଗଲେ।
ଯିହାୟୋଦାରହସଙ୍କ ରାଜତ୍ବ କାଳର ସମସ୍ତ ସମୟ ଅରାମର ରାଜା ହସାଯଲେ ଇଶ୍ରାୟେଲର କ୍ଲେଶର କାରଣ ହେଲେ।
ଶଲ୍ଲମଙ୍କ ମୃତ୍ଯୁପରେ ମନ ହେମ୍ ତିର୍ସାଠାରୁ, ତିପ୍ସହର ସମସ୍ତ ଅଞ୍ଚଳକୁ ଲୋକମାନେ ଆକ୍ରମଣ କଲେ, କାରଣ ସମାନେେ ନଗରର ଫାଟକସବୁ ତାଙ୍କ ପାଇଁ ଖାଲିବୋକୁ ଅମାନ୍ଯ କଲେ। ସେ ନଗରର ସମସ୍ତ ଗର୍ଭବତୀ ନାରୀଙ୍କର ଉଦର ବିଦୀର୍ଣ୍ଣ କଲେ।
ହେ ବାବିଲୋନ, ତୁମ୍ଭେ ଧ୍ବଂସ ହବେ! ମୁଁ ୟେ କୌଣସି ଲୋକକୁ ଆଶୀର୍ବାଦ ଦବେି, ୟିଏ ତୁମ୍ଭକୁ ପ୍ରତିଦାନ ଦବେ, ୟାହା ତୁମ୍ଭେ ଆମ୍ଭ ପ୍ରତି କରିଥିଲ।
ସମାନଙ୍କେର ଗୃହମାନଙ୍କରୁ ସମସ୍ତ ଦ୍ରବ୍ଯ ଲୁଣ୍ଠିତ ହବେ। ସମାନଙ୍କେର ଭାର୍ୟ୍ଯାମାନେ ଧର୍ଷିତା ହବେେ ଓ ସମାନଙ୍କେର ଦୃଷ୍ଟି ଗୋଚର ରେ ସମାନଙ୍କେର େଛାଟ ପିଲାମାନେ ମୃତ୍ଯୁ ପର୍ୟ୍ଯନ୍ତ କୋରଡ଼ା ପାଇବେ।
ସହେି ସୈନ୍ଯମାନେ ବାବିଲ ଆକ୍ରମଣ କରି ତା'ର ୟୁବକମାନଙ୍କୁ ହତ୍ଯା କରିବେ। ଏପରିକି ଶିଶୁମାନଙ୍କ ପ୍ରତି ସମାନେେ ଦୟା ଦଖାଇବେେ ନାହିଁ କିମ୍ବା ପିଲାମାନଙ୍କୁ ଛାଡ଼ିବେ ନାହିଁ। ବାବିଲ ସଦୋମ ଓ ହ ମାରୋର ପରି ସଂପୂର୍ଣ୍ଣ ଧ୍ବଂସ ପାଇବ। ଯେତବେେଳେ ପରମେଶ୍ବର ସମାନଙ୍କେୁ ନଷ୍ଟ କରିବେ।
ତେଣୁ ତୁମ୍ଭମାନଙ୍କର ସୈନ୍ଯବାହିନୀ ୟୁଦ୍ଧର ଶଦ୍ଦ ଶୁଣିବେଏବଂ ତୁମ୍ଭମାନଙ୍କର ସମସ୍ତ ଦୁର୍ଗ ଧ୍ବଂସ ପାଇବ। ଶଲମନ ବୈଥ୍-ଅରବଲକେୁ ଧ୍ବଂସ କଲାପରି ଏହା ଘଟିବ। ୟୁଦ୍ଧ ସମୟରେ ମାଆମାନଙ୍କୁ ସମାନଙ୍କେର ପିଲାମାନଙ୍କ ସହିତ ହତ୍ଯା କରାଗଲା।
ଶମରିଯା ନିଶ୍ଚିତ ଦଣ୍ତିତ ହବେ। କାରଣ ସେ ପରମେଶ୍ବରଙ୍କ ବିରୁଦ୍ଧ ରେ ୟାଇଥିଲା। ଇଶ୍ରାୟେଲୀୟମାନେ ଖଡ୍ଗ ରେ ନିହତ ହବେେ। ସମାନଙ୍କେର ପିଲାମାନେ ବିଦୀର୍ଣ୍ଣ ହବେେ। ସମାନଙ୍କେର ଗର୍ଭବତୀ ନାରୀମାନେ ମଧ୍ଯ ବିଦୀର୍ଣ୍ଣ ହବେେ।
ଇଶ୍ରାୟେଲ, ତୁମ୍ଭର ପତନ ହେଲା ଏବଂ ତୁମ୍ଭେ ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ କଲ। ତେଣୁ ତୁମ୍ଭର ପ୍ରିଯ ସଦାପ୍ରଭୁ ପରମେଶ୍ବରଙ୍କ ନିକଟକୁ ଫରେିଆସ।
ସଦାପ୍ରଭୁ ଏହି କଥା କହନ୍ତି: ଦମ୍ମେଶକର ଲୋକମାନେ କରିଥିବା ଦୋଷାବହ କାର୍ୟ୍ଯ ପାଇଁ ଆମ୍ଭେ ନିଶ୍ଚିତ ଭାବରେ ସମାନଙ୍କେୁ ଦଣ୍ତ ଦବୋ। କାରଣ ସମାନେେ ଶସ୍ଯ ଦଳନ ଲୌହ ୟନ୍ତ୍ର ରେ ଗିଲିଯଦର ଲୋକମାନଙ୍କୁ ଦଳନ କରିଥିଲେ।
ସଦାପ୍ରଭୁ ଏହିକଥା କୁହନ୍ତି: ଆମ୍ଭେ ଅମ୍ମାନରେ ଲୋକମାନଙ୍କୁ ଦଣ୍ତ ଦବୋ, ଯେଉଁମାନେ ଅନକେ ଅପରାଧ କରିଛନ୍ତି, କାହିଁକି? କାରଣ ସମାନେେ ଗିଲିଯଦ ରେ ଗର୍ଭବତୀ ନାରୀମାନଙ୍କୁ ହତ୍ଯା କରିଅଛନ୍ତି। ଅମ୍ମାନରେ ଲୋକମାନେ ଏହିପରି କାର୍ୟ୍ଯ କଲେ, ଯଟରେୁ ସମାନଙ୍କେର ସୀମା ଅଧିକ ଜାଗା ବଢାଇବାକୁ।