Home Bibles ଦିତୀୟ ରାଜାବଳୀ 19:36 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 19:36 · ଓଡ଼ିଆ ବାଇବେଲ

ତେଣୁ ଅଶୂରର ରାଜା ସନ୍ ହରେୀବ୍ ପ୍ରସ୍ଥାନ କଲା ଓ ନିନିବୀ ରେ ଅବସ୍ଥାନ କଲା।

Cross references

ଆଦି ପୁସ୍ତକ 10:11

ସହେି ଦେଶରୁ ଅଗ୍ରିଯା ବାହାରି ନୀନିବୀ ରହୋବୋଚ୍ ପୁରୀ ଓ କଲହେ

ଦିତୀୟ ରାଜାବଳୀ 19:7

ଏଠାକୁ ଦେଖ ମୁଁ ତାଙ୍କ ମଧିଅରେ ଏକ ଆତ୍ମା ଦବେି ଓ ସେ ଏକ ଜନରବ ଶୁଣିବ ଏବଂ ତା'ର ଦେଶକୁ ଫରେିୟିବ, ଆଉ ମୁଁ ତାକୁ ତା'ର ନିଜ ଦେଶ ରେ ଖଡ୍ଗ ଦ୍ବାରା ବଧ କରିବି।'

ଦିତୀୟ ରାଜାବଳୀ 19:28

ତୁମ୍ଭେ ଆମ୍ଭ ବିରୁଦ୍ଧ ରେ କୋରଧ କରିଅଛ ଓ ତୁମ୍ଭର ଅହମିକା ପୂର୍ଣ୍ଣ ଧିକ୍କାର ଆମ୍ଭର କର୍ଣ୍ଣଗୋଚର ହାଇେଅଛି। ଏଣୁ ଆମ୍ଭେ ତୁମ୍ଭ ନାସିକା ରେ ଅଙ୍କୁଶ ଓ ତୁମ୍ଭ ଓଷ୍ଠଧାର ରେ ଲଗାମ ଦବୋ। ପୁଣି ତୁମ୍ଭେ ଯେଉଁ ବାଟରେ ଆସିଥିଲ ସହେି ବାଟରେ ତୁମ୍ଭଙ୍କୁ ଫରୋଇ ଦବୋ।

ଦିତୀୟ ରାଜାବଳୀ 19:33

ପୁଣି ସଦାପ୍ରଭୁ କହନ୍ତି, ସେ ଯେଉଁ ବାଟରେ ଆସିଥିଲା ସହେି ବାଟରେ ଫରେିୟିବ। ସେ ଏ ନଗରକୁ ଆସିବ ନାହିଁ।

ଯୂନସ 1:2

ସଦାପ୍ରଭୁ କହିଲେ, ନୀନିବୀ ଗୋଟିଏ ବିରାଟ ନଗରୀ। ସଠାେ ରେ ଲୋକମାନେ ବହୁତ ମନ୍ଦକାର୍ୟ୍ଯ କରୁଛନ୍ତି ବୋଲି ଆମ୍ଭେ ଶୁଣିଲୁ। ଉଠ ଓ ସହେି ନଗରୀକୁ ୟାଅ ଏବଂ ତାହା ବିରୁଦ୍ଧ ରେ ଆମ୍ଭ ବିଚାରଧାରା ଘାଷେଣା କର।

ଯୂନସ 3:2

ପ୍ରଭୁ କହିଲେ, ବୃହତ୍ ନଗର ନୀନିବୀକୁ ୟାଅ ଏବଂ ଆମ୍ଭେ ଯାହା କହିଛୁ ତାକୁ ଲୋକମାନଙ୍କ ମଧିଅରେ ପ୍ରଗ୍ଭର କର।

ନାହୂମ 1:1

ଏହି ପୁସ୍ତକ ଇଲକୋଶୀଯ ନାହୂମଙ୍କର ଦର୍ଶନ ଅଟେ। ଏହା ନୀନିବୀ ନଗର ସମ୍ବନ୍ଧ ରେ ଏକ ଦୁଃଖବାର୍ତ୍ତା ଅଟେ।

ନାହୂମ 2:8

ନୀନିବୀ ଏକ ପୁଷ୍କରଣୀ ସଦୃଶ ଯାହାର ଜଳ ବାହାରି ଯାଉଛି। ଲୋକମାନେ, ଦୌଡୁଛନ୍ତି ଏବଂ ତାହା ବନ୍ଦ କରିବାକୁ ଚିତ୍କାର କରୁଛନ୍ତି! କିନ୍ତୁ କହେି ମଧ୍ଯ ସମାନଙ୍କେର କ୍ରନ୍ଦନକୁ ଧ୍ଯାନ ଦେଉ ନାହାନ୍ତି।

ମାଥିଉଲିଖିତ ସୁସମାଚାର 12:41

ଯେଉଁ ଦିନ ବିଚ଼ାର ହବେ, ସହେିଦିନ ନୀନିବୀର ଲୋକମାନେ ବର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆ ହବେେ ଏବଂ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ। କାରଣ ଯେତବେେଳେ ୟୂନସ ସମାନଙ୍କେୁ ଉପଦେଶ ଦେଲେ ନୀନିବୀର ଲୋକେ ନିଜ ନିଜର ହୃଦୟ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ୟୂନସଙ୍କ ଅପେକ୍ଷା ଅଧିକ ମହାନ୍।

Interlinear

Choose Theme