Home Bibles ଯିଶାଇୟ 38:21 · ଓଡ଼ିଆ ବାଇବେଲ
ଯିଶାଇୟ 38:21 · ଓଡ଼ିଆ ବାଇବେଲ

ତା'ପ ରେ ଯିଶାଇୟ ହିଜକିଯଙ୍କୁ କହିଲେ, ତୁମ୍ଭେ ଡ଼ିମ୍ବିରିକୁ ଏକତ୍ର ଛଚେ ଏବଂ ତୁମ୍ଭର କ୍ଷତ ରେ ଲଗାଅ। ତାହା ହେଲେ ତୁମ୍ଭେ ଆରୋଗ୍ୟ ଲାଭ କରିବ।'

Cross references

ଦିତୀୟ ରାଜାବଳୀ 20:7

ତ'ପରେ ଯିଶାଇୟ କହିଲେ, ଏକ ଡିମ୍ବିରି ମିଶ୍ରଣ ତିଆରି କର ଓ କ୍ଷତ ସ୍ଥାନ ରେ ଲଗାଅ।

ମାର୍କଲିଖିତ ସୁସମାଚାର 7:33

ଯୀଶୁ ସେ ଲୋକଟିକୁ ଭିଡଠାରୁ ଟିକିଏ ଦୂରକୁ ଗୋଟିଏ ପାଖକୁ ନଇଗେଲେ। ସେ ସହେି ଲୋକଟିର କାନ ଭିତ ରେ ନିଜ ଆଙ୍ଗୁଳିଗୁଡିକୁ ରଖିଲେ। ତା'ପରେ ସେ ଛପେ ପକାଇଲେ ଓ ଲୋକଟିର ଜିଭକୁ ଛୁଇଁଲେ।

ଯୋହନଲିଖିତ ସୁସମାଚାର 9:6

ଯୀଶୁ ଏକଥା କହିଲା ପରେ ଭୂଇଁ ରେ ଛପେ ପକାଇ କାଦୁଅ କରି, ସହେି କାଦୁଅକୁ ନଇେ ସେ ସହେି ଜନ୍ମାନ୍ଧ ଲୋକଟିର ଆଖି ରେ ଲଗଇେ ଦେଲେ।

Interlinear

Choose Theme