ଏକଦା ଇଲୀଶାୟ ଶୁନମେକୁ ଗଲେ। ସଠାେରେ ଏକ ମହତ୍ବପୂର୍ଣ୍ଣ ଧନୀ ସ୍ତ୍ରୀଲୋକ ତାଙ୍କୁ ଅନ୍ନି ଭୋଜନ ଦବୋକୁ ବୁଲାଇଲା। ଏହାପରେ ଇଲୀଶାୟ ଯେତେଥର ସହେି ବାଟ ଦଇେ ଗଲେ େସତେଥର ସଠାେରେ ଅନ୍ନ ଭୋଜନ କଲେ।
Cross references
କିନ୍ତୁ ଲୋଟ ସମାନଙ୍କେୁ ତାଙ୍କର ଗୃହକୁ ୟିବା ପାଇଁ ବାରମ୍ବାର ଅନୁ ରୋଧ କଲେ। ତେଣୁ ସ୍ବର୍ଗଦୂତଗଣ ତାଙ୍କ ଗୃହକୁ ୟିବା ପାଇଁ ରାଜି ହେଲେ। ଲୋଟ ସମାନଙ୍କେୁ କିଛି ଦ୍ରାକ୍ଷାରସ ପିଇବାକୁ ଦେଲେ। ଲୋଟ ସମାନଙ୍କେ ପାଇଁ କିଛି ଖମୀର ଶୂନ୍ଯ ରୋଟୀ ପ୍ରସ୍ତୁତ କଲେ ଓ ସମାନେେ ତାହା ଗ୍ରହଣ କଲେ।
ନିମ୍ନ ରେ ଦିଆୟାଇଥିବା ଭୂମିଗକ୍ସ୍ଟଡିକ ଉକ୍ତ ପରିବାରବର୍ଗମାନଙ୍କୁ ଦିଆଗଲା। ସମାନେେ ହେଲେ ୟିଷ୍ରିଯଲେ, କସକ୍ସ୍ଟଲ୍ଲୋତ ଓ ସକ୍ସ୍ଟନେମ୍।
ତେଣୁ ସହେି ବୃଦ୍ଧଲୋକ ଜଣଙ୍କ କହିଲା, ତୁମ୍ଭେ ଶାନ୍ତି ରେ ରକ୍ସ୍ଟହ। ମୁ ତୁମ୍ଭର ସମସ୍ତ ଆବଶ୍ଯକତାର ଯତ୍ନ ନବେି। ଦୟାକରି ନଗରର ଛକରେ ରାତ୍ରିୟାପନ କର ନାହିଁ।
ପଲେଷ୍ଟୀୟମାନେ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହେଉଥିଲେ। ସମାନେେ ଶୂନମେ ରେ ତାଙ୍କର ସନୋ ଛାଉଣୀ ପ୍ରସ୍ତକ୍ସ୍ଟତ କରୁଥିଲେ। ଶାଉଲ ସମସ୍ତ ଇଶ୍ରାୟେଲୀୟବାସୀଙ୍କକ୍ସ୍ଟ ଏକତ୍ରୀତ କରି ଗିଲ୍ବୋଯ ରେ ସନୋ ଛାଉଣୀ ସ୍ଥାପନ କଲେ।
ବର୍ସିଲ୍ଲଯ ଜଲଣ ଅତି ବୃଦ୍ଧସଲାକ ଥିଲା। ତାଙ୍କୁ ଅଶୀ ବର୍ଷ ବଯସସହାଇଥିଲା।ସସ ଅତି ବଡଲଲାକ ଥିବାରକ୍ସ୍ଟ ରାଜା ମହନଯିମସର ଥିବାସବଲଳ ତାହାଙ୍କକ୍ସ୍ଟ ଖାଦ୍ୟ ସାମଗ୍ରି ସମସ୍ତସଯାଗାଉ ଥିଲା।
ଏଣୁ ରାଜାଙ୍କର ଦାସମାନେ ଇଶ୍ରାୟେଲର ସମସ୍ତ ଅଞ୍ଚଳ ରେ ସୁନ୍ଦରୀ କନ୍ଯାର ଅନ୍ବଷେଣ କରିବା ଆରମ୍ଭ କରି ଦେଲେ। ଶଷେ ରେ ସେ ଶୁନମେୀୟା ନଗରରୁ ଅବୀଶଗ ନାମକ ଏକ ସୁନ୍ଦରୀ ୟୁବତୀ ପାଇଲେ ଓ ତାକୁ ରାଜାଙ୍କ ନିକଟକୁ ଘନେି ଆସିଲେ।
ଦିନେ ଇଲୀଶାୟ ସହେି ସ୍ତ୍ରୀ ଲୋକର ଗୃହକୁ ଆସିଲେ ଓ ସହେି କଠାେରୀ ରେ ୟାଇ ଶଯନ କଲେ।
ପିଲାଟି ବଢିବାକୁ ଲାଗିଲା। ଦିନେ ସେ କ୍ଷତକେୁ ୟାଇ ଲୋକମାନେ ଓ ତା'ର ପିତା ଶସ୍ଯ କାଟୁଥିଲା ବେଳେ ତାଙ୍କ ନିକଟକୁ ଗଲା।
ଆୟୁବ 7 ,000 ମେଣ୍ଢା, 3 ,000 ଓଟ, 1 ,000 ଷଣ୍ଢ ଏବଂ 500 ମାଇ ଗଧର ମାଲିକ ଥିଲା। ତା'ର ଅନକେ ଗୁଡ଼ିଏ ଭୃତ୍ଯ ଥିଲେ। ଆୟୁବ ପୂର୍ବାଞ୍ଚଳ ଦେଶମାନଙ୍କ ମଧିଅରେ ସବୁଠାରୁ ବେଶୀ ଧନୀ ଥିଲା।
ବଯସ୍କ ଲୋକମାନେ କବଳେ ଜ୍ଞାନୀ ନୁହଁନ୍ତି, ଏହା ନୁହେଁ ଯେ କବଳେ ବୃଦ୍ଧ ଲୋକମାନେ ଠିକ୍ ବୁଝନ୍ତି।
ସହେି ସ୍ତ୍ରୀ ଜଣକ ଏପରି ମଧୁର ଭାଷା କହି ତାଙ୍କର ମନ ହରଣ କଲା। ତା'ର ଚାଟୁ ବାକ୍ଯ ରେ ତାକୁ ଟାଣି ନଲୋ।
ସହେିଭଳି ଯେଉଁ ଚ଼ାକରଟି ଦୁଇ ତୋଡ଼ା ରୂପା ଟଙ୍କା ପାଇଥିଲା, ସେ ମଧ୍ଯ ଟଙ୍କାକୁ ବ୍ଯବସାୟ ରେ ଲଗାଇ ଆଉ ଦୁଇ ତୋଡ଼ା ରୂପା ଟଙ୍କା ଲାଭ କଲା।
ପ୍ରଭୁଙ୍କ ପାଇଁ ଯୋହନ ମହାନ ହବେେ। ସେ କବେେ ହେଁ ଦ୍ରାକ୍ଷାରସ କିମ୍ବା ମଦ୍ଯପାନ କରିବେ ନାହିଁ। ଏପରିକି ଜନ୍ମ ସମୟରୁ ସେ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହବେେ।
ମାଲିକ ଚାକରକୁ କହିଲେ, 'ରାଜପଥ ଓ ଗ୍ରାମପଥକୁ ଚାଲିଯାଅ। ସଠାେରେ ଥିବା ଲୋକଙ୍କୁ ଆସିବାକୁ କୁହ। ମୁଁ ଚା ହେଁ, ମାେ ଘର ପୁରାପୁରି ଭରିଯାଉ।'
କିନ୍ତୁ ସମାନେେ ବହୁତ ଆଗ୍ରହର ସହିତ ଯୀଶୁଙ୍କୁ ଅନୁରୋଧ କଲେ, ଆମ୍ଭ ସାଙ୍ଗ ରେ ରହିଯାଅ। ସନ୍ଧ୍ଯାକାଳ ହେଲାଣି ଦିନ ପ୍ରାୟ ସରିବା ଉପରେ। ତେଣୁ ଯୀଶୁ ସମାନଙ୍କେ ସହିତ ରହିବା ପାଇଁ ଘର ଭିତରକୁ ଗଲେ।
ସେ ଓ ତା'ର ଘ ରେ ରହୁଥିବା ସମସ୍ତେ ବାପ୍ତିଜିତ ହବୋପରେ, ସେ ଆମ୍ଭମାନଙ୍କୁ ଅନୁରୋଧ କରି ଡ଼ାକି କହିଲା, ତୁମ୍ଭମାନେେ ଯଦି ମାେତେ ପ୍ରଭୁଙ୍କଠା ରେ ଜଣେ ପ୍ରକୃତ ବିଶ୍ବାସୀ ବୋଲି ଭାବୁଛ, ତବେେ ମାେ ଘ ରେ ଆସି ରୁହ। ଏହିପରି ସେ ଆମ୍ଭମାନଙ୍କୁ ତା'ର ଘରକୁ ୟିବାପାଇଁ ରାଜି କରାଇଲେ।