Home Bibles ☰ Books ଦିତୀୟ ରାଜାବଳୀ 14:18 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 14:18 · ଓଡ଼ିଆ ବାଇବେଲ

ଅମତ୍ସିଯ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯ ପରାକ୍ରମ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

Cross references

ପ୍ରଥମ ରାଜାବଳୀ 11:41

ଶଲୋମନଙ୍କ ରାଜତ୍ବ କାଳ ରେ ବହୁ ମହାନ ଓ ବୁଦ୍ଧିମାନ କାର୍ୟ୍ଯ କଲେ ଯାହାକି ଶଲୋମନଙ୍କର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

ପ୍ରଥମ ରାଜାବଳୀ 14:29

ରିହବିଯାମଙ୍କ ସମସ୍ତ କାର୍ୟ୍ଯ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଛି।

ଦିତୀୟ ରାଜାବଳୀ 8:23

ୟିହୋରାମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ କାର୍ୟ୍ଯା ବଳୀ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିପିବଦ୍ଧ ହାଇେଅଛି।

ଦିତୀୟ ରାଜାବଳୀ 13:8

ୟିହୋଯାଶ୍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ ମହାନ୍ କାର୍ୟ୍ଯାବଳୀ ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଛି।

ଦିତୀୟ ରାଜାବଳୀ 13:12

ୟୋଯାଶଙ୍କ ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିଯା ଓ ଯେଉଁ ପରାକ୍ରମ ରେ ସେ ଯିହୁଦା ରେ ରାଜା ଅମତ୍ସିଯ ସଙ୍ଗେ ୟୁଦ୍ଧ କରିଥିଲେ ତାହା ସବୁ ଇଶ୍ରାୟେଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

Interlinear

Choose Theme