ଦିତୀୟ ବଂଶାବଳୀ 25:9 · ଓଡ଼ିଆ ବାଇବେଲ
ଅମତ୍ସିଯ ପରମେଶ୍ବରଙ୍କ ସହେି ବ୍ଯକ୍ତିଙ୍କୁ କହିଲେ, କିନ୍ତୁ ମୁଁ ଇଶ୍ରାୟେଲୀୟ ସୈନ୍ଯଦଳକୁ ଯେଉଁ 100 ତାଳନ୍ତ ରୂପା ଦଇେସାରିଛି, ତାହା ବିଷଯ ରେ କ'ଣ କରାୟିବ ? ପରମେଶ୍ବରଙ୍କ ବ୍ଯକ୍ତି ଉତ୍ତର ଦେଲେ, ସଦାପ୍ରଭୁଙ୍କର ପ୍ରଚୁର ଅଛି, ସେ ତୁମ୍ଭକୁ ତାହାଠାରୁ ୟଥେଷ୍ଟ ଅଧିକ ଦଇପୋରନ୍ତି !
Cross references
ଦିତୀୟ ବିବରଣ 8:18
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ସ୍ମରଣ କର। ଏହା କଥା ମନରେଖ ଯେ, ତୁମ୍ଭମାନଙ୍କୁ ସେ ଏପରି କରିବା ପାଇଁ ଶକ୍ତି ଦଇେଛନ୍ତି। ସଦାପ୍ରଭୁ କାହିଁକି ଏପରି କଲେ? କାରଣ ସେ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ପ୍ରତିଜ୍ଞା କରିଥିଲେ ଏପରି କରିବା ପାଇଁ ଯାହାସବୁ ସେ ଆଜି କରିଛନ୍ତି।
ଗୀତସଂହିତା 24:1
ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ। ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।
ହିତୋପଦେଶ 10:22
ସଦାପ୍ରଭୁଙ୍କ ଆଶୀର୍ବାଦ ଧନବାନ୍ କରେ, ପୁଣି ତାହା ଦୁଃଖ ନିବାରଣ କରେ।