ଦିତୀୟ ବଂଶାବଳୀ 34:10 · ଓଡ଼ିଆ ବାଇବେଲ
ଏହାପରେ ଲବେୀୟମାନେ ସଦାପ୍ରଭୁଙ୍କ ମନ୍ଦିରର ତଦାରଖ କାର୍ୟ୍ଯ କରୁଥିବା ଲୋକମାନଙ୍କୁ ମଜୁରୀ ଦେଲେ। ଆଉ ତଦାରଖକାରୀମାନେ ସଦାପ୍ରଭୁଙ୍କ ମନ୍ଦିର ମରାମତି କରୁଥିବା ଶ୍ରମିକମାନଙ୍କୁ ମଜୁରୀ ଦେଲେ।
Cross references
ଦିତୀୟ ରାଜାବଳୀ 12:11
ସମାନେେ ସଦାପ୍ରଭୁଙ୍କ ମନ୍ଦିର ରେ କାର୍ୟ୍ଯ କରୁଥିବା ଶ୍ରମିକମାନଙ୍କୁ, ବଢଇମାନଙ୍କେୁ ଓ ଅନ୍ୟ ରାଜମନ୍ତ୍ରୀଗଣ ସଦାପ୍ରଭୁଙ୍କ ମନ୍ଦିର ପୂନଃନିର୍ମାଣ କାର୍ୟ୍ଯ ମରାମତି ରେ ଏହି ଟଙ୍କା ଦେଲେ।
ଦିତୀୟ ରାଜାବଳୀ 12:14
ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ କୁଶଳ ଶ୍ରମିକମାନଙ୍କୁ ମଜୁରି ରେ ବ୍ଯଯ କରାଗଲା।
ଦିତୀୟ ରାଜାବଳୀ 22:5
ସେ ସହେି ମୁଦ୍ରାକୁ ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ ଶ୍ରମିକମାନଙ୍କୁ ମଜୁରି ଦିଅନ୍ତୁ। ଆଉ ମଧ୍ଯ ସେ ମନ୍ଦିର ମରାମତି ରେ ତତ୍ତ୍ବବଧାରକ ଯାଜକ ମୁଦ୍ରା ଦିଅନ୍ତୁ।
ଏଜ୍ରା 3:7
ସମାନେେ ପାରସ୍ଯର ରାଜା କୋରସର ଅନୁମତି ଅନୁସାରେ ରାଜମିସ୍ତ୍ରୀ ଓ ସୂତ୍ରଧାରମାନଙ୍କୁ ମୁଦ୍ରା ଦେଲେ। ଏବଂ ଲିବାନୋନଠାରୁ ୟାଫୋସ୍ଥିତ ସମୁଦ୍ରତୀର ପର୍ୟ୍ଯନ୍ତ ଏରସ କାଠ ଆଣିବା ପାଇଁ ସୀଦୋନୀଯ ଓ ସୋରୀଯ ଲୋକମାନଙ୍କୁ ଖାଦ୍ୟ, ପାନୀଯ ଓ ତୈଳ ଦେଲେ।