ଏହାପରେ ଯିହାୟୋଦାରଦା ସଦାପ୍ରଭୁଙ୍କ ମନ୍ଦିରର ଯତ୍ନ ନବୋ ନିମନ୍ତେ ଯାଜକମାନଙ୍କୁ ମନୋନୀତ କଲେ। ସହେି ଯାଜକମାନେ ଲବେୀୟ ଥିଲେ ଓ ଦାଉଦ ସମାନଙ୍କେୁ ସଦାପ୍ରଭୁଙ୍କ ମନ୍ଦିରର ରକ୍ଷଣାବେକ୍ଷଣ କାର୍ୟ୍ଯର ଦାଯିତ୍ବ ଦଇେଥିଲେ। ସହେି ଲୋକମାନେ ମାଶାଙ୍କେ ନିଯମର ଆଦେଶ ଅନୁୟାଯୀ ସଦାପ୍ରଭୁଙ୍କ ନିକଟରେ ଅଗ୍ନିଦଗ୍ଧ, ଉପହାର ବଳିଦାନ କରୁଥିଲେ। ଦାଉଦ ଯେଉଁ ପ୍ରକାର ଆଜ୍ଞା କରିଥିଲେ, ସମାନେେ ସହେି ପ୍ରକା ରେ ଆନନ୍ଦ ଓ ପ୍ରଶଂସାଗାନ ସହକା ରେ ସହେି ଉପହାର ବଳିଦାନ କଲେ।
Cross references
ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
ଇଶ୍ରାୟେଲର ଲୋକମାନଙ୍କୁ ଆଜ୍ଞା ଦିଅ ଓ ସମାନଙ୍କେୁ କୁହ, ସମାନେେ ମାରେ ନବୈେଦ୍ଯ ମାରେ ଖାଦ୍ୟ ଠିକ୍ ସମୟରେ ସୁବାସିତ ଉପହାରରୂପେ ମାେ ନିକଟକୁ ଆଣିବେ।
ପୁଣି ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ ଓ ଏକ ମଷେ ନିମନ୍ତେ ଦୁଇ ଦଶମାଂଶ ଐଫା ତୈଳ ମିଶ୍ରିତ ସରୁ ମଇଦା ଭକ୍ଷ୍ଯ ନବୈେଦ୍ଯ,
ଦାଉଦ ବୃଦ୍ଧ ହେଲେ, ତେଣୁ ସେ ତାଙ୍କର ପୁତ୍ର ଶଲୋମନଙ୍କୁ ଇଶ୍ରାୟେଲର ନୂତନ ରାଜା କଲେ।
ଦାଉଦ କହିଲେ, 24,000 ଲବେୀୟ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ୟ୍ଯ ତଦାରଖ କରିବେ। 6,000 ଲବେୀୟ ପୋଲିସ୍ ଓ ବିଚାରକର୍ତ୍ତା ହବେେ।
ସଦାପ୍ରଭୁଙ୍କ ମନ୍ଦିରର ସବୋକାର୍ୟ୍ଯ ରେ ହାରୋଣଙ୍କ ବଂଶଧରମାନଙ୍କୁ ସାହାୟ୍ଯ କରିବା ଲବେୀୟମାନଙ୍କ କାର୍ୟ୍ଯ ଥିଲା। ଲବେୀୟମାନେ ଆହୁରି ମଧ୍ଯ ମନ୍ଦିରର ପ୍ରାଙ୍ଗଣ ଓ ପାଶର୍ବବର୍ତ୍ତୀ କଠାେରୀଗୁଡ଼ିକର ଯତ୍ନ ନେଉଥିଲେ। ସମସ୍ତ ପବିତ୍ର ସାମଗ୍ରୀକୁ ଶୁଚି କରିବା ସମାନଙ୍କେର କାର୍ୟ୍ଯ ଥିଲା। ପରମେଶ୍ବରଙ୍କ ମନ୍ଦିରର ସବୋ କରିବା କାର୍ୟ୍ଯ ସମାନଙ୍କେର ଥିଲା।
ଦାଉଦ ଓ ସନୋଧ୍ଯକ୍ଷମାନେ ଆସଫର ପୁତ୍ରମାନଙ୍କୁ ଏକ ବିଶଷେ ସବୋକାର୍ୟ୍ଯ କରିବା ନିମନ୍ତେ ପୃଥକ୍ କଲେ। ଆସଫଙ୍କର ପୁତ୍ରମାନେ ଥିଲେ ହମେନ ଓ ୟିହୂଥୂନ। ବୀଣା, ସାରଙ୍ଗ ଓ ଗିନି ବଜାଇ ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ହିଁ ସମାନଙ୍କେର ବିଶଷେ କାର୍ୟ୍ଯ ଥିଲା। ଯେଉଁମାନେ ଏହି ପ୍ରକାର ଭାବରେ ସବୋକାର୍ୟ୍ଯ କରୁଥିଲେ, ସମାନଙ୍କେର ତାଲିକା ଏହି :
ଏହାପରେ ଯାଜକ ଓ ଲବେୀୟମାନେ ନିଯମ ସିନ୍ଦୁକକୁ ୟିରୁଶାଲମକୁ ବୋହି ନଇଗେଲେ। ଯାଜକ ଓ ଲବେୀୟମାନେ ମଧ୍ଯ ସମାଗମ ତମ୍ବୁ ଓ ତନ୍ମଧ୍ଯସ୍ଥ ପ୍ରେତ୍ୟକକ ପବିତ୍ର ବସ୍ତୁକୁ ୟିରୁଶାଲମକୁ ବୋହି ଆଣିଲେ।
ଯାଜକମାନେ ସମାନଙ୍କେର କାର୍ୟ୍ଯ କରିବା ନିମନ୍ତେ ପ୍ରସ୍ତୁତ ହାଇେ ଠିଆ ହାଇେ ରହିଥିଲେ। ଲବେୀୟଗଣ ଯେଉଁ ବାଦ୍ଯୟନ୍ତ୍ରଗୁଡ଼ିକ ସହିତ ଠିଆ ହାଇେ ରହିଥିଲେ, ସଦାପ୍ରଭୁଙ୍କୁ ଧନ୍ଯବାଦ ଦବୋ ନିମନ୍ତେ ସହେି ବାଦ୍ଯ ୟନ୍ତ୍ରଗୁଡ଼ିକ ରାଜା ଦାଉଦଙ୍କ ଦ୍ବାରା ନିର୍ମିତ ହାଇେଥିଲା। ଯାଜକ ଓ ଲବେୀୟମାନେ କହୁଥିଲେ, ସଦାପ୍ରଭୁଙ୍କ ପ୍ ରମେ ଚିରକାଳସ୍ଥାଯୀ ଅଟେ ! ସମାନେେ ଲବେୀୟମାନଙ୍କ ଓ ଇଶ୍ରାୟେଲର ସମସ୍ତ ଲୋକମାନଙ୍କର ବିପରୀତ ଦିଗ ରେ ଠିଆ ହାଇେ ତୂରୀ ବଜାଇଲେ।
ଦାଉଦ, ରାଜାଙ୍କ ଭବିଷ୍ଯତ୍ବକ୍ତା ଗାଦ୍ ଓ ନାଥନ୍ ଭବିଷ୍ଯତ୍ବକ୍ତା ଯେଉଁ ପ୍ରକାର ଆଦେଶ ଦଇେଥିଲେ, ରାଜା ହିଜକିଯ ସହେି ପ୍ରକା ରେ ଲବେୀୟମାନଙ୍କୁ ଝାଞ୍ଜ, ବୀଣା ଓ ସାରଙ୍ଗ ସହିତ ସଦାପ୍ରଭୁଙ୍କ ମନ୍ଦିର ରେ ଅବସ୍ଥାପିତ କଲେ। ଏହି ଆଦେଶ ସଦାପ୍ରଭୁଙ୍କଠାରୁ ତାଙ୍କର ଭବିଷ୍ଯତ୍ବକ୍ତାମାନଙ୍କର ମାଧ୍ଯମ ରେ ଆସିଥିଲା।
ରାଜା ହିଜକିଯ ଓ ତାଙ୍କର ପଦାଧିକାରୀମାନେ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାଗାନ କରିବାକୁ ଆଦେଶ ଦେଲେ। ସମାନେେ ଦାଉଦ ଓ ଆସଫ ଭବିଷ୍ଯତ୍ବକ୍ତାଙ୍କ ରଚିତ୍ ସଙ୍ଗୀତମାନ ଗାନ କଲେ। ସମାନେେ ପରମେଶ୍ବରଙ୍କର ପ୍ରଶଂସା କଲେ ଓ ଆନନ୍ଦିତ ହେଲେ। ସମାନେେ ସମସ୍ତେ ନତମସ୍ତକ ହେଲେ ଓ ପରମେଶ୍ବରଙ୍କର ଉପାସନା କଲେ।
ଯୋଶିୟ ଯାଜକମାନଙ୍କୁ ସମାନଙ୍କେ କାର୍ୟ୍ଯ କରିବା ନିମନ୍ତେ ମନୋନୀତ କଲେ। ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିର ମଧିଅରେ ସବୋକାର୍ୟ୍ଯ କରୁଥିବା ସମୟରେ ସେ ସମାନଙ୍କେୁ ଉତ୍ସାହ ପ୍ରଦାନ କଲେ।
ଏବଂ ସାତଦିନ ଆନନ୍ଦ ରେ ତାଡୀଶୂନ୍ଯ ରୋଟୀର ପର୍ବ ପାଳନ କଲେ। କାରଣ ସଦାପ୍ରଭୁ ସମାନଙ୍କେୁ ଅନନ୍ଦିତ କରିଥିଲେ ଓ ପରମେଶ୍ବରଙ୍କ ମନ୍ଦିର କାର୍ୟ୍ଯ ରେ ସମାନଙ୍କେ ହସ୍ତ ସବଳ କରିବା ନିମନ୍ତେ ସମାନଙ୍କେ ପ୍ରତି ଅଶୂରୀଯ ରାଜାର ଅନ୍ତଃକରଣ ଫରୋଇ ଥିଲେ।