Home Bibles ଦିତୀୟ ରାଜାବଳୀ 12:1 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 12:1 · ଓଡ଼ିଆ ବାଇବେଲ

ଇଶ୍ରାୟେଲ ରେ ଯହେୂଙ୍କ ରାଜତ୍ବର ସପ୍ତମ ବର୍ଷ ରେ ୟୋଯାଶଙ୍କ ଶାସନ ଆରମ୍ଭ ହେଲା। ସେ ୟିରୁଶାଲମ ରେ ଚାଳିଶ ବର୍ଷ ରାଜତ୍ବ କଲେ। ତାଙ୍କର ମାତା ବରେଶବୋ ନିବାସିନୀ ସିବିଯା ନାମ ରେ ଖ୍ଯାତ ଥିଲେ।

Cross references

ଦିତୀୟ ରାଜାବଳୀ 9:27

ଯିହୁଦାର ରାଜା ଅହସିଯ ଏହା ଦେଖି ପଳାଯନ କଲେ। ସେ ଉଦ୍ୟାନ ଗୃହ ଦଇେ ପଳାଯନ କରୁଥିବା ବେଳେ ଯହେୂ ତାଙ୍କ ପେଛ ପେଛ ୟାଇ କହିଲେ, ଅହସିଯଙ୍କୁ ମଧ୍ଯ ସହେି ରଥରେ ଆଘାତ କର।

ଦିତୀୟ ରାଜାବଳୀ 11:1

ଅନନ୍ତର ଅହସିଯଙ୍କର ମାତା ଅଥଲିଯା ନିଜ ପୁତ୍ରର ମୃତ୍ଯୁ ଦେଖି, ସମସ୍ତ ରାଜବଂଶକୁ ବିନାଶ କଲେ।

ଦିତୀୟ ରାଜାବଳୀ 11:21

ୟୋଯାଶ ସାତବର୍ଷ ବଯସ ରେ ରାଜତ୍ବ କଲେ।

ଦିତୀୟ ରାଜାବଳୀ 13:1

ଯିହୁଦାର ରାଜା ଅହସିଯଙ୍କ ପୁତ୍ର ୟୋଯାଶ୍ଙ୍କ ରାଜତ୍ବର ତ୍ରଯବିଂଶ ବର୍ଷ ରେ ଯହେୂଙ୍କର ପୁତ୍ର ଯିହାୟୋଦାରହସ୍ ଶମରିଯା ରେ ଇଶ୍ରାୟେଲ ଉପରେ ରାଜା ହେଲେ। ସେ ସତର ବର୍ଷ ରାଜତ୍ବ କଲେ।

ଦିତୀୟ ରାଜାବଳୀ 13:10

ଯିହୁଦା ରେ ଯୋୟାଶ୍ ରାଜାଙ୍କ ସପ୍ତତ୍ରିଂଶ ବର୍ଷ ରାଜତ୍ବ କାଳ ରେ ଯିହାୟୋଦାରଶ୍ଙ୍କ ପୁତ୍ର ଯୋୟାଶ୍ ଶମରିଯା ରେ ଇଶ୍ରାୟେଲ ଉପରେ ରାଜତ୍ବ କରିବାକୁ ୟାଇ ଷୋହଳ ବର୍ଷ ରାଜ୍ଯଶାସନ କଲେ।

ପ୍ରଥମ ବଂଶାବଳୀ 3:11

ଯିହାଶାଫେଟ୍ଙ୍କର ପୁତ୍ର ଥିଲେ ଯୋରାମ। ଯୋରାମଙ୍କର ପୁତ୍ର ଥିଲେ ଅହସିଯ। ଅହସିଯଙ୍କର ପୁତ୍ର ଥିଲେ ଯୋୟାଶ୍।

ଦିତୀୟ ବଂଶାବଳୀ 24:1

ଯୋୟାଶ୍ ରାଜା ହବୋ ସମୟରେ ସାତବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଚାଳିଶ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲ ସିବିଯା। ସିବିଯା ବରେ ସବୋ ସହରରୁ ଆସିଥିଲେ।

Interlinear

Choose Theme