Home Bibles ☰ Books ଦିତୀୟ ରାଜାବଳୀ 23:1 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 23:1 · ଓଡ଼ିଆ ବାଇବେଲ

ଯିହୁଦା ଓ ୟିରୁଶାଲମର ସମସ୍ତ ପ୍ରାଚୀନବର୍ଗଙ୍କୁ ଆସି ସାକ୍ଷାତ କରିବାକୁ ଯୋଶିୟଯ ରାଜା କହିଲେ।

Cross references

ଦିତୀୟ ବିବରଣ 31:28

ତୁମ୍ଭମାନଙ୍କର ପ୍ରାଚୀନବର୍ଗମାନଙ୍କୁ ଓ ପରିବାରବର୍ଗମାନଙ୍କୁ ମାେ ନିକଟରେ ଏକତ୍ର କର। ମୁ ସମାନଙ୍କେୁ ଏହି କଥାମାନ କହିବି। ସ୍ବର୍ଗ ଓ ପୃଥିବୀ ମାରେ ସାକ୍ଷୀ ହବେେ।

ଯିହୋଶୂୟ 24:1

ଯିହାଶୂେୟ ଇଶ୍ରାୟେଲ ବଂଶଗଣକକ୍ସ୍ଟ ଶିଖିମଠା ରେ ଏକତ୍ରୀତ କଲେ। ଏହାପରେ ୟିହୋଶୂଯ ସମସ୍ତ ପ୍ରାଚୀନବର୍ଗ, ସମାନଙ୍କେର ପ୍ରାଚୀନମାନଙ୍କୁ ସମାନଙ୍କେର ବିଗ୍ଭରକର୍ତ୍ତାଗଣଙ୍କକ୍ସ୍ଟ ଏବଂ ସମସ୍ତ ଅଧ୍ଯକ୍ଷମାନଙ୍କୁ ଡକାଇ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଏକତ୍ରୀତ କରାଇଲେ।

ଦିତୀୟ ଶାମୁୟେଲ 6:1

ଦାଉଦ ଆଉ ଥରେ ବଛା ବଛା 30,000 ୈସନ୍ଯମାନଙ୍କୁ ଇଶ୍ରାୟେଲ ରେ ଏକତ୍ରୀତ କଲେ।

ଦିତୀୟ ବଂଶାବଳୀ 29:20

ରାଜା ହିଜକିଯ ପରବର୍ତ୍ତୀ ଦିନ ପ୍ରତ୍ଯୁଷ ରେ ନଗରର ପଦାଧିକାରୀମାନଙ୍କୁ ଏକତ୍ର କଲେ ଓ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।

ଦିତୀୟ ବଂଶାବଳୀ 30:2

ଦ୍ବିତୀୟ ମାସ ରେ ନିସ୍ତାରପର୍ବ ପାଳିବା ନିମନ୍ତେ ରାଜା ହିଜକିଯ ତାଙ୍କର ସମସ୍ତ ପଦାଧିକାରୀ ଓ ୟିରୁଶାଲମର ସମସ୍ତ ଜନତାଙ୍କ ସହ ଏକମତ ହେଲେ।

ଦିତୀୟ ବଂଶାବଳୀ 34:1

ଯୋଶିୟ ରାଜା ହବୋ ସମୟରେ ଆଠ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଏକତିରିଶ ବର୍ଷ ପର୍ୟ୍ଯନ୍ତ ରାଜା ହାଇେଥିଲେ।

ଦିତୀୟ ବଂଶାବଳୀ 34:29

ଏହାପରେ ରାଜା ଯୋଶିୟଯ ଯିହୁଦା ଓ ୟିରୁଶାଲମର ସମସ୍ତ ବଯୋଜ୍ଯୋଷ୍ଠ ବ୍ଯକ୍ତିମାନଙ୍କୁ ତାଙ୍କୁ ସାକ୍ଷାତ କରିବାକୁ ଡାକିଲେ।

Interlinear

Choose Theme