ଇଶ୍ରାୟେଲୀୟ ସୈନ୍ଯଦଳ ଯିହୁଦା ରେ ବାସ କରୁଥିବା ସମାନଙ୍କେର ନିଜ ଆତ୍ମୀଯମାନଙ୍କ ମଧ୍ଯରୁ 2,00,000 ଲୋକଙ୍କୁ ବନ୍ଦୀ କରି ନେଲେ। ସମାନେେ ସ୍ତ୍ରୀ ଲୋକ, ସନ୍ତାନଗଣ ଓ ଯିହୁଦାରୁ ଅନକେ ବହୁମୂଲ୍ଯ ସାମଗ୍ରୀ ଲୁଟି ନେଲେ। ଇଶ୍ରାୟେଲୀୟମାନେ ସହେି ବନ୍ଦୀମାନଙ୍କୁ ଓ ସାମଗ୍ରୀଗୁଡ଼ିକୁ ଶମରିଯାକୁ ନଇଗେଲେ।
Cross references
ସଦାପ୍ରଭୁ ତୁମ୍ଭମାନଙ୍କୁ ତକ୍ସ୍ଟମ୍ଭ ଶତୃମାନଙ୍କ ହାତ ରେ ତୁମ୍ଭକୁ ପରାସ୍ତ କରାଇବେ। ତୁମ୍ଭେ ୟକ୍ସ୍ଟଦ୍ଧ କରିବା ପାଇଁ ଗୋଟିଏ ବାଟରେ ପଶିବ ମାତ୍ର ସାତଟି ବାଟରେ ପଳାଯନ କରି ଆସିବ। ତୁମ୍ଭମାନଙ୍କ ପ୍ରତି ଏପରି ଘଟଣାମାନ ସବୁ ଘଟିବ ଯେଉଁଥି ରେ ସମସ୍ତ ପୃଥିବୀବାସୀ ତାହା ଦେଖି ଭୟ କରିବେ।
ତୁମ୍ଭମାନେେ ପକ୍ସ୍ଟତ୍ରକନ୍ଯା ଜନ୍ମ କରିବ, ମାତ୍ର ସମାନେେ ତୁମ୍ଭର ହବେେ ନାହିଁ କାରଣ ସମାନେେ ବନ୍ଦୀ ହାଇଯେିବେ।
ସଦାପ୍ରଭୁ ଏହା କହନ୍ତି, 'ତୁମ୍ଭମାନେେ ତୁମ୍ଭମାନଙ୍କର ଭ୍ରାତାମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବ ନାହିଁ। ପ୍ରେତ୍ୟକକ ଲୋକ ନିଜ ଗୃହକୁ ଫରେିଯାଉ। ଆମ୍ଭେ ଏହା ଘଟାଇଅଛୁ।' ଅତଏବ ରାଜା ରିହବିଯାମ୍ ଓ ତାଙ୍କର ସୈନ୍ଯଦଳ ସଦାପ୍ରଭୁଙ୍କ ବାର୍ତ୍ତାର ବାଧ୍ଯ ହେଲେ ଓ ଫରେିଗଲେ। ସମାନେେ ୟାରବିଯାମ୍ଙ୍କ ଉପରେ ଆକ୍ରମଣ କଲେ ନାହିଁ।
ତା' ପରଦିନ ସେ ଦୁଇଜଣ ଯିହୂଦୀ ଲୋକଙ୍କୁ ପରସ୍ପର ମଧିଅରେ କଳି କରୁଥିବାର ଦେଖିଲେ। ସେ ସମାନଙ୍କେ ମଧିଅରେ ଶାନ୍ତି ସ୍ଥାପନ କରିବାକୁ ଚେ଼ଷ୍ଟା କଲେ ଓ କହିଲେ, ' ହେ ଲୋକମାନେ, ତୁମ୍ଭମାନେେ ପରସ୍ପର ଭାଇଭାଇ। ତୁମ୍ଭମାନେେ ପରସ୍ପର ଭିତ ରେ କାହିଁକି କଳି କରୁଛ?'
ହେ ଭାଇମାନେ, ଅବ୍ରହାମଙ୍କ ପୁତ୍ରମାନେ ଓ ପ୍ରକୃତ ପରମେଶ୍ବରଙ୍କୁ ଉପାସନା କରୁଥିବା ଅନ୍ୟଜାତୀୟମାନେ, ଆମ୍ଭମାନଙ୍କ ପାଇଁ ଏହି ପରିତ୍ରାଣର ସୁସମାଚ଼ାର ପଠାଯାଇଛି।