Home Bibles ☰ Books ଦିତୀୟ ରାଜାବଳୀ 19:28 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 19:28 · ଓଡ଼ିଆ ବାଇବେଲ

ତୁମ୍ଭେ ଆମ୍ଭ ବିରୁଦ୍ଧ ରେ କୋରଧ କରିଅଛ ଓ ତୁମ୍ଭର ଅହମିକା ପୂର୍ଣ୍ଣ ଧିକ୍କାର ଆମ୍ଭର କର୍ଣ୍ଣଗୋଚର ହାଇେଅଛି। ଏଣୁ ଆମ୍ଭେ ତୁମ୍ଭ ନାସିକା ରେ ଅଙ୍କୁଶ ଓ ତୁମ୍ଭ ଓଷ୍ଠଧାର ରେ ଲଗାମ ଦବୋ। ପୁଣି ତୁମ୍ଭେ ଯେଉଁ ବାଟରେ ଆସିଥିଲ ସହେି ବାଟରେ ତୁମ୍ଭଙ୍କୁ ଫରୋଇ ଦବୋ।

Cross references

ଦିତୀୟ ରାଜାବଳୀ 19:7

ଏଠାକୁ ଦେଖ ମୁଁ ତାଙ୍କ ମଧିଅରେ ଏକ ଆତ୍ମା ଦବେି ଓ ସେ ଏକ ଜନରବ ଶୁଣିବ ଏବଂ ତା'ର ଦେଶକୁ ଫରେିୟିବ, ଆଉ ମୁଁ ତାକୁ ତା'ର ନିଜ ଦେଶ ରେ ଖଡ୍ଗ ଦ୍ବାରା ବଧ କରିବି।'

ଦିତୀୟ ରାଜାବଳୀ 19:33

ପୁଣି ସଦାପ୍ରଭୁ କହନ୍ତି, ସେ ଯେଉଁ ବାଟରେ ଆସିଥିଲା ସହେି ବାଟରେ ଫରେିୟିବ। ସେ ଏ ନଗରକୁ ଆସିବ ନାହିଁ।

ଦିତୀୟ ରାଜାବଳୀ 19:36

ତେଣୁ ଅଶୂରର ରାଜା ସନ୍ ହରେୀବ୍ ପ୍ରସ୍ଥାନ କଲା ଓ ନିନିବୀ ରେ ଅବସ୍ଥାନ କଲା।

ଆୟୁବ ପୁସ୍ତକ 41:2

ତୁମ୍ଭେ ତା' ନାକରେ ରସି ପୁରାଇ ପାରିବ କି ? ତା'ର ଦାନ୍ତ ମାଢ଼ି ରେ ଅଙ୍କୁଶ ପୁରାଇ ପାରିବ କି ?

ଆୟୁବ ପୁସ୍ତକ 41:13

କୌଣସି ବ୍ଯକ୍ତି ତା'ର ଚର୍ମକୁ କଣା କରିପାରିବେ ନାହିଁ। ତା'ର ଚର୍ମ ୟୁଦ୍ଧସଜ୍ଜା ସ୍ବରୂପ।

ଗୀତସଂହିତା 2:1

କାହିଁକି ଅନ୍ୟ ଦେଶରେ ଲୋକମାନେ କଳହ କରନ୍ତି, କାହିଁକି ସମାନେେ ମନ୍ଦ ଯୋଜନା କରନ୍ତି ?

ଗୀତସଂହିତା 7:6

ହେ ସଦାପ୍ରଭୁ, ତୁମ୍ଭେ ଜାଗ୍ରତ ହୁଅ ଓ ତୁମ୍ଭର କୋର୍ଧ ପ୍ରକାଶ କର। ମାରେ ଶତ୍ରୁମାନେ କୋର୍ଧିତ ତଣେୁ ସମାନଙ୍କେ ସମ୍ମୁଖରେ ରହି ସମାନଙ୍କେ ବିରୁଦ୍ଧରେ ସଂଗ୍ରାମ କର। ହେ ସଦାପ୍ରଭୁ, ମାେ ପକ୍ଷରେ ଜାଗ୍ରତ ହୁଅ ଓ ନ୍ଯାଯ ବିଚାର କର।

ଗୀତସଂହିତା 10:13

କାହିଁକି ଦୁଷ୍ଟ ଲୋକମାନେ ପରମେଶ୍ବରଙ୍କ ବିରୁଦ୍ଧରେ ୟାଆନ୍ତି ? କାରଣ ସମାନେେ ଭାବନ୍ତି ୟେ ତାଙ୍କୁ ଦଣ୍ଡ ଦବେେ ନାହିଁ।

ଗୀତସଂହିତା 32:9

ତୁମ୍ଭମାନେେ ନିଶ୍ଚିତ ଗଧମାନଙ୍କୁ ଦଉଡ଼ି ଏବଂ ଅଶ୍ବମାନଙ୍କୁ ଲଗାମର ବ୍ଯବହାର କର। କାରଣ ସମାନଙ୍କେୁ ତୁମ୍ଭ ପାଖକୁ ଆଣିବା ପାଇଁ, କିନ୍ତୁ ପରମେଶ୍ବରଙ୍କ ସହିତ ସପରେି ହୁଅ ନାହିଁ।

ଗୀତସଂହିତା 46:6

ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ଯମାନେ ଭୟରେ କମ୍ପି ଉଠନ୍ତି। ସହେି ରାଜ୍ଯସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହବେ।

ଗୀତସଂହିତା 65:7

ପରମେଶ୍ବର ଅଶାନ୍ତ ସମୁଦ୍ରକୁ ଓ ଉତ୍ତାଳ ତରଙ୍ଗକୁ ଶାନ୍ତ କର। ଏପରିକି ଆମ୍ଭ ଚତୁପାଶର୍‌ବର ଭୟଙ୍କର ଦେଶଗୁଡ଼ିକୁ।

ଗୀତସଂହିତା 74:4

ତୁମ୍ଭର ଶତ୍ରୁଗଣ ବାହାର ମନ୍ଦିରରେ ୟୁଦ୍ଧ ଧ୍ବନି କଲେ। ସମାନେେ ତାଙ୍କର ବିଜଯଧ୍ବଜା ମନ୍ଦିର ଉପରେ ଉଡ଼ାଇଲେ।

ଗୀତସଂହିତା 74:23

ତୁମ୍ଭର ଶତ୍ରୁମାନଙ୍କର ଉଦ୍ଘୋଷ କବେେ ଭୁଲିୟାଅ ନାହିଁ। ସମାନେେ ତୁମ୍ଭକୁ ବାରମ୍ବାର ଅପମାନିତ କରନ୍ତି।

ଗୀତସଂହିତା 83:2

ହେ ପରମେଶ୍ବର, ତୁମ୍ଭର ଶତ୍ରୁଗଣ ତୁମ୍ଭ ବିରୁଦ୍ଧରେ ଯୋଜନା କରୁଛନ୍ତି ଏବଂ ସମାନେେ ଶୀଘ୍ର ତୁମ୍ଭକୁ ଆକ୍ରମଣ କରିବେ।

ଗୀତସଂହିତା 93:3

ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ବନି ବାହାର କଲେ। ସମୁଦ୍ରସବୁ ସମାନଙ୍କେର ଢ଼େଉ ଭାଙ୍ଗି ଗର୍ଜ୍ଜନ କଲେ।

ଯିଶାଇୟ 30:28

ସଦାପ୍ରଭୁଙ୍କର ଆତ୍ମା ନଦୀର ପ୍ଲାବିତ ଷୋର୍ତ ତୁଲ୍ଯ ସର୍ବଦେଶୀଯ ଲୋକମାନଙ୍କୁ 'ଅସାରତା ରୂପକ ଚାଲୁଣୀ ରେ' ଚଲାଇବା ନିମନ୍ତେ ତାହା କଣ୍ଠ ପର୍ୟ୍ଯନ୍ତ ଉଠୁଅଛି। ଆଉ ସହେି ଗୋଷ୍ଠୀ ସମୂହର ମୁଖ ରେ ଭ୍ରାନ୍ତିଜନକ ଲଗାମ ଦିଆୟିବ।

Interlinear

Choose Theme