Home Bibles ☰ Books ପ୍ରଥମ ରାଜାବଳୀ 1:3 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 1:3 · ଓଡ଼ିଆ ବାଇବେଲ

ଏଣୁ ରାଜାଙ୍କର ଦାସମାନେ ଇଶ୍ରାୟେଲର ସମସ୍ତ ଅଞ୍ଚଳ ରେ ସୁନ୍ଦରୀ କନ୍ଯାର ଅନ୍ବଷେଣ କରିବା ଆରମ୍ଭ କରି ଦେଲେ। ଶଷେ ରେ ସେ ଶୁନମେୀୟା ନଗରରୁ ଅବୀଶଗ ନାମକ ଏକ ସୁନ୍ଦରୀ ୟୁବତୀ ପାଇଲେ ଓ ତାକୁ ରାଜାଙ୍କ ନିକଟକୁ ଘନେି ଆସିଲେ।

Cross references

ଯିହୋଶୂୟ 19:18

ନିମ୍ନ ରେ ଦିଆୟାଇଥିବା ଭୂମିଗକ୍ସ୍ଟଡିକ ଉକ୍ତ ପରିବାରବର୍ଗମାନଙ୍କୁ ଦିଆଗଲା। ସମାନେେ ହେଲେ ୟିଷ୍ରିଯଲେ, କସକ୍ସ୍ଟଲ୍ଲୋତ ଓ ସକ୍ସ୍ଟନେମ୍।

ପ୍ରଥମ ଶାମୁୟେଲ 28:4

ପଲେଷ୍ଟୀୟମାନେ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହେଉଥିଲେ। ସମାନେେ ଶୂନମେ ରେ ତାଙ୍କର ସନୋ ଛାଉଣୀ ପ୍ରସ୍ତକ୍ସ୍ଟତ କରୁଥିଲେ। ଶାଉଲ ସମସ୍ତ ଇଶ୍ରାୟେଲୀୟବାସୀଙ୍କକ୍ସ୍ଟ ଏକତ୍ରୀତ କରି ଗିଲ୍ବୋଯ ରେ ସନୋ ଛାଉଣୀ ସ୍ଥାପନ କଲେ।

ପ୍ରଥମ ରାଜାବଳୀ 2:17

ଅଦୋନିଯ କହିଲେ, ତୁମ୍ଭେ ଅନୁଗ୍ରହ କରି ଶୁନମେୀୟା ଅବୀଶଗକୁ ମାେ ସହିତ ବିବାହ ଦବୋ ପାଇଁ ଶଲୋମନ ରାଜାଙ୍କୁ କୁହ, ସେ ତ ତୁମ୍ଭକୁ ନାସ୍ତି କରିବେ ନାହିଁ।

ଦିତୀୟ ରାଜାବଳୀ 4:8

ଏକଦା ଇଲୀଶାୟ ଶୁନମେକୁ ଗଲେ। ସଠାେରେ ଏକ ମହତ୍ବପୂର୍ଣ୍ଣ ଧନୀ ସ୍ତ୍ରୀଲୋକ ତାଙ୍କୁ ଅନ୍ନି ଭୋଜନ ଦବୋକୁ ବୁଲାଇଲା। ଏହାପରେ ଇଲୀଶାୟ ଯେତେଥର ସହେି ବାଟ ଦଇେ ଗଲେ େସତେଥର ସଠାେରେ ଅନ୍ନ ଭୋଜନ କଲେ।

ଦିତୀୟ ରାଜାବଳୀ 4:25

ଏହିରୂପେ ସେ କର୍ମିଲ ପର୍ବତ ରେ ପହଞ୍ଚି ପରମେଶ୍ବରଙ୍କ ଲୋକ ଇଲୀଶାୟଙ୍କୁ ଦେଖିଲେ।

ଏଷ୍ଟର ବିବରଣ 2:2

ତେଣୁ ରାଜାର ସବୋକାରୀ ଭୃତ୍ଯମାନେ ତାହାକୁ କହିଲେ, ମହାରାଜାଙ୍କ ପାଇଁ ସୁନ୍ଦରୀ ୟୁବତୀ କନ୍ଯାଗଣର ଅନ୍ବଷେଣ କରାଯାଉ।

ଏଷ୍ଟର ବିବରଣ 2:4

ଏହାପରେ ଯେଉଁ କନ୍ଯା ମହାରାଜାଙ୍କର ତୁଷ୍ଟୀକାରୀଣୀ ହବେ, ସେ ବଷ୍ଟୀ ବଦଳେ ରାଣୀ ହବେ। ଏହି କଥା ରେ ରାଜା ସନ୍ତାଷେ ହବୋରୁ ସେ ଏପରି କଲା।

Interlinear

Choose Theme