ଅଷ୍ଟମ ଦିନ ରେ ସମାନେେ ଏକ ପବିତ୍ର ସଭା କଲେ, କାରଣ ସମାନେେ ସାତଦିନ ୟଜ୍ଞବଦେୀକୁ ଉତ୍ସର୍ଗ କରିବା ରେ କଟାଇଲେ। ଆଉ ସମାନେେ ସାତଦିନ ପର୍ୟ୍ଯନ୍ତ ଭୋଜି ଉତ୍ସବ ପାଳନ କଲେ।
Cross references
ସାତଦିନ ୟାଏ ୟଜ୍ଞବଦେୀକୁ ପ୍ରସ୍ତୁତ କର। ଏହିପରି ୟଜ୍ଞବଦେୀଟି ଅତି ପବିତ୍ର ହବେ। ଯାହା କିଛି ୟଜ୍ଞବଦେୀକୁ ସ୍ପର୍ଶ କରେ ନିଶ୍ଚଯ ସେସବୁ ପବିତ୍ର ହବେ।
ସାତଦିନ ୟାଏ ତୁମ୍ଭମାନେେ ସଦାପ୍ରଭୁଙ୍କୁ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍, ଅଷ୍ଟମ ଦିନ ରେ ତୁମ୍ଭମାନଙ୍କର ପବିତ୍ର ସଭା ହବୋ ଉଚିତ୍ ଓ ତୁମ୍ଭମାନେେ ସଦାପ୍ରଭୁଙ୍କ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍। ତାହା ଏକ ମହାନ୍ ସଭା ଅଟେ, ତୁମ୍ଭମାନେେ କୌଣସି ବ୍ଯବସାଯିକ କର୍ମ କରିବା ଉଚିତ୍ ନୁହେଁ।
ତୁମ୍ଭମାନେେ ଛଅଦିନ ତାଡିଶୂନ୍ଯ ରୋଟୀ ଭୋଜନ କରିବ, ପକ୍ସ୍ଟଣି ସଲ୍ଗମ ଦିନ ରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ମହାସଭା ହବେ। ତହିଁରେ ତୁମ୍ଭେ କୌଣସି କାର୍ୟ୍ଯ କରିବ ନାହିଁ।
ଇଶ୍ରାୟେଲ ସମସ୍ତ ପୁତ୍ରଗଣ ବର୍ଷର ସପ୍ତମ ମାସ ରେ ଏଥାନୀମ ନାମକ ଏକ ବିଶଷେ ପର୍ବ ଦିନ ରେ ଶଲୋମନ ରାଜାଙ୍କ ନିକଟରେ ଏକତ୍ରୀତ ହେଲେ।
ସେ ସମୟରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ଇଶ୍ରାୟେଲ ଏକ ବିରାଟ ସମାଜ ଦୂର ଦୂରାନ୍ତର ହମାତର ଲୋକମାନେ ଉତ୍ତର ଦିଗ ମଧ୍ଯଦଇେ ଦକ୍ଷିଣ ରେ ମିଶରର ସୀମା ପର୍ୟ୍ଯନ୍ତ ଗଲେ। ସଦାପ୍ରଭୁଙ୍କ ସମ୍ମୁଖ ରେ ଏହି ପର୍ବ ଚଉଦ ଦିନ ୟାଏଁ ପାଳନ କଲେ।
ସବୁ ଲୋକମାନେ ଆଉ ଅଧିକ ସାତଦିନ ରହିବା ନିମନ୍ତେ ସମ୍ମତ ହେଲେ। ସମାନେେ ଆହୁରି ସାତଦିନ ପର୍ୟ୍ଯନ୍ତ ନିସ୍ତାରପର୍ବ ପାଳନ କରି ଅତ୍ଯନ୍ତ ଆନନ୍ଦିତ ହେଲେ।
ଆହୁରି ସେ ପ୍ରଥମ ଦିନାବଧି ଶଷଦେିନ ପର୍ୟ୍ଯନ୍ତ ପ୍ରତିଦିନ ପରମେଶ୍ବରଙ୍କ ବ୍ଯବସ୍ଥା ପୁସ୍ତକରୁ ପାଠ କଲେ। ପୁଣି ଲୋକମାନେ ସାତଦିନ ପର୍ୟ୍ଯନ୍ତ ପର୍ବପାଳନ କଲେ। ଆଉ ନିଯମ ଅନୁସାରେ ଅଷ୍ଟମ ଦିନ ମହାସଭା ହେଲା।
ଲୋକମାନଙ୍କୁ କୁହ ଯେ ଉପବାସ ପାଇଁ ଗୋଟିଏ ସ୍ବତନ୍ତ୍ର ସମୟ ହବେ। ସମସ୍ତ ଲୋକଙ୍କୁ ଏକ ସ୍ବତନ୍ତ୍ର ସଭାକୁ ଆହ୍ବାନ କର। ପ୍ରାଚୀନ ଲୋକମାନଙ୍କୁ ଓ ନାଗରିକମାନଙ୍କୁ ଏକତ୍ରୀତ କର। ସମାନଙ୍କେୁ ସଦାପ୍ରଭୁଙ୍କ ମନ୍ଦିରକୁ ଆଣି ସାରିଲା ପ ରେ ପରମେଶ୍ବରଙ୍କୁ ପ୍ରାର୍ଥନା କରିବାକୁ ସମାନଙ୍କେୁ କୁହ।