Home Bibles ଦିତୀୟ ରାଜାବଳୀ 24:18 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 24:18 · ଓଡ଼ିଆ ବାଇବେଲ

ସିଦିକିଯ ଶାସନ କଲା ବଳକେୁ ତାଙ୍କୁ ଏକୋଇଶ ବର୍ଷ ହାଇେଥିଲା। ସେ ଏଗାର ବର୍ଷ ୟିରୁଶାଲମ୍ ରେ ରାଜତ୍ବ କଲେ। ତାଙ୍କ ମାତାଙ୍କ ନାମ ହମୂଟଲ ଓ ସେ ଲିବ୍ନା ନିବାସୀ ୟିରମିଯର କନ୍ଯା ଥିଲେ।

Cross references

ଦିତୀୟ ରାଜାବଳୀ 23:31

ଯିହାୟୋଦାରହସ୍ ଯେତବେେଳେ ରାଜା ହେଲେ ସେତବେେଳେ ତାଙ୍କୁ ତଇେଶି ବର୍ଷ ହାଇେଥିଲା। ସେ ୟିରୁଶାଲମ ରେ ତିନିମାସ ରାଜତ୍ବ କଲେ। ତାଙ୍କର ମାତାଙ୍କ ନାମ ହମୁଟଲ୍, ସେ ଲିବ୍ନା ନିବାସୀ ୟିରମିଯର କନ୍ଯା ଥିଲେ।

ଦିତୀୟ ବଂଶାବଳୀ 36:11

ସିଦିକିଯ ଯିହୁଦାର ରାଜା ହବୋ ସମୟରେ ଏକୋଇଶ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଏଗାର ବର୍ଷ ପର୍ୟ୍ଯନ୍ତ ରାଜା ହେଲେ।

ଯିରିମିୟ 37:1

ଅନନ୍ତର ଯିହାୟୋଦାରକୀମର ପୁତ୍ର କୀଯର ପଦ ରେ ଯୋଶିୟଯର ପୁତ୍ର ସିଦିକିଯ ରାଜା ହାଇେ ରାଜତ୍ବ କଲା। ବାବିଲର ରାଜା ନବୂଖଦନିତ୍ସର ତାହାକୁ ଯିହୁଦା ଦେଶର ରାଜା କରିଥିଲା।

ଯିରିମିୟ 52:1

ସିଦିକିଯ ଏକୋଇଶ ବର୍ଷ ବଯସ ରେ ଯିହୁଦାର ରାଜା ହେଲେ। ସେ ୟିରୁଶାଲମ ରେ ଏଗାର ବର୍ଷ ରାଜତ୍ବ କଲେ। ତାହାର ମାତାର ନାମ ହମୂଟଲ ଓ ସେ ଲିବ୍ନା ନିବାସୀ ଯିରିମିୟଙ୍କ କନ୍ଯା ଥିଲା।

Interlinear

Choose Theme