Home Bibles ଦିତୀୟ ବଂଶାବଳୀ 26:2 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 26:2 · ଓଡ଼ିଆ ବାଇବେଲ

ଊଷିଯ ପୁନର୍ବାର ଏଲତ୍ ସହର ନିର୍ମାଣ କଲେ ଓ ଯିହୁଦାକୁ ତାହା ଫରୋଇ ଦେଲେ। ଅମତ୍ସିଯ ମୃତ୍ଯୁ ଭୋଗ କରିବା ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହବୋପରେ ଉଷିୟ ଏହା କଲେ।

Cross references

ଦିତୀୟ ରାଜାବଳୀ 14:22

ଅମତ୍ସିଯ ନିଜ ପୂର୍ବପୁରୁଷଗଣଙ୍କ ସହିତ କବର ନେଲେ। ତତ୍ପରେ ଅସରିଯ ଏଲତ୍ ନଗରକୁ ଦୃଢ କରି ତାହା ପୁନର୍ବାର ଯିହୁଦାର ଅଧିନକୁ ଆଣିଲେ।

ଦିତୀୟ ରାଜାବଳୀ 16:6

ସସ ସମୟଲର ଅରାମର ରାଜା ରତ୍ସୀନ୍ ଏଲତ୍ ନଗରକୁ ପୁନର୍ବାର ଅରାମର ଅଧିନ କରାଇ ୟିହୁଦୀମାନଙ୍କୁ ଏଲତ୍ରୁ ତଡିସଦଲଲ।ସସଠାଲର ଅରାମୀଯମାଲନ ଆସି ଅଦ୍ଯାବଧି ବାସ କରୁଛନ୍ତି।

ଦିତୀୟ ବଂଶାବଳୀ 8:17

ଏହାପରେ ଶଲୋମନ ଇତ୍ସିୟୋନ-ଗବରେ ଓ ଏଲତ ସହରମାନଙ୍କୁ ଗଲେ। ସହେି ସହରଗୁଡ଼ିକ ଇଦୋମ ଦେଶ ରେ ସମୁଦ୍ର ନିକଟରେ ଥିଲା।

ଦିତୀୟ ବଂଶାବଳୀ 25:23

ଯୋୟାଶ୍ ଯିହୁଦାର ରାଜା ଅମତ୍ସିଯଙ୍କୁ ବୈଥ୍-ଶମେଶ୍ଠା ରେ ଧରିଲେ ଓ ତାଙ୍କୁ ୟିରୁଶାଲମକୁ ନଇଗେଲେ। ଅମତ୍ସିଯଙ୍କ ପିତାଙ୍କ ନାମ ଥିଲା ଯୋୟାଶ୍ ୟୋଯାଶ୍ଙ୍କ ପିତାଙ୍କର ନାମ ଥିଲା ଯିହାୟୋଦାରହସ୍। ଇଶ୍ରାୟେଲର ରାଜା ୟୋଯାଶ ଇଫ୍ରଯିମ ଫାଟକଠାରୁ କଣସ୍ଥିତ ଫାଟକ ପର୍ୟ୍ଯନ୍ତ ୟିରୁଶାଲମର 400 ହାତ ପ୍ରାଚୀରକୁ ଭାଙ୍ଗି ପକାଇଲେ।

ଦିତୀୟ ବଂଶାବଳୀ 25:28

ଏହାପରେ ସମାନେେ ଅମତ୍ସିଯଙ୍କ ଶରୀରକୁ ଅଶ୍ବ ପୃଷ୍ଠ ରେ ବୋହି ନେଲେ ଓ ତାଙ୍କୁ ତାଙ୍କର ପୂର୍ବପୁରୁଷଗଣ ସହିତ ଯିହୁଦା ନଗର ରେ କବର ଦେଲେ।

Interlinear

Choose Theme