ଦିତୀୟ ରାଜାବଳୀ 23:31 · ଓଡ଼ିଆ ବାଇବେଲ
ଯିହାୟୋଦାରହସ୍ ଯେତବେେଳେ ରାଜା ହେଲେ ସେତବେେଳେ ତାଙ୍କୁ ତଇେଶି ବର୍ଷ ହାଇେଥିଲା। ସେ ୟିରୁଶାଲମ ରେ ତିନିମାସ ରାଜତ୍ବ କଲେ। ତାଙ୍କର ମାତାଙ୍କ ନାମ ହମୁଟଲ୍, ସେ ଲିବ୍ନା ନିବାସୀ ୟିରମିଯର କନ୍ଯା ଥିଲେ।
Cross references
ଦିତୀୟ ରାଜାବଳୀ 24:18
ସିଦିକିଯ ଶାସନ କଲା ବଳକେୁ ତାଙ୍କୁ ଏକୋଇଶ ବର୍ଷ ହାଇେଥିଲା। ସେ ଏଗାର ବର୍ଷ ୟିରୁଶାଲମ୍ ରେ ରାଜତ୍ବ କଲେ। ତାଙ୍କ ମାତାଙ୍କ ନାମ ହମୂଟଲ ଓ ସେ ଲିବ୍ନା ନିବାସୀ ୟିରମିଯର କନ୍ଯା ଥିଲେ।
ପ୍ରଥମ ବଂଶାବଳୀ 3:15
ଯୋଶିୟଯଙ୍କ ପୁତ୍ରମାନଙ୍କର ତାଲିକା ଏହି : ପ୍ରଥମ ପୁତ୍ର ୟୋହାନନ୍, ଦ୍ବିତୀୟ ପୁତ୍ର, ଯିହାୟୋଦାରକୀମ୍, ତୃତୀୟ ପୁତ୍ର ସିଦିକିଯ, ଚତୁର୍ଥ ପୁତ୍ର ଶଲ୍ଲୁମ୍।
ଦିତୀୟ ବଂଶାବଳୀ 36:1
ଯିହୁଦାର ଲୋକମାନେ ଯିହାୟୋଦାରହସ୍ଙ୍କୁ ୟିରୁଶାଲମ ରେ ନୂତନ ରାଜା ରୂପେ ମନୋନୀତ କଲେ। ୟିହୋଯାହସ୍ ଯୋଶିୟଯଙ୍କ ପୁତ୍ର ଥିଲେ।
ଯିରିମିୟ 22:11
ଯେ ହତେୁ ଯିହୁଦାର ରାଜା ଯୋଶିୟର ପୁତ୍ର ଶଲମ୍ ଯେ ଆପଣା ପିତା ଯୋଶିୟର ପଦ ରେ ରାଜତ୍ବ କଲା ଓ ଏହି ସ୍ଥାନରୁ ବାହାରି ଗଲା। ତାହାର ବିଷଯ ରେ ସଦାପ୍ରଭୁ ଏହା କହନ୍ତି, ସେ ଆଉ ୟିରୁଶାଲମକୁ ଫରେିବ ନାହିଁ।