Home Bibles ଦିତୀୟ ରାଜାବଳୀ 16:6 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 16:6 · ଓଡ଼ିଆ ବାଇବେଲ

ସସ ସମୟଲର ଅରାମର ରାଜା ରତ୍ସୀନ୍ ଏଲତ୍ ନଗରକୁ ପୁନର୍ବାର ଅରାମର ଅଧିନ କରାଇ ୟିହୁଦୀମାନଙ୍କୁ ଏଲତ୍ରୁ ତଡିସଦଲଲ।ସସଠାଲର ଅରାମୀଯମାଲନ ଆସି ଅଦ୍ଯାବଧି ବାସ କରୁଛନ୍ତି।

Cross references

ଦିତୀୟ ବିବରଣ 2:8

ତେଣୁ ଆମ୍ଭମାନେେ ଆମ୍ଭର ଭାତୃଗଣ ସଯେୀର ନିବାସୀ ଏଷୌମାନଙ୍କ ପାଖଦଇେ ଗଲକ୍ସ୍ଟ, ସଠାେରକ୍ସ୍ଟ ଏଲତ୍ ଓ ଇତସିୟୋନ-ଗବରେ ପଦାଭୂମିରେ ପଥଠାରକ୍ସ୍ଟ ୟାତ୍ରାକରି ସଠାେରକ୍ସ୍ଟ ଆମ୍ଭେ ଫରେି ମାୟୋବ ପ୍ରାନ୍ତର ପଥଦଇେ ୟାତ୍ରା କଲକ୍ସ୍ଟ।

ପ୍ରଥମ ରାଜାବଳୀ 9:26

ଅନନ୍ତର ଶଲୋମନ ରାଜା ଇଦୋମ ଦେଶ ରେ ଲୋହିତ ସାଗର ତୀରସ୍ଥ ଏଲତ ନିକଟବର୍ତ୍ତୀ ଇତ୍ସିଯୋନ ଗବରେ ରେ ଜାହାଜମାନ ନିର୍ମାଣ କଲେ।

ଦିତୀୟ ରାଜାବଳୀ 14:22

ଅମତ୍ସିଯ ନିଜ ପୂର୍ବପୁରୁଷଗଣଙ୍କ ସହିତ କବର ନେଲେ। ତତ୍ପରେ ଅସରିଯ ଏଲତ୍ ନଗରକୁ ଦୃଢ କରି ତାହା ପୁନର୍ବାର ଯିହୁଦାର ଅଧିନକୁ ଆଣିଲେ।

ଦିତୀୟ ବଂଶାବଳୀ 26:2

ଊଷିଯ ପୁନର୍ବାର ଏଲତ୍ ସହର ନିର୍ମାଣ କଲେ ଓ ଯିହୁଦାକୁ ତାହା ଫରୋଇ ଦେଲେ। ଅମତ୍ସିଯ ମୃତ୍ଯୁ ଭୋଗ କରିବା ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହବୋପରେ ଉଷିୟ ଏହା କଲେ।

Interlinear

Choose Theme