Home Bibles ଦିତୀୟ ବଂଶାବଳୀ 34:11 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 34:11 · ଓଡ଼ିଆ ବାଇବେଲ

କଟା ହାଇେଥିବା ବିରାଟକାଯ ପ୍ରସ୍ତର ଓ କାଠ କଣିକା ନିମନ୍ତେ ସମାନେେ ବଢ଼ଇେ ଓ ଗୃହ ନିର୍ମାଣକାରୀମାନଙ୍କୁ ଟଙ୍କା ଦେଲେ। ଗୃହର ପୁନଃନିର୍ମାଣ ଓ ଗୃହର କଡ଼ି ନିର୍ମାଣ କରିବା ନିମନ୍ତେ ଏହି କାଠ ବ୍ଯବହୃତ ହେଲା। ଅତୀତ ରେ ଯିହୁଦାର ରାଜାମାନେ ମନ୍ଦିରର ଅଟ୍ଟାଳିକା ଯତ୍ନ ନଇେ ନ ଥିଲେ। ସହେି ଅଟ୍ଟାଳିକାଗୁଡ଼ିକ ପୁରାତନ ଓ ଭଗ୍ନପ୍ରାଯ ହାଇୟୋଇ ଥିଲା।

Cross references

ଦିତୀୟ ବଂଶାବଳୀ 33:4

ମନଃଶି ସଦାପ୍ରଭୁଙ୍କ ମନ୍ଦିର ରେ ୟଜ୍ଞବଦେୀମାନ ନିର୍ମାଣ କଲେ। ସଦାପ୍ରଭୁ ଏହି ମନ୍ଦିର ବିଷଯ ରେ ଏହା କହିଲେ, ୟିରୁଶାଲମ ରେ ଆମ୍ଭ ନାମ ଚିରକାଳ ରହିବ।

ଦିତୀୟ ବଂଶାବଳୀ 33:22

ସଦାପ୍ରଭୁ ଯାହା ମନ୍ଦକାର୍ୟ୍ଯ ରୂପେ ବିବଚେନା କରନ୍ତି ଆମାେନ୍ ସେସବୁ କଲେ, ଠିକ୍ ତାଙ୍କ ପିତା ମନଃଶି ଯାହା କରିଥିଲେ। ଆମାେନ୍ ସମସ୍ତ ଖାଦେିତ ମୂର୍ତ୍ତି ଓ ପ୍ରତିମା ନିମନ୍ତେ ବଳି ଉତ୍ସର୍ଗ କଲେ, ଯେଉଁଗୁଡ଼ିକୁ ତାଙ୍କର ପିତା ମନଃଶି ନିର୍ମାଣ କରିଥିଲେ।

Interlinear

Choose Theme