ଶିମିଯତର ପୁତ୍ର ୟୋଷାଖ୍ର ଓ ଶୋମରର ପୁତ୍ର ୟିହୋଷାବଦ୍ ନାମକ ୟୋଯାଶ୍ଙ୍କର ଦୁଇଟି ଦାସ ତାଙ୍କୁ ବଧ କଲେ। ତା'ପରେ ସମାନେେ ଦାଉଦ ନଗର ରେ ତାଙ୍କ ପୂର୍ବପୁରୁଷଗଣଙ୍କ ସହିତ ତାଙ୍କୁ କବର ଦେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ଅମତ୍ସିଯ ରାଜ୍ଯ କଲେ।
Cross references
ଦାଉଦ ସହେି ଦକ୍ସ୍ଟର୍ଗ ରେ ବାସ କଲେ, ଏବଂ ସହେି ସହରକକ୍ସ୍ଟ, ଦାଉଦ ସହର ନାମ ରେ ନାମିତ କଲେ। ଦାଉଦ ମିଲ୍ଲୋ ସ୍ଥାନକକ୍ସ୍ଟ ନିର୍ମାଣ କରିବାକୁ ଆରମ୍ଭ କଲେ। ସେ ମଧ୍ଯ ନଗର ଭିତ ରେ ବହକ୍ସ୍ଟତ ପକ୍କାଘର ନିର୍ମାଣ କଲେ।
ଇଷାଖର ପରିବାରବର୍ଗୀଯ ଅହିଯର ପୁତ୍ର ବାଶା ନାଦବ ବିରୁଦ୍ଧ ରେ ଷଡୟନ୍ତ୍ର କଲେ। ବାଶା ପଲେଷ୍ଟୀନ ନିକଟରେ ତାଙ୍କୁ ବଧ କଲେ, ଯେତବେେଳେ ନାଦବ୍ ଓ ସମସ୍ତ ଇଶ୍ରାୟେଲ ଗିଦ୍ଦଥୋନ ଅବରୋଧ କଲେ।
ଅନନ୍ତର ନିମ୍ଶିଙ୍କର ପୌତ୍ର, ଯିହାଶାଫେଟ୍ଙ୍କ ପୁତ୍ର ଯହେୂ ୟୋରାମଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ।
ଯିହୁଦାର ରାଜା ଅହସିଯ ଏହା ଦେଖି ପଳାଯନ କଲେ। ସେ ଉଦ୍ୟାନ ଗୃହ ଦଇେ ପଳାଯନ କରୁଥିବା ବେଳେ ଯହେୂ ତାଙ୍କ ପେଛ ପେଛ ୟାଇ କହିଲେ, ଅହସିଯଙ୍କୁ ମଧ୍ଯ ସହେି ରଥରେ ଆଘାତ କର।
ପ୍ରଭାତ ରେ ଯହେୂ ବାହାରକୁ ୟାଇ ଲୋକମାନଙ୍କ ସମ୍ମୁଖ ରେ ଛିଡା ହାଇେ କହିଲେ, ତୁମ୍ଭମାନେେ ନିରିହ ଲୋକ, ମୁଁ ଆପଣା ମହାଶୟଙ୍କୁ ଚକ୍ରାନ୍ତ କରି ବଧ କଲି, ମାତ୍ର ଏହି ଆହାବଙ୍କର ପୁତ୍ରମାନଙ୍କୁ କିଏ ବଧ କଲା? ତୁମ୍ଭମାନେେ ସମାନଙ୍କେୁ ବଧ କଲ।
ଇଶ୍ରାୟେଲର ରାଜା ଯିହାୟୋଦାରହସ୍ଙ୍କ ପୁତ୍ର ୟୋଯାଶଙ୍କର ରାଜତ୍ବର ଦ୍ବିତୀୟ ବର୍ଷ ରେ ଯିହୁଦାର ରାଜା ୟୋଯାଶଙ୍କର ପୁତ୍ର ଅମତ୍ସିଯ ରାଜ୍ଯ କରିବାକୁ ଆରମ୍ଭ କଲେ।
ସେତବେେଳେ ଅମତ୍ସିଯଙ୍କର ରାଜ୍ଯ ଉପରେ ଦୃଢ ନିଯନ୍ତ୍ରଣ ଥିଲା। ସେ ତାଙ୍କର ଦାସମାନଙ୍କ ମଧ୍ଯରୁ ଯେଉଁମାନେ ତାଙ୍କ ପିତାଙ୍କର ହତ୍ଯାକାରୀ ଥିଲେ। ସମାନଙ୍କେୁ ବଧ କଲେ।
ଅନନ୍ତର ୟିରୁଶାଲମ ରେ ଲୋକମାନେ ତାଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ। ତେଣୁ ସେ ଲାଖୀଶକୁ ପଳାଇଲେ। ମାତ୍ର ସମାନେେ ଲାଖୀଶକୁ ଲୋକ ପଠାଇ ତାଙ୍କୁ ବଧ କଲେ।
ଆଉ ୟାବେଶଙ୍କ ପୁତ୍ର ଶଲ୍ଲମ ୟିଖରିଯଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ତାଙ୍କୁ ସମସ୍ତଙ୍କ ସମ୍ମୁଖ ରେ ବଧ କଲେ ଓ ନୂତନ ରୂପେ ରାଜା ହେଲେ।
ୟୋଯାଶ୍ଙ୍କ ବିରୁଦ୍ଧ ରେ ଏହି ଭୃତ୍ଯମାନେ ଷଡ଼ୟନ୍ତ୍ର କରିଥିଲେ ; ସାବଦ୍ ଓ ୟିହୋଷାବଦ୍, ସାବଦ୍ଙ୍କ ମାତାଙ୍କର ନାମ ଥିଲା ଶିମିଯତ୍। ଶିମିଯତ୍ ଅମ୍ମାନରେୁ ଆସିଥିଲେ। ଆଉ ୟିହୋଷାବଦ୍ଙ୍କର ମାତାଙ୍କର ନାମ ଥିଲା ଶିମ୍ରୀତ୍। ଶିମ୍ରୀତ୍ ମାୟୋବ୍ରୁ ଆସିଥିଲେ।