Cross references
ଦିତୀୟ ବଂଶାବଳୀ 13:3
ଅବିଯଙ୍କ ସୈନ୍ଯଦଳ ରେ 4,00,000 ଜଣ ସାହସୀ ସୈନିକ ଥିଲେ। ଅବିଯ ସହେି ସୈନ୍ଯଦଳକୁ ୟୁଦ୍ଧକ୍ଷେତ୍ରକୁ କଢ଼ାଇ ନେଲେ। ୟାରବିଯାମ୍ଙ୍କ ସୈନ୍ଯଦଳ ରେ 8,00,000 ଜଣ ସାହସୀ ସୈନିକ ଥିଲେ। ଅବିଯଙ୍କ ସହିତ ଏକ ୟୁଦ୍ଧ ନିମନ୍ତେ ୟାରବିଯାମ୍ ପ୍ରସ୍ତୁତ ହେଲେ।
ଏଜ୍ରା 8:1
ଏହି ନାମଗୁଡିକ ହେଉଛି ପିତୃବଂଶର ମୁଖ୍ଯମାନେ ଏବଂ ଅନ୍ୟ ଲୋକମାନେ ଯେଉଁମାନେ ଏଜ୍ରାଙ୍କ ସହିତ ବାବିଲୋନରୁ ୟିରୁଶାଲମକୁ ଆସିଥିଲେ। ଆମ୍ଭେ ଅର୍ତ୍ତକ୍ଷସ୍ତ ରାଜାଙ୍କ ସମୟରେ ୟିରୁଶାଲମକୁ ଆସିଥିଲୁ। ଏହିଠା ରେ ସମାନଙ୍କେର ଚିଠା ଦିଆଗଲା।