Home Bibles ଗୀତସଂହିତା 74:4 · ଓଡ଼ିଆ ବାଇବେଲ
ଗୀତସଂହିତା 74:4 · ଓଡ଼ିଆ ବାଇବେଲ

ତୁମ୍ଭର ଶତ୍ରୁଗଣ ବାହାର ମନ୍ଦିରରେ ୟୁଦ୍ଧ ଧ୍ବନି କଲେ। ସମାନେେ ତାଙ୍କର ବିଜଯଧ୍ବଜା ମନ୍ଦିର ଉପରେ ଉଡ଼ାଇଲେ।

Cross references

ଗଣନା ପୁସ୍ତକ 2:2

ଇଶ୍ରାୟେଲର ଲୋକମାନେ ସମାଗମ ତମ୍ବୁର ଚତୁର୍ଦ୍ଦିଗ ରେ ଛାଉଣୀ ସ୍ଥାପନ କରିବେ। ପ୍ରେତ୍ୟକକ ଦଳ ରେ ତାଙ୍କ ନିଜ ଦଳର ଧ୍ବଜା ରହିବ। ଏବଂ ପ୍ରେତ୍ୟକକ ବ୍ଯକ୍ତିର ପାଖ ରେ ତା'ର ଦଳର ଧ୍ବଜା ପାଖ ରେ ଛାଉଣୀ ସ୍ଥାପନ କରିବ।

ଦିତୀୟ ବଂଶାବଳୀ 36:17

ତେଣୁ ପରମେଶ୍ବର ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ଆକ୍ରମଣ କରିବା ନିମନ୍ତେ ବାବିଲର ରାଜାକୁ ଆଣିଲେ। ୟୁବା ଲୋକମାନେ ମନ୍ଦିର ମଧିଅରେ ଥିଲେ ସୁଦ୍ଧା, ବାବିଲର ରାଜା ସମାନଙ୍କେୁ ହତ୍ଯା କଲେ। ସେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ କିଛି ଦୟା କଲେ ନାହିଁ। ବାବିଲର ରାଜା ଉଭୟ ୟୁବା ଓ ବୃଦ୍ଧ ଲୋକମାନଙ୍କୁ ହତ୍ଯା କଲେ। ସେ ପୁରୁଷ ଓ ସ୍ତ୍ରୀଙ୍କୁ ହତ୍ଯା କଲେ। ସେ ରୋଗୀ ଓ ସୁସ୍ଥ ଲୋକଙ୍କୁ ହତ୍ଯା କଲେ, ପରମେଶ୍ବର ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ଉପରେ ନବୂଖଦ୍ନିତ୍ସରଙ୍କୁ ବିଜଯୀ କଲେ।

ଯିରିମିୟ 6:1

ହେ ବିନ୍ଯାମୀନ ସନ୍ତାନଗଣ, ତୁମ୍ଭମାନେେ ରକ୍ଷା ପାଇବା ପାଇଁ ୟିରୁଶାଲମରୁ ପଳାଯନ କର। ତିକୋଯ ନଗର ରେ ତୂରୀ ବଜାଅ ଓ ବୈଥହକରମେ ରେ ଧ୍ବଜା ଟକେ। କାରଣ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆସୁଅଛି।

ଯିରିମିୟଙ୍କ ବିଳାପ 2:7

ସଦାପ୍ରଭୁ ଆପଣା ୟଜ୍ଞବଦେୀ ଓ ପବିତ୍ର ଉପାସନା ସ୍ଥାନକୁ ଦୂର କରିଛନ୍ତି। ସେ ତା'ର ମନ୍ଦିରର ପ୍ରାଚୀରକୁ ନିଜର ଶତ୍ରୁମାନଙ୍କୁ ଦଇେଛନ୍ତି। ଶତ୍ରୁଗଣ ଉତ୍ସବ ଦିନ ଅତି ଆନନ୍ଦ ରେ ସଦାପ୍ରଭୁଙ୍କ ମନ୍ଦିର ରେ ଧ୍ବନି କରୁଛନ୍ତି।

ଦାନିଏଲ 6:27

ସେ ଲୋକମାନଙ୍କୁ ଉଦ୍ଧାର କରନ୍ତି ଓ ରକ୍ଷା କରନ୍ତି। ସେ ସ୍ବର୍ଗ ରେ ଓ ପୃଥିବୀ ରେ ଅଦ୍ଭୁତ ଓ ଅଲୌକିକ କାର୍ୟ୍ଯ ସମ୍ପାଦନ କରନ୍ତି। ସେ ଦାନିୟେଲଙ୍କୁ ସିଂହମାନଙ୍କଠାରୁ ଉଦ୍ଧାର କରି ଅଛନ୍ତି।

ମାଥିଉଲିଖିତ ସୁସମାଚାର 24:15

ଭବିଷ୍ଯଦ୍ବକ୍ତା ଦାନିୟେଲ 'ଧ୍ବଂସ ସାଧକ ଭୟଙ୍କର ବସ୍ତୁ' ବିଷୟ ରେ କହିଲେ। ଏହି ଭୟଙ୍କର ବସ୍ତୁଟି ପବିତ୍ର ସ୍ଥାନ ରେ ଠିଆ ହାଇେଥିବାର ଦଖାୟିବେ। (ଏହାକୁ ପଢ଼ୁଥିବା ଲୋକେ ଏହାର ଅର୍ଥ ବୁଝି ପାରିବା ଉଚ଼ିତ।)

ଲୂକଲିଖିତ ସୁସମାଚାର 13:1

ସେତବେେଳେ ଯୀଶୁଙ୍କ ପାଖ ରେ କେତକେ ଲୋକ ଥିଲେ। ଗାଲିଲୀର କେତକେ ଲୋକଙ୍କର ଯାହା ଘଟିଥିଲା, ସହେି ବିଷୟ ରେ ସମାନେେ ଯୀଶୁଙ୍କୁ କହିଲେ। ସମାନେେ ଉପାସନା କରୁଥିବା ସମୟରେ ପୀଲାତ ସହେି ଲୋକମାନଙ୍କୁ ହତ୍ଯା କରିଥିଲେ, ଓ ବଳିପଶୁମାନଙ୍କ ରକ୍ତ ସହିତ ସମାନଙ୍କେ ରକ୍ତକୁ ମିଶାଇଥିଲେ।

ଲୂକଲିଖିତ ସୁସମାଚାର 21:20

ତୁମ୍ଭମାନେ ୟିରୂଶାଲମର ଚାରିପଟେ ସୈନ୍ଯବାହିନୀଙ୍କୁ ଘରେି ରହିଥିବାର ଦେଖିବ। ତବେେ ତୁମ୍ଭମାନେେ ଜାଣିପାରିବ ଯେ ୟିରୁଶାଲମର ଧ୍ବଂସ ହବୋ ସମୟ ଆସି ପହଞ୍ଚି ଗଲାଣି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:6

ସହେି ପଶୁ ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ କଥା କହିବା ପାଇଁ ମୁହଁ ଖାଲିେଲା। ସେ ପରମେଶ୍ବରଙ୍କର ନାମ ବିରୁଦ୍ଧ ରେ, ତାହାଙ୍କର ବାସସ୍ଥଳୀ ବିରୁଦ୍ଧ ରେ ଓ ଯେଉଁମାନେ ସ୍ବର୍ଗ ରେ ରହୁଥିଲେ, ସମାନଙ୍କେ ବିରୁଦ୍ଧ ରେ ଖରାପ କଥାମାନ କହିଲା।

Interlinear

Choose Theme