Home Bibles ଦିତୀୟ ବଂଶାବଳୀ 29:1 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 29:1 · ଓଡ଼ିଆ ବାଇବେଲ

ହିଜକିଯ ରାଜା ହବୋ ସମୟରେ ପଚିଶ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଅଣତିରିଶ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅବିଜା। ଅବିଜା ଜିଖରିଯଙ୍କ କନ୍ଯା ଥିଲେ।

Cross references

ଦିତୀୟ ରାଜାବଳୀ 18:1

ଇଶ୍ରାୟେଲର ରାଜା ଏଲାଙ୍କ ପୁତ୍ର, ହାେେଶୟଙ୍କ ରାଜତ୍ବର ତୃତୀୟ ବର୍ଷ ରେ ଅହସ୍ଙ୍କ ପୁତ୍ର ହିଜକିଯ ଯିହୁଦା ରେ ରାଜ୍ଯ ଶାସନ କରିବାକୁ ଆରମ୍ଭ କଲେ।

ପ୍ରଥମ ବଂଶାବଳୀ 3:13

ଯୋଥମ୍ଙ୍କ ପୁତ୍ର ଥିଲେ ଆହସ। ଆହସଙ୍କ ପୁତ୍ର ଥିଲେ ହିଜକିଯ। ହିଜକିଯଙ୍କ ପୁତ୍ର ଥିଲେ ମନଃଶି।

ଦିତୀୟ ବଂଶାବଳୀ 26:5

ଉଷିୟ ଜିଖରିଯଙ୍କ ଜୀବନକାଳ ମଧିଅରେ ପରମେଶ୍ବରଙ୍କର ଅନୁଗମନ କଲେ। ପରମେଶ୍ବରଙ୍କୁ କିପରି ସମ୍ମାନ କରିବାକୁ ଓ ତାଙ୍କର ବାଧ୍ଯ ହବୋକୁ ହବେ, ତାହା ଜିଖରିଯ ଉଷିୟଙ୍କୁ ଶିକ୍ଷା ଦେଲେ। ଉଷିୟ ଯେତବେେଳେ ସଦାପ୍ରଭୁଙ୍କର ବାଧ୍ଯ ହେଲେ, ପରମେଶ୍ବର ତାଙ୍କୁ ସଫଳତା ଦେଲେ।

ଦିତୀୟ ବଂଶାବଳୀ 28:27

ଆହସ୍ ମୃତ୍ଯୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ଆହସ୍ଙ୍କୁ ୟିରୁଶାଲମ ନଗର ରେ କବର ଦେଲେ। କିନ୍ତୁ ସମାନେେ ଆହସ୍ଙ୍କୁ ଇଶ୍ରାୟେଲର ରାଜାମାନଙ୍କର କବର ସ୍ଥାନ ରେ କବର ଦେଲେ ନାହିଁ। ହିଜକିଯ ଆହସ୍ଙ୍କ ସ୍ଥାନ ରେ ନୂତନ ରାଜା ହେଲେ ହିଜକିଯ ଆହସ୍ଙ୍କ ପୁତ୍ର ଥିଲେ।

ଯିଶାଇୟ 1:1

ଆମାେସଙ୍କର ପୁତ୍ର ଯିଶାଇୟଙ୍କର ଦର୍ଶନ, ପରମେଶ୍ବର ଯିହୁଦା ଓ ୟିରୁଶାଲମର ଯାହାସବୁ ଘଟିଥିଲା ସେସବୁ ଯିଶାଇୟଙ୍କୁ ଦଖାଇେଲେ ଉଷିୟ, ଯୋଥମ୍, ଆହସ୍ ଓ ହିଜକିଯଙ୍କ ରାଜତ୍ବ କାଳ ରେ ଯିହୁଦା ରେ ଯାହାସବୁ ଘଟିଥିଲା ଯିଶାଇୟ ଦର୍ଶନ କଲେ।

ଯିଶାଇୟ 8:2

ବିଶ୍ବସ୍ତ ସାକ୍ଷୀ ହବୋକୁ ମୁଁ କେତକେ ଲୋକ ସଂଗ୍ରହ କଲି। ସହେି ବିଶ୍ବସ୍ତ ସାକ୍ଷୀ ହବେେ ଉରିଯ ଯାଜକ ଓ ୟିବୋରିଖିଯର ପୁତ୍ର ସଖରିଅ। ଏହି ଲୋକମାନେ ସହେି ବାକ୍ଯ ଲେଖିବାକୁ ଲକ୍ଷ୍ଯ କଲେ।

ହୋଶେୟ 1:1

ବରେିଙ୍କ ପୁତ୍ର ହାେେଶୟଙ୍କ ନିକଟକୁ ସଦାପ୍ରଭୁଙ୍କ ଏହି ବାର୍ତ୍ତା ଆସିଲା। ଏହି ବାର୍ତ୍ତା ଯିହୁଦାର ରାଜା ଉଷିୟ, ଯୋଥମ, ଆହସ ଓ ହିଜିକିଯଙ୍କ ରାଜତ୍ବ କାଳ ରେ ଓ ଇଶ୍ରାୟେଲର ରାଜା ଯୋୟାସଙ୍କ ପୁତ୍ର ୟାରବିଯାମଙ୍କ ସମୟରେ ଆସିଥିଲା।

ମୀଖା 1:1

ସଦାପ୍ରଭୁଙ୍କ ବାଣୀ ମୀଖାଙ୍କ ନିକଟକୁ ଆସିଥିଲା। ଯୋଥମ, ଆହସ ଓ ହିଜକିଯ ରାଜାମାନଙ୍କ ସମୟରେ ଏହି ବାଣୀ ଆସିଥିଲା। ଏମାନେ ସବୁ ଯିହୁଦାର ରାଜା ଥିଲେ ଓ ମୀଖା ଥିଲେ ମାେ ରେଷ୍ଟୀଯ। ସେ ଶମରିଯା ଓ ୟିରୁଶାଲମ ବିଷଯ ରେ ଏହି ଦର୍ଶନ ଲାଭ କଲେ।

ମାଥିଉଲିଖିତ ସୁସମାଚାର 1:9

ଉଜ୍ଜିୟ ଯୋଥମଙ୍କ ବାପା।

Interlinear

Choose Theme