ଇଲୀଶାୟ ଉତ୍ତର କଲେ, ନା, ସମାନଙ୍କେୁ ବଧ କରନାହିଁ। ତୁମ୍ଭର ଖଡ୍ଗ ଦ୍ବାରା ବନ୍ଦୀ କରିଥିବା ଏହି ଲୋକମାନେ ତୁମ୍ଭର ବନ୍ଦୀ କି? ସମାନଙ୍କେ ସମ୍ମୁଖ ରେ ରୋଟୀ ଓ ଜଳ ରଖ। ସମାନଙ୍କେୁ ଭୋଜନ ଓ ପାନ କରାଇ ଆପଣା ପ୍ରଭୁ ନିକଟକୁ ପଠାଇ ଦିଅ।
Cross references
ମୁଁ ତୁମ୍ଭକୁ କିଛି ଦଲେି ଯାହା ତୁମ୍ଭ ଭାଇମାନଙ୍କୁ ଦଇନେଥିଲି, ମୁଁ ଆପଣା ଖଡ୍ଗ ଓ ଧନୁଦ୍ବାରା ଇମାରେୀୟମାନଙ୍କ ହସ୍ତରୁ ଯେଉଁ ଅଂଶ ପାଇଅଛି, ତୁମ୍ଭ ଭାତୃଗଣ ଅପେକ୍ଷା ସହେି ଅଧିକ ଅଂଶ ତୁମ୍ଭକୁ ଦଲେି।
ଯଦି ସମାନେେ ତୁମ୍ଭମାନଙ୍କ ସନ୍ଧି ରେ ରାଜି ହାଇେ ତୁମ୍ଭମାନଙ୍କ ନଗର ଗକ୍ସ୍ଟଡିକ ପାଇଁ ଦ୍ବାର ଉନ୍ମୁକ୍ତ କରନ୍ତି, ତବେେ ସହେି ସହରର ସମସ୍ତ ଲୋକମାନେ ତକ୍ସ୍ଟମ୍ଭ ପାଇଁ କାମ କରିବାକୁ ବାଧ୍ଯ ଏବଂ ତୁମ୍ଭମାନଙ୍କର ଦାସ ହବେେ।
ଯେତବେେଳେ ତୁମ୍ଭର ସୈନ୍ଯମାନେ ଆଗଇେ ଚାଲିଲେ, ମୁ ସମାନଙ୍କେ ଆଗେ ଆଗେ ବିରକ୍ସ୍ଟଡି ମାନଙ୍କୁ ପଠାଇଲି। ସହେି ବିରକ୍ସ୍ଟଡିମାନେ ସମାନଙ୍କେୁ ସଠାେରକ୍ସ୍ଟ ତଡି ଦେଲେ ଓ ସହେି ଦକ୍ସ୍ଟଇଜଣ ଇମାରେୀୟ ରାଜାଙ୍କକ୍ସ୍ଟ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ତଡି ଦେଲେ। ଯେପରିକି ତୁମ୍ଭର ଖଣ୍ତା କିମ୍ବା ଧନକ୍ସ୍ଟର ବ୍ଯବହାର ନ କରି ତୁମ୍ଭମାନେେ ଜିତିଗଲ ଓ ସମାନଙ୍କେର ଦେଶକକ୍ସ୍ଟ ଅଧିକାର କଲ।
ଇଶ୍ରାୟେଲୀୟ ସୈନ୍ଯଦଳ ଯିହୁଦା ରେ ବାସ କରୁଥିବା ସମାନଙ୍କେର ନିଜ ଆତ୍ମୀଯମାନଙ୍କ ମଧ୍ଯରୁ 2,00,000 ଲୋକଙ୍କୁ ବନ୍ଦୀ କରି ନେଲେ। ସମାନେେ ସ୍ତ୍ରୀ ଲୋକ, ସନ୍ତାନଗଣ ଓ ଯିହୁଦାରୁ ଅନକେ ବହୁମୂଲ୍ଯ ସାମଗ୍ରୀ ଲୁଟି ନେଲେ। ଇଶ୍ରାୟେଲୀୟମାନେ ସହେି ବନ୍ଦୀମାନଙ୍କୁ ଓ ସାମଗ୍ରୀଗୁଡ଼ିକୁ ଶମରିଯାକୁ ନଇଗେଲେ।
ସହେି ନେତାମାନେ ବନ୍ଦୀମାନଙ୍କୁ ସାହାୟ୍ଯ କରିବା ପାଇଁ ନିଜକୁ ପ୍ରସ୍ତୁତ କଲେ। ସହେି ଚାରିଜଣ ବ୍ଯକ୍ତି ଇଶ୍ରାୟେଲୀୟ ସୈନ୍ଯଦଳ ଲୁଟି ନଇେଥିବା ବସ୍ତୁସବୁ ପୁନରୁଦ୍ଧାର କଲେ ଓ ନଗ୍ନଥିବା ଲୋକମାନଙ୍କୁ ବସ୍ତ୍ର ନଇେ ଦେଲେ। ସହେି ନେତାମାନେ ସହେି ଲୋକମାନଙ୍କୁ ଜୋତା ମଧ୍ଯ ଦେଲେ। ସମାନେେ ଯିହୁଦାର ବନ୍ଦୀମାନଙ୍କୁ କିଛି ଖାଦ୍ୟ ଓ ପାନୀଯ ଦେଲେ। ସମାନେେ ସହେି ଲୋକମାନଙ୍କ ଶରୀର ରେ ତଲେ ମାଲିସ୍ କଲେ। ଏହାପରେ ଇଫ୍ରଯିମର ସହେି ନେତାମାନେ ଦୁର୍ବଳ ବନ୍ଦୀମାନଙ୍କୁ ଗଧ ଉପରେ ବସାଇଲେ ଓ ଯିରୀହାେ ରେ ଥିବା ସମାନଙ୍କେ ଗୃହ ଓ ପରିବାରକୁ ସମାନଙ୍କେୁ ନଇଗେଲେ। ଯିରୀହାକେୁ 'ଖଜ୍ଜୁର୍ରୀବୃକ୍ଷର ନଗର' ବୋଲି କୁହାଯାଉ ଥିଲା। ଏହାପରେ ସହେି ଚାରିଜଣ ନେତା ଶମରିଯାକୁ ଫରେିଗଲେ।
ମୁଁ ମାରେ ଧନୁରେ ବିଶ୍ବାସ କରେ ନାହିଁ, କିଅବା ମାରେ ଖଣ୍ଡା ମାେତେ ରକ୍ଷା କରିପାରିବ ନାହିଁ।
ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ। ସେ ଯବେେ ତୃଷିତ ହୁଏ, ତାହାକୁ ଜଳପାନ କରାଅ।
କିନ୍ତୁ ଆମ୍ଭେ ଯିହୁଦାର ଲୋକଙ୍କୁ ଦୟା ଦଖାଇବୋ। ଆମ୍ଭେ ଯିହୁଦା ଦେଶକୁ ରକ୍ଷା କରିବା। ଆମ୍ଭେ ସମାନଙ୍କେୁ ରକ୍ଷା କରିବାକୁ ଖଣ୍ତା କି ଧନୁ ବ୍ଯବହାର କରିବା ନାହିଁ। ଆମ୍ଭେ ସମାନଙ୍କେୁ ରକ୍ଷା କରିବାକୁ ୟୁଦ୍ଧ ରେ ଅଶ୍ବ କି ସୈନ୍ଯ ବ୍ଯବହାର କରିବା ନାହିଁ। ଆମ୍ଭେ ସମାନଙ୍କେୁ ଆମ୍ଭ ନିଜ ଶକ୍ତି ବଳ ରେ ରକ୍ଷା କରିବା।
ସେତବେେଳେ ଆମ୍ଭେ ସ୍ଥଳଚର ପ୍ରାଣୀ, ଆକାଶର ପକ୍ଷୀ, ଓ ସରିସୃପମାନଙ୍କ ସହିତ ଗୋଟିଏ ଚୁକ୍ତି କରିବା। ଆମ୍ଭେ ଧନୁ, ଖଣ୍ତା ଓ ସମସ୍ତ ୟୁଦ୍ଧ ଅସ୍ତ୍ରଗୁଡିକୁ ଭାଙ୍ଗି ଦବୋ ଏବଂ ଆମ୍ଭେ ସମାନଙ୍କେୁ ନିରାପଦ ରେ ଶଯନ କରିବାକୁ ଦବୋ।
କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତୃକୁ ମଧ୍ଯ ପ୍ ରମେ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପାର୍ଥନା କର।
କିନ୍ତୁ ତୁମ୍ଭମାନେେ ଏପରି କରିବା ଉଚିତ୍: ଯଦି ତୁମ୍ଭର ଶତୃ ଭୋକରେ ଅଛି, ତାହାକୁ ଖାଇବାକୁ ଦିଅ, ଯଦି ତୁମ୍ଭ ଶତୃ ତୃଷିତ ଅଛି, ତାହାକୁ ପିଇବାକୁ ଦିଅ। ଏପରି କଲେ ତୁମ୍ଭେ ତାହାକୁ ଲଜ୍ଜିତ କରିପାରିବ।