ଦିତୀୟ ରାଜାବଳୀ 15:6 · ଓଡ଼ିଆ ବାଇବେଲ
ଅସରିଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିଯା ଓ ପରାକ୍ରମ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
Cross references
ପ୍ରଥମ ରାଜାବଳୀ 14:29
ରିହବିଯାମଙ୍କ ସମସ୍ତ କାର୍ୟ୍ଯ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଛି।
ଦିତୀୟ ରାଜାବଳୀ 8:23
ୟିହୋରାମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ କାର୍ୟ୍ଯା ବଳୀ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିପିବଦ୍ଧ ହାଇେଅଛି।
ଦିତୀୟ ରାଜାବଳୀ 14:18
ଅମତ୍ସିଯ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯ ପରାକ୍ରମ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
ଦିତୀୟ ବଂଶାବଳୀ 26:5
ଉଷିୟ ଜିଖରିଯଙ୍କ ଜୀବନକାଳ ମଧିଅରେ ପରମେଶ୍ବରଙ୍କର ଅନୁଗମନ କଲେ। ପରମେଶ୍ବରଙ୍କୁ କିପରି ସମ୍ମାନ କରିବାକୁ ଓ ତାଙ୍କର ବାଧ୍ଯ ହବୋକୁ ହବେ, ତାହା ଜିଖରିଯ ଉଷିୟଙ୍କୁ ଶିକ୍ଷା ଦେଲେ। ଉଷିୟ ଯେତବେେଳେ ସଦାପ୍ରଭୁଙ୍କର ବାଧ୍ଯ ହେଲେ, ପରମେଶ୍ବର ତାଙ୍କୁ ସଫଳତା ଦେଲେ।