Home Bibles ଦିତୀୟ ରାଜାବଳୀ 14:1 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 14:1 · ଓଡ଼ିଆ ବାଇବେଲ

ଇଶ୍ରାୟେଲର ରାଜା ଯିହାୟୋଦାରହସ୍ଙ୍କ ପୁତ୍ର ୟୋଯାଶଙ୍କର ରାଜତ୍ବର ଦ୍ବିତୀୟ ବର୍ଷ ରେ ଯିହୁଦାର ରାଜା ୟୋଯାଶଙ୍କର ପୁତ୍ର ଅମତ୍ସିଯ ରାଜ୍ଯ କରିବାକୁ ଆରମ୍ଭ କଲେ।

Cross references

ଦିତୀୟ ରାଜାବଳୀ 13:10

ଯିହୁଦା ରେ ଯୋୟାଶ୍ ରାଜାଙ୍କ ସପ୍ତତ୍ରିଂଶ ବର୍ଷ ରାଜତ୍ବ କାଳ ରେ ଯିହାୟୋଦାରଶ୍ଙ୍କ ପୁତ୍ର ଯୋୟାଶ୍ ଶମରିଯା ରେ ଇଶ୍ରାୟେଲ ଉପରେ ରାଜତ୍ବ କରିବାକୁ ୟାଇ ଷୋହଳ ବର୍ଷ ରାଜ୍ଯଶାସନ କଲେ।

ଦିତୀୟ ରାଜାବଳୀ 14:15

ପୁଣି ୟୋଯାଶଙ୍କର ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିଯା ଓ ପରାକ୍ରମ ଏବଂ ସେ ଯିହୁଦା ରାଜା ଅମତ୍ସିଯଙ୍କ ସଙ୍ଗେ କି ପ୍ରକାର ୟୁଦ୍ଧ କଲେ ସେ ସବୁ ଇଶ୍ରାୟେଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

ଦିତୀୟ ରାଜାବଳୀ 14:17

ଇଶ୍ରାୟେଲ ରାଜା ଯିହାୟୋଦାରହସଙ୍କର ପୁତ୍ର ୟୋଯାଶଙ୍କର ମୃତ୍ଯୁ ପରେ ଯିହୁଦାର ରାଜା ୟୋଯାଶଙ୍କର ପୁତ୍ର ଅମିତ୍ସିଯ ପନ୍ଦର ବର୍ଷ ବଞ୍ଚିଲେ।

ଦିତୀୟ ରାଜାବଳୀ 14:23

ଯିହୁଦାର ରାଜା ୟୋଯାଶଙ୍କର ପୁତ୍ର ରାଜା ଅମତ୍ସିଯଙ୍କ ରାଜତ୍ବର ପନ୍ଦର ବର୍ଷ ରେ ଇଶ୍ରାୟେଲର ରାଜା ୟୋଯାଶଙ୍କର ପୁତ୍ର ୟାରବିଯାମ ଶମରିଯା ରେ ରାଜ୍ଯ ଶାସନ ଆରମ୍ଭ କଲେ ଓ ସେ ଏକଗ୍ଭଳିଶ ବର୍ଷ ରାଜତ୍ବ କଲେ।

ପ୍ରଥମ ବଂଶାବଳୀ 3:12

ୟୋଯାଶଙ୍କ ପୁତ୍ର ଥିଲେ ଅମତ୍ସିଯ। ଅମତ୍ସିଯଙ୍କ ପୁତ୍ର ଥିଲେ ଅସରିଯ। ଅସରିଯଙ୍କ ପୁତ୍ର ଥିଲେ ଯୋଥମ୍।

ଦିତୀୟ ବଂଶାବଳୀ 25:1

ଅମତ୍ସିଯ ରାଜା ହବୋ ସମୟରେ ପଚିଶ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଅଣତିରିଶ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲା ୟିହୋଯଦ୍ଦନ୍। ୟିହୋଯଦ୍ଦନ୍ ୟିରୁଶାଲମରୁ ଆସିଥିଲେ।

ଦିତୀୟ ବଂଶାବଳୀ 25:25

ଯିହାୟୋଦାରହସଙ୍କ ପରେ, ତାଙ୍କ ପୁତ୍ର ଇଶ୍ରାୟେଲର ରାଜା ୟୋଯାଶ୍ଙ୍କର ମୃତ୍ଯୁ ହେଲା, ୟୋଯାଶ୍ଙ୍କର ପୁତ୍ର ଅମତ୍ସିଯ ଯିହୁଦାର ରାଜା ଆହୁରି ପନ୍ଦର ବର୍ଷ ବଞ୍ଚିଲେ।

ଦିତୀୟ ବଂଶାବଳୀ 26:1

ଏହାପରେ ଯିହୁଦାର ଲୋକମାନେ ଉଷିୟଙ୍କୁ ଅମତ୍ସିଯଙ୍କ ସ୍ଥାନ ରେ ନୂତନ ରାଜା ହବୋ ନିମନ୍ତେ ମନୋନୀତ କଲେ। ଅମତ୍ସିଯ ଊଷିଯଙ୍କ ପିତା ଥିଲେ ଉଷିୟ ଷୋହଳ ବର୍ଷ ବଯସ୍କ ହାଇେଥିବା ସମୟରେ ଏହିପରି ଘଟିଲା।

Interlinear

Choose Theme