Home Bibles ପ୍ରଥମ ଶାମୁୟେଲ 8:9 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 8:9 · ଓଡ଼ିଆ ବାଇବେଲ

ତେଣୁ ଲୋକମାନଙ୍କ କଥା ଶକ୍ସ୍ଟଣ ଏବଂ ସମାନଙ୍କେ କଥା ଅନକ୍ସ୍ଟସା ରେ କାର୍ୟ୍ଯ କର। କିନ୍ତୁ ସମାନଙ୍କେୁ ସତର୍କ କରାଇଦିଅ ଯେ, ସମାନଙ୍କେ ପାଇଁ ରାଜା କ'ଣ କରିବ ଏବଂ ରାଜା କିପରି ଶାସନ କରେ ସେ କଥା ଅବଗତ କରାଇ ଦିଅ।

Cross references

ପ୍ରଥମ ଶାମୁୟେଲ 2:13

ସହେି ଯାଜକମାନେ ଲୋକମାନଙ୍କ ସହିତ ଏପରି ବ୍ଯବହାର କରିବା ଉଚିତ୍। ଯେତବେେଳେ କହେି ଜଣେ ବଳିଦାନ କଲେ ମାଂସ ସିଦ୍ଧ ହବୋ ସମୟରେ ଯାଜକର ଦାସ ହସ୍ତ ରେ ତ୍ରିଶକ୍ସ୍ଟଳ ଧରି ଆ ସେ।

ପ୍ରଥମ ଶାମୁୟେଲ 8:11

ଶାମକ୍ସ୍ଟଯଲେ କହିଲେ, ତକ୍ସ୍ଟମ୍ଭ ଉପରେ ୟିଏ ରାଜତ୍ବ କରିବ, ସେ ତୁମ୍ଭକୁ ଏ ପ୍ରକାର କରିବ। ସେ ତକ୍ସ୍ଟମ୍ଭ ପକ୍ସ୍ଟତ୍ରମାନଙ୍କୁ ତା'ର ସବୋ କରିବା ପାଇଁ ଓ ସୈନ୍ଯବାହୀନିର ସବୋ କରିବା ପାଇଁ ବାଧ୍ଯ କରିବ। ସମାନେେ ୟକ୍ସ୍ଟଦ୍ଧ ରେ ସନୋବାହିନୀର ୟୋଦ୍ଧା ଓ ରଥା ରୋହୀ ହବେ। ତକ୍ସ୍ଟମ୍ଭ ପକ୍ସ୍ଟତ୍ରମାନେ ରାଜାଙ୍କର ରଥ ଆଗେ ଆଗେ ଦୌଡିବେ।

ପ୍ରଥମ ଶାମୁୟେଲ 10:25

ଶାମକ୍ସ୍ଟଯଲେ ଲୋକମାନଙ୍କୁ ବନ୍ଧକ୍ସ୍ଟତାର ନିଯମ ଜଣାଇଲେ ଏବଂ ତାହା ଖଣ୍ଡେ ପୁସ୍ତକକରେ ଲେଖି ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ରଖିଲେ। ତା'ପରେ ଶାମକ୍ସ୍ଟଯଲେ ଲୋକମାନଙ୍କୁ ନିଜ ନିଜ ଘରକକ୍ସ୍ଟ ୟିବାକକ୍ସ୍ଟ କହିଲେ।

ପ୍ରଥମ ଶାମୁୟେଲ 14:52

ଶାଉଲ ସାହାସୀ ଥିଲେ, ସେ ପଲେଷ୍ଟୀୟ ସହ ଘୋର ୟକ୍ସ୍ଟଦ୍ଧ କରିଥିଲେ। ସେ ଯେ କୌଣସି ସମୟରେ ସାହାସୀ ଓ ୟୋଦ୍ଧା କି କୌଣସି ବିକ୍ରମଶାଳୀ ପୁରୁଷ ଦେଖିଲେ, ତାହାକକ୍ସ୍ଟ ଆପଣାର ସନୋ ବାହିନୀ ରେ ସାମିଲ କରୁଥିଲେ ଓ ସକ୍ସ୍ଟରକ୍ଷା ଦେଉଥିଲେ।

ଯିହିଜିକଲ 3:18

ଯଦି ଆମ୍ଭେ ସହେି ଦୁଷ୍ଟ ଲୋକଟିକୁ କହୁଁ, 'ତୁମ୍ଭେ ନିଶ୍ଚିତ ଭାବରେ ମରିବ।' ଏବଂ ଯଦି ତୁମ୍ଭେ ସହେି ଦୁଷ୍ଟ ଲୋକର କୁକର୍ମରୁ ତା'ର ଜୀବନ ରକ୍ଷା କରିବା ପାଇଁ ସତର୍କ କରିବ ନାହିଁ, ସପରେି ଦୁଷ୍ଟ ଲୋକ ତା'ର ପାପ ପାଇଁ ମରିବ କିନ୍ତୁ ତା'ର ମୃତ୍ଯୁ ପାଇଁ ମୁଁ ତୁମ୍ଭକୁ ଦାଯୀ କରିବି।

ଯିହିଜିକଲ 45:7

ପୁଣି ଅଧିପତି ନିମନ୍ତେ ଯାହା ହବେ ସେ ଭୂମି ପବିତ୍ର ଉପହାର ଓ ନଗର ଅଧିକାର ଭୂମିରେ ଉଭୟ ପାଖ ରେ ରହିବ। ଆଉ ପଶ୍ଚିମ ସୀମାଠାରୁ ପୂର୍ବ ସୀମା ପର୍ୟ୍ଯନ୍ତ ବଢ଼ିକି ଏହାର ଓସାର ଗୋଟିଏ ପରିବାରବର୍ଗର ଭୂମି ଅଂଶ ସହିତ ସମାନ ହବେ।

ଯିହିଜିକଲ 46:18

ଆଉ ଅଧିପତି ନିଶ୍ଚଯ ଲୋକମାନଙ୍କୁ ସମାନଙ୍କେ ଉତ୍ତରାଧିକାରୀରୁ ବଞ୍ଚିତ କରିପାରିବେ ନାହିଁ, ସମାନଙ୍କେର ସମ୍ପତ୍ତିରୁ ତଡ଼ି ଦଇପୋରିବ ନାହିଁ। ତାଙ୍କର ପୁତ୍ରଗଣ କବଳେ ତାଙ୍କର ସମ୍ପତ୍ତିର ଅଧିକାର ପାଇବେ। ଏହି ପ୍ରକା ରେ ମାରେ କୌଣସି ଲୋକ ତା'ର ସମ୍ପତ୍ତିରୁ ଅଲଗା ହବେ ନାହିଁ।

Interlinear

Choose Theme