ତେଣୁ ଅମତ୍ସିଯ ଇଶ୍ରାୟେଲୀୟ ସୈନ୍ଯମାନଙ୍କୁ ସମାନଙ୍କେ ଗୃହକୁ, ଇଫ୍ରଯିମକୁ ଫରୋଇ ଦେଲେ। ସହେି ଲୋକମାନେ ରାଜା ଓ ଯିହୁଦାର ଲୋକମାନଙ୍କ ଉପରେ ଭୟଙ୍କର କୋରଧ କଲେ। ସମାନେେ ଅତ୍ଯନ୍ତ କୋରଧାନ୍ବିତ ହାଇେ ଗୃହକୁ ଫରେିଗଲେ।
Cross references
ଇଶ୍ରାଲୟଲସଲାକମାଲନ ଉତ୍ତରସଦଇ କହିଲଲ, ଦାଉଦଙ୍କଠାସର ଆମ୍ଭମାନଙ୍କର ଦଶମାଂଶ ଅଧିକାର ଅଛି ମଧ୍ଯ ଦାଉଦଙ୍କଠାସର ତୁମ୍ଭମାନଙ୍କ ଅପଲକ୍ଷା ଆମ୍ଭମାନଙ୍କ ଅଧିକାର ଅଧିକ।ସତଲବ ରାଜାଙ୍କକ୍ସ୍ଟ ଫଲରାଇ ଆଣିବା ପାଇଁ ଆମ୍ଭମାନଙ୍କ ପରାମର୍ଶ କାହିଁକିସନଇନାହିଁ ଓ କାହିଁକି ଆମ୍ଭମାନଙ୍କୁସହଯଜ୍ଞାନ କଲ?
ସଦାପ୍ରଭୁ ଏହିକଥା କହନ୍ତି, 'ତୁମ୍ଭେ ନିଶ୍ଚଯ ତୁମ୍ଭମାନଙ୍କ ଭ୍ରାତା ଇଶ୍ରାୟେଲ ଲୋକମାନଙ୍କ ବିପକ୍ଷ ରେ ୟୁଦ୍ଧ କରିବ ନାହିଁ। ତୁମ୍ଭମାନେେ ସମସ୍ତେ ନିଜ ନିଜ ଗୃହକୁ ଫରେିୟାଅ। କାରଣ ଏହିକାର୍ୟ୍ଯ ମାେ ଦ୍ବାରା ହାଇେଅଛି।' ତେଣୁ ରିହବିଯାମଙ୍କ ସୈନ୍ଯମାନେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ନିଜ ନିଜ ଗୃହକୁ ଫରେିଗଲେ।
ରାଗିଲୋକ ସର୍ବଦା ବିଶୃଙ୍ଖଳା ବାତାବରଣ ସୃଷ୍ଟି କରନ୍ତି। ରାଗି ଲୋକମାନେ କେତକେ ପାପ କରିବସନ୍ତି।