Home Bibles ☰ Books ନିହିମିୟା 8:18 · ଓଡ଼ିଆ ବାଇବେଲ
ନିହିମିୟା 8:18 · ଓଡ଼ିଆ ବାଇବେଲ

ଆହୁରି ସେ ପ୍ରଥମ ଦିନାବଧି ଶଷଦେିନ ପର୍ୟ୍ଯନ୍ତ ପ୍ରତିଦିନ ପରମେଶ୍ବରଙ୍କ ବ୍ଯବସ୍ଥା ପୁସ୍ତକରୁ ପାଠ କଲେ। ପୁଣି ଲୋକମାନେ ସାତଦିନ ପର୍ୟ୍ଯନ୍ତ ପର୍ବପାଳନ କଲେ। ଆଉ ନିଯମ ଅନୁସାରେ ଅଷ୍ଟମ ଦିନ ମହାସଭା ହେଲା।

Cross references

ଲେବୀୟ ପୁସ୍ତକ 23:36

ସାତଦିନ ୟାଏ ତୁମ୍ଭମାନେେ ସଦାପ୍ରଭୁଙ୍କୁ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍, ଅଷ୍ଟମ ଦିନ ରେ ତୁମ୍ଭମାନଙ୍କର ପବିତ୍ର ସଭା ହବୋ ଉଚିତ୍ ଓ ତୁମ୍ଭମାନେେ ସଦାପ୍ରଭୁଙ୍କ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍। ତାହା ଏକ ମହାନ୍ ସଭା ଅଟେ, ତୁମ୍ଭମାନେେ କୌଣସି ବ୍ଯବସାଯିକ କର୍ମ କରିବା ଉଚିତ୍ ନୁହେଁ।

ଲେବୀୟ ପୁସ୍ତକ 23:41

ପୁଣି ତୁମ୍ଭମାନେେ ପ୍ରତିବର୍ଷ ସାତ ଦିନ ଧରି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସହେି ପର୍ବ ପାଳନ କରିବ। ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବ୍ଯବସ୍ଥା, ତୁମ୍ଭମାନେେ ସପ୍ତମ ମାସ ରେ ତାହା ପାଳନ କରିବ।

ଗଣନା ପୁସ୍ତକ 29:35

ଆଉ ଅଷ୍ଟମ ଦିନ ରେ, ତୁମ୍ଭମାନଙ୍କର ଏକ ପବିତ୍ର ସଭା ହବେ। ସହେିଦିନ ତୁମ୍ଭମାନେେ କୌଣସି କାର୍ୟ୍ଯ କରିବା ଉଚିତ୍ ନୁହଁ।

ଦିତୀୟ ବିବରଣ 31:10

ଏହାପରେ ମାଶାେ ପ୍ରାଚୀନବର୍ଗମାନଙ୍କୁ କହିଲେ, ପ୍ରେତ୍ୟକକ ସାତବର୍ଷ ଶଷେ ରେ ଋଣ ଛାଡ ବର୍ଷର ନିରୂପିତ ସମୟରେ ପତ୍ରକକ୍ସ୍ଟଟୀର ପର୍ବ ରେ।

ନିହିମିୟା 8:2

ସପ୍ତମ ମାସର ପ୍ରଥମ ଦିନ ରେ ଯାଜକ ଏଜ୍ରା, ପୁରୁଷ ଓ ସ୍ତ୍ରୀ ସମ୍ମୁଖ ରେ ବ୍ଯବସ୍ଥାପୁସ୍ତକ ଆଣିଲେ। ସମସ୍ତେ ଯେଉଁମାନେ ଶୁଣିପାରିବେ ଓ ବୁଝିପାରିଲେ।

ନିହିମିୟା 8:3

ସେ ଜଳଦ୍ବାର ସମ୍ମୁଖସ୍ଥ ଛକରେ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ବୁଝି ପାରନ୍ତି, ସେ ସମସ୍ତଙ୍କ ଆଗ ରେ ପ୍ରଭାତରୁ ମଧ୍ଯାହ୍ନ ପର୍ୟ୍ଯନ୍ତ ସହେି ବ୍ଯବସ୍ଥା ପୁସ୍ତକରୁ ପାଠ କଲେ। ଆଉ ସମସ୍ତ ଲୋକେ ତାହା ଶ୍ରବଣ କଲେ।

ଯୋହନଲିଖିତ ସୁସମାଚାର 7:37

ପର୍ବର ଶଷେ ଦିନ ଆସିଲା। ସହେି ପ୍ରଧାନ ଦିନ ରେ ଯୀଶୁ ଠିଆ ହାଇେ ଉଚ୍ଚ ସ୍ବର ରେ କହିଲେ, ଯଦି କୌଣସି ଲୋକ ତୃଷାର୍ତ୍ତ, ତବେେ ସେ ମାେ ନିକଟକୁ ଆସି ପାନକରୁ।

Interlinear

Choose Theme