ଅହସିଯଙ୍କ ଅନ୍ୟ ସମସ୍ତ କାର୍ୟ୍ଯ ଇଶ୍ରାୟେଲ ରାଜାମାନଙ୍କର ଇତିହାସ ପୁସ୍ତକରେ ଲିଖିତ ହାଇେଛି।
Cross references
ଏହି ୟାରବିଯାମଙ୍କର ସମସ୍ତ କାର୍ୟ୍ଯକଳାପ, ତା'ର ରାଜ୍ଯ ଶାସନର ପ୍ରକୃତ କଥା ଓ ସେ କିପରି ୟୁଦ୍ଧ କଲେ, ଏସବୁ ଇଶ୍ରାୟେଲୀୟ ରାଜାମାନଙ୍କ ଇତିହାସ ପୁସ୍ତକରେ ଲଖାେଅଛି।
ଆହାବ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କାର୍ୟ୍ଯକଳାପ ତାଙ୍କର ହସ୍ତୀଦନ୍ତ ନିର୍ମିତ ମନୋହର ପ୍ରାସାଦ ଏବଂ ତାଙ୍କ ନିର୍ମିତ ସୁଦୃଢ ନଗର ବିଷଯ ରେ ଇଶ୍ରାୟେଲର ରାଜବଂଶ ଇତିହାସ ରେ ଲିଖିତ ହାଇେଅଛି।
ଯହେୂଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିଯା ପରାକ୍ରମ ଇଶ୍ରାୟେଲ ବଂଶ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
ୟିହୋଯାଶ୍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ ମହାନ୍ କାର୍ୟ୍ଯାବଳୀ ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଛି।
ୟୋଯାଶଙ୍କ ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିଯା ଓ ଯେଉଁ ପରାକ୍ରମ ରେ ସେ ଯିହୁଦା ରେ ରାଜା ଅମତ୍ସିଯ ସଙ୍ଗେ ୟୁଦ୍ଧ କରିଥିଲେ ତାହା ସବୁ ଇଶ୍ରାୟେଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
ପୁଣି ୟୋଯାଶଙ୍କର ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିଯା ଓ ପରାକ୍ରମ ଏବଂ ସେ ଯିହୁଦା ରାଜା ଅମତ୍ସିଯଙ୍କ ସଙ୍ଗେ କି ପ୍ରକାର ୟୁଦ୍ଧ କଲେ ସେ ସବୁ ଇଶ୍ରାୟେଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
ୟାରବିଯାମଙ୍କର ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିଯା, ସମସ୍ତ ପରାକ୍ରମ, ସେ କି ପ୍ରକାର ୟୁଦ୍ଧ କଲେ ଓ ଇଶ୍ରାୟେଲ ପାଇଁ ସେ କିପରି ଯିହୁଦାର ପୁର୍ବାଧିକୃତ ଦମ୍ମେଶକ ଓ ହମାତ ପୁନର୍ବାର ଅଧିକାର କଲେ, ସେ ସବୁ ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
ଜିଖରିଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯ, ପରାକ୍ରମ ଇଶ୍ରାୟେଲ ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
ମନ ହେମ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ ମହାନ୍ କ୍ରିଯା ଇଶ୍ରାୟେଲ ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
ପକହିଯ ମଧ୍ଯ ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ କାର୍ୟ୍ଯ କଲେ। ସେ ପାପଗୁଡିକ କାର୍ୟ୍ଯରୁ ବିମୁଖ ହେଲେ ନାହିଁ, ଯାହା ୟାରବିଯାମ ଇଶ୍ରାୟେଲୀୟମାନଙ୍କୁ ପାପ କରାଇଥିଲେ।
ଏହି ପକହେିଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିଯା ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
ପକହେ ମଧ୍ଯ ସଦାପ୍ରଭୁଙ୍କ ଦୃଷ୍ଟି ରେ ପାପ କଲେ। ସେ ପାପ କରିବାକୁ କ୍ଷାନ୍ତ ହେଲନୋହିଁ। ଆଉ ସେ ମଧ୍ଯ ନବାଟଙ୍କ ପୁତ୍ରପରି ୟାରବିଯାମ ଇଶ୍ରାୟେଲୀୟମାନଙ୍କୁ ପାପ କରାଇଲେ।
ଏହି ପକହଙ୍କେର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିଯା ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।