ସହେି ସମୟରେ ଏକ ଶର ଜଣେ ସୈନ୍ଯ ଦ୍ବାରା ବିଦ୍ଧ ହାଇେ ଆସିଲା। ଏହା ରାଜାଙ୍କର ସାଞ୍ଜୁ ଦ୍ବାରା ଆଚ୍ଛାଦିତ ହାଇନେଥିବା ଦହରେ ଅଂଶକୁ ଭଦେ କଲା। ତେଣୁ ରାଜା ତାଙ୍କ ସାରଥିକି କହିଲେ, ମାେତେ ଏ ସ୍ଥାନରୁ ନଇୟୋଅ, କାରଣ ମୁଁ ଗୋଟିଏ ଶରଦ୍ବାରା ଅତିଶଯ ଆଘାତ ପାଇଲି।
Cross references
ଦାଉଦ ଆପଣା ଥଳି ରେ ହାତ ପକ୍ସ୍ଟରାଇ ତହିଁରକ୍ସ୍ଟ ଗୋଟିଏ ପଥର କାଢି ଛାଟିଣି ରେ ମାରି ସହେି ପଲେଷ୍ଟୀୟର କପାଳକକ୍ସ୍ଟ ଆଘାତ କଲେ। ତହିଁରେ ସେ ପଥର ତା'ର କପାଳ ରେ ପଶିଯାନ୍ତେ ସେ ମକ୍ସ୍ଟହଁ ମାଡି ଭୂମିରେ ପଡିଲା।
ଯେଉଁ 200 ଲୋକ ଅବଶା ଲୋମ ଦ୍ବାରା ନିମନ୍ତ୍ରିତ ହାଇେଥିଲେ, ସମାନେେ ତାଙ୍କ ସହିତ ୟିରକ୍ସ୍ଟଶାଲମ ପରିତ୍ଯାଗ କଲେ। ସମାନେେ ଜାଣି ନଥିଲେ କ'ଣ ତାଙ୍କର ଯୋଜନା।
ମାତ୍ର ଯହେୂ ଆପଣା ସମସ୍ତ ଶକ୍ତି ଖଟାଇ ତୀର ନିକ୍ଷପେ କଲେ ଓ ଏହା ୟୋରାମଙ୍କ ପୃଷ୍ଠ ଦେଶ ରେ ବିଦ୍ଧ କଲା। ତୀରଟି ପୃଷ୍ଠ ଦେଶରୁ ହୃଦଯକୁ ବିଦ୍ଧ କରି ବାହାରିଗଲା। ତହିଁରେ ଯୋରାମ ରଥ ଉପରେ ନଇଁ ପଡିଗଲେ।
ଅରାମର ରାଜା ତାଙ୍କର ରଥ-ଚାଳକମାନଙ୍କୁ ଗୋଟିଏ ଆଦେଶ ଦେଲେ। ସେ ସମାନଙ୍କେୁ କହିଲେ, 'ମହାନ୍ ହେଉ କି ଗୌଣ ହେଉ, କୌଣସି ବ୍ଯକ୍ତି ସହିତ ୟୁଦ୍ଧ କର ନାହିଁ। କିନ୍ତୁ କବଳେ ଇଶ୍ରାୟେଲର ରାଜା ସହିତ ୟୁଦ୍ଧ କର।
ଏହାପରେ ରାଜା ଯୋଶିୟ ୟୁଦ୍ଧକ୍ଷେତ୍ର ରେ ତୀରଦ୍ବାରା ଆଘାତପ୍ରାପ୍ତ ହେଲେ। ସେ ତାଙ୍କର ଭୃତ୍ଯମାନଙ୍କୁ କହିଲେ, ମାେତେ ଏଠାରୁ ନଇୟୋଅ। ମୁଁ ଭୟଙ୍କର ଭାବରେ ଆଘାତପ୍ରାପ୍ତ ହାଇେଛି !
ପ୍ରଭୁଙ୍କର ଆଜ୍ଞା ନ ହେଲେ, ଜଣେ ଯାହା କହିବାର ଘଟେ ନାହିଁ।
ତେଣୁ ଆମ୍ଭେ ତୁମ୍ଭକୁ ଶାସ୍ତି ଦବୋ ଆରମ୍ଭ କରିଅଛୁ। ତୁମ୍ଭର ପାପ ୟୋଗୁ ଆମ୍ଭେ ତୁମ୍ଭକୁ ବିନଷ୍ଟ କରିବା।
ସମାନେେ ଛାତି ରେ ଲୁହାର ସାଞ୍ଜୁ ପିନ୍ଧିଲା ଭଳି ଦିଶୁଥିଲେ। ସମାନଙ୍କେର ଡ଼ଣୋର ଶବ୍ଦ ୟୁଦ୍ଧକୁ ଦୌଡ଼ୁଥିବା ଅନକେ ଘାଡ଼ୋ ଓ ରଥର ଶବ୍ଦ ଭଳି ଥିଲା।