ଏହି ଯିହାୟୋଦାରକୀମ୍ ସମାନ ତାଙ୍କ ପୂର୍ବପୁରୁଷମାନଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ ରେ ଲିପ୍ତ ହେଲେ।
Cross references
ଆମାେନ୍ ତାଙ୍କ ପିତା ମନଃଶିଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ।
ସେ ମଧ୍ଯ ତାଙ୍କ ପୂର୍ବପୁରୁଷମାନଙ୍କ ପରି କୁକର୍ମ କଲେ, ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ ଥିଲା।
ରାଜା ଆହସ୍ଙ୍କ ଦୁଃଖ ସମୟରେ, ସେ ଆହୁରି ପାପ କଲେ ଓ ସଦାପ୍ରଭୁଙ୍କ ପ୍ରତି ଅଧିକ ଅବିଶ୍ବସ୍ତ ହେଲେ।
ମନଃଶି ସଦାପ୍ରଭୁଙ୍କ ମନ୍ଦିର ରେ ୟଜ୍ଞବଦେୀମାନ ନିର୍ମାଣ କଲେ। ସଦାପ୍ରଭୁ ଏହି ମନ୍ଦିର ବିଷଯ ରେ ଏହା କହିଲେ, ୟିରୁଶାଲମ ରେ ଆମ୍ଭ ନାମ ଚିରକାଳ ରହିବ।
ସଦାପ୍ରଭୁ ଯାହା ମନ୍ଦକାର୍ୟ୍ଯ ରୂପେ ବିବଚେନା କରନ୍ତି ଆମାେନ୍ ସେସବୁ କଲେ, ଠିକ୍ ତାଙ୍କ ପିତା ମନଃଶି ଯାହା କରିଥିଲେ। ଆମାେନ୍ ସମସ୍ତ ଖାଦେିତ ମୂର୍ତ୍ତି ଓ ପ୍ରତିମା ନିମନ୍ତେ ବଳି ଉତ୍ସର୍ଗ କଲେ, ଯେଉଁଗୁଡ଼ିକୁ ତାଙ୍କର ପିତା ମନଃଶି ନିର୍ମାଣ କରିଥିଲେ।
ଯିହାୟୋକୀମ ଜଣେ ଅଧର୍ମୀ ରାଜା ଥିଲେ ୟିଏ କି ଅଧର୍ମ ରେ ଆପଣା ଗୃହ ଓ ଅନ୍ଯାଯ ରେ ଆପଣା କୋଠରୀମାନ ନିର୍ମାଣ କରେ, ୟିଏ ବିନା ମୂଲ୍ଯ ରେ ଆପଣା ପ୍ରତିବେଶୀକି ସବୋ କରାଏ ଓ ତାଙ୍କୁ କିଛି ବତନେ ଦିଏ ନାହିଁ।
ମାତ୍ର ହେ ଯିହାୟୋଦାରକୀମ, ତୁମ୍ଭେ କବଳେ ନିଜର ସ୍ବାର୍ଥ ଦେଖିଛ, ତୁମ୍ଭର ଚକ୍ଷୁ ଓ ଅନ୍ତଃକରଣ ଲୋଭ, ଉପଦ୍ରବ, ଦୌରାତ୍ମ୍ଯ ଓ ନିର୍ଦ୍ ଦୋଷର ରକ୍ତପାତ ରେ ବୁଡ଼ି ରହିଛି।
ଆହୁରି ସଦାପ୍ରଭୁଙ୍କ ନାମ ରେ ଭବିଷ୍ଯଦବାକ୍ଯ ପ୍ରଚାରକାରୀ ଅନ୍ୟ ଏକ ବ୍ଯକ୍ତି ଥିଲା। ସେ କିରିଯତ୍-ସିଯାରୀମସ୍ଥ ସମଯିଯର ପୁତ୍ର ଉରିଯ ; ସେ ଯିରିମିୟର ସମସ୍ତ ବାକ୍ଯପରି ଏହି ନଗର ଓ ଏହି ଦେଶ ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କରିଥିଲା।
ତହୁଁ ସମାନେେ ଉରିଯକୁ ମିଶରରୁ ଆଣି ଯିହାୟୋଦାରକୀମ୍ ନିକଟରେ ଉପସ୍ଥିତ କରାଇଲେ। ରାଜାଙ୍କ ଆଦେଶ ରେ ଉରିଯକୁ ଖଡ୍ଗ ରେ ବଧ କରାଗଲା ଓ ଦରିଦ୍ର ଲୋକମାନଙ୍କ କବର ସ୍ଥାନ ରେ ତାହାର ଶବ ପକାଗଲା।
ଅନନ୍ତର ୟିହୁଦି ପୁସ୍ତକରୁ ତନିଚାରି ପତ୍ର ପାଠ କଲାପ ରେ ରାଜା ଏକ କ୍ଷୁଦ୍ର ଛୁରୀ ରେ ତାହାକୁ କାଟି ଅଗ୍ନିପାତ୍ର ରେ ଥିବା ଅଗ୍ନି ରେ ତାହା ପକାଇ ଦେଲେ। ଶଷେ ରେ ସହେି ପାତ୍ର ଅଗ୍ନି ରେ ସମସ୍ତ ପୁସ୍ତକ ଭସ୍ମସାତ୍ ହେଲା।
ପୁଣି ଆମ୍ଭେ ରାଜା ଯିହାୟୋଦାରକୀମକୁ, ତାହାର ବଂଶଧରକୁ ଓ ତାହାର ସମସ୍ତ ଦାସଙ୍କୁ ସମାନଙ୍କେ ଅଧର୍ମ ସକାେଶ ଶାସ୍ତି ଦବୋ। ଆଉ ଆମ୍ଭେ ସମାନଙ୍କେ ପ୍ରତିକୂଳ ରେ ଯେଉଁସବୁ ଅମଙ୍ଗଳର କଥା କହିଅଛୁ, ସେସବୁ ସମାନଙ୍କେ ଉପ ରେ, ୟିରୁଶାଲମ ନିବାସୀମାନଙ୍କ ଉପ ରେ ଓ ଯିହୁଦାର ଲୋକମାନଙ୍କ ଉପ ରେ ଘଟାଇବା। କାରଣ ସମାନେେ ଆମ୍ଭ କଥା ଶୁଣିଲେ ନାହିଁ।'
'ତା'ର ମାଆ ଆଶା କରିଥିଲା ସହେି ୟୁବା ସିଂହ ଅଧିପତି ହବେ, ମାତ୍ର ତା'ର ସେ ଆଶା ବିଫଳ ହେଲା। ତେଣୁ ସେ ଆପଣା ଛୁଆମାନଙ୍କ ମଧ୍ଯରୁ ଆଉ ଗୋଟିକୁ ନଇେ ତାକୁ ୟୁବାସିଂହ କଲା।