Home Bibles ☰ Books ଦିତୀୟ ରାଜାବଳୀ 12:14 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 12:14 · ଓଡ଼ିଆ ବାଇବେଲ

ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ କୁଶଳ ଶ୍ରମିକମାନଙ୍କୁ ମଜୁରି ରେ ବ୍ଯଯ କରାଗଲା।

Cross references

ପ୍ରଥମ ବଂଶାବଳୀ 26:27

ୟୁଦ୍ଧରୁ ପ୍ରାପ୍ତ କେତକେ ବସ୍ତୁ ସମାନେେ ପ୍ରଦାନ କଲେ। ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ୟ୍ଯ ରେ ବ୍ଯବହୃତ ହବୋ ନିମନ୍ତେ ସମାନେେ ସହେିସବୁ ବସ୍ତୁ ପ୍ରଦାନ କଲେ।

ଦିତୀୟ ବଂଶାବଳୀ 34:10

ଏହାପରେ ଲବେୀୟମାନେ ସଦାପ୍ରଭୁଙ୍କ ମନ୍ଦିରର ତଦାରଖ କାର୍ୟ୍ଯ କରୁଥିବା ଲୋକମାନଙ୍କୁ ମଜୁରୀ ଦେଲେ। ଆଉ ତଦାରଖକାରୀମାନେ ସଦାପ୍ରଭୁଙ୍କ ମନ୍ଦିର ମରାମତି କରୁଥିବା ଶ୍ରମିକମାନଙ୍କୁ ମଜୁରୀ ଦେଲେ।

ଯୋହନଲିଖିତ ସୁସମାଚାର 12:6

କିନ୍ତୁ ୟିହୂଦା ଗରୀବ ଲୋକମାନଙ୍କ ପ୍ରତି ପ୍ରକୃତ ରେ ଚିନ୍ତିତ ନଥିଲା। ସେ ନିଜେ ଚୋର ଥିବାରୁ ଏକଥା କହିଲା। ସେ ଶିଷ୍ଯମାନଙ୍କ ପାଇଁ ଟଙ୍କା ବାକ୍ସ ନିଜ ପାଖ ରେ ରଖୁଥିଲା। ଏବଂ ସେ ପ୍ରାୟ ସହେି ବାକ୍ସରୁ ଟଙ୍କା ଚୋରି କରୁଥିଲା।

Interlinear

Choose Theme