ଯିହାୟୋଦାରକୀମ୍ ଯେତବେେଳେ ରାଜା ହେଲ ଯେତବେେଳେ ତାଙ୍କୁ ପଚିଶ ବର୍ଷ ହାଇେଥିଲା। ସେ ୟିରୁଶାଲମ୍ ରେ ଏଗାର ବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କ ନାମ ସବୀଦା ଓ ସେ ରୂମା ନିବାସୀ ପଦାଯର କନ୍ଯା ଥିଲେ।
Cross references
ଯୋଶିୟଯଙ୍କ ପୁତ୍ରମାନଙ୍କର ତାଲିକା ଏହି : ପ୍ରଥମ ପୁତ୍ର ୟୋହାନନ୍, ଦ୍ବିତୀୟ ପୁତ୍ର, ଯିହାୟୋଦାରକୀମ୍, ତୃତୀୟ ପୁତ୍ର ସିଦିକିଯ, ଚତୁର୍ଥ ପୁତ୍ର ଶଲ୍ଲୁମ୍।
ଯିହାୟୋକୀମ୍ ଯିହୁଦାର ନୂତନ ରାଜା ହବୋ ସମୟରେ ପଚିଶ ବର୍ଷ ବଯସ୍କ ହାଇେଥିଲେ। ସେ ଏଗାର ବର୍ଷ ପର୍ୟ୍ଯନ୍ତ ୟିରୁଶାଲମର ରାଜା ଥିଲେ। ଯିହାୟୋଦାରକୀମ୍ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କାର୍ୟ୍ଯ କଲେ ନାହିଁ।
ଯେତବେେଳେ ଯୋଶିୟଙ୍କ ପୁତ୍ର ଯିହାୟୋକୀମ୍ ଯିହୁଦାର ରାଜା ଥିଲେ, ଯୋଶିୟଯଙ୍କ ପୁତ୍ର ଯିହୁଦାର ରାଜା ସିଦିକିଯଙ୍କ ରାଜତ୍ବର ଏକାଦଶ ବର୍ଷ ପଞ୍ଚମ ମାସ ରେ ଓ ୟିରୁଶାଲମକୁ ନିର୍ବାସିତ ହବୋ ପର୍ୟ୍ଯନ୍ତ ସଦାପ୍ରଭୁ ସହେି ବାକ୍ଯ ଯିରିମିୟଙ୍କୁ ଦେଲେ।
ଯୋଶିୟଯର ପୁତ୍ର ଯିହୁଦାର ରାଜା ଯିହାୟୋକୀମର ରାଜତ୍ବର ପ୍ରାରମ୍ଭ ରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ଯ ଉପସ୍ଥିତ ହେଲା।
ଯିହୁଦାର ରାଜା ଯିହାୟୋକୀମର ରାଜତ୍ବର ତୃତୀୟ ବର୍ଷ ରେ ବାବିଲର ରାଜା ନବୁଖଦନିତ୍ସର ସୈନ୍ଯବାହିନୀ ସହ ଆସି ୟିରୁଶାଲମକୁ ଅବ ରୋଧ କଲା।