Home Bibles ଦିତୀୟ ବଂଶାବଳୀ 9:13 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 9:13 · ଓଡ଼ିଆ ବାଇବେଲ

ଏକ ବର୍ଷ ମଧିଅରେ ଶଲୋମନ ଯେତେ ପରିମାଣ ରେ ସୁନା ପାଇଥିଲେ, ତାହାର ଓଜନ 666 ତାଳନ୍ତ ହେଲା।

Cross references

ପ୍ରଥମ ରାଜାବଳୀ 10:14

ପ୍ରତିବର୍ଷ ରାଜା ଶଲୋମନଙ୍କ ନିକଟକୁ 666 ତୋଳା ସୁନା ଆସୁଥିଲା।

ଗୀତସଂହିତା 68:29

ହେ ପରମେଶ୍ବର, ତୁମ୍ଭର ୟିରୁଶାଲମସ୍ଥ ମନ୍ଦିରରୁ ରାଜାମାନେ ତୁମ୍ଭ ନିକଟକୁ ଉପହାର ଆଣିବାର ତୁମ୍ଭେ ଦେଖିବ।

ଗୀତସଂହିତା 72:10

ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ। ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭଟେି ଆଣନ୍ତୁ।

ଗୀତସଂହିତା 72:15

ରାଜା ଦୀର୍ଘଜୀବି ହୁଅନ୍ତୁ ଏବଂ ତାଙ୍କୁ ଶିବାର ସ୍ବର୍ଣ୍ଣ ହସ୍ତଗତ ହେଉ। ଲୋକମାନେ ନିରନ୍ତର ରାଜାଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରନ୍ତୁ ଏବଂ ତାଙ୍କୁ ସର୍ବଦା ଆଶୀର୍ବାଦ ଦିଅନ୍ତୁ।

Interlinear

Choose Theme