ସଦାପ୍ରଭୁଙ୍କ ଆଶୀର୍ବାଦ ଧନବାନ୍ କରେ, ପୁଣି ତାହା ଦୁଃଖ ନିବାରଣ କରେ।
Cross references
ମୁଁ ତୁମ୍ଭଠାରୁ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବି। ମୁଁ ତୁମ୍ଭକୁ ଆଶୀର୍ବାଦ କରିବି ଓ ତୁମ୍ଭକୁ ମହାନ କରିବି ଏବଂ ତୁମ୍ଭେ ଆଶୀର୍ବାଦର ସଂକତେ ହବେ।
ଅବ୍ରାମ ପଶୁ ଓ ସୁନାରୂପା ରେ ଅତି ଧନବାନ ଥିଲେ।
ମୁଁ ପ୍ରତିଜ୍ଞା କରିଛି ଯେ ମୁଁ ତୁମ୍ଭର କିଛି ରଖିବୀ ନାହିଁ। ଏପରିକି ତୁମ୍ଭ ପାଖ ରେ ଥିବା ସୂତା କିମ୍ବା ଜୋତାର ବନ୍ଧନୀ ମଧ୍ଯ ନବେି ନାହିଁ। ମୁଁ ତୁମ୍ଭକୁ କହିବାକୁ ଚା ହେଁ ନାହିଁ, 'ମୁଁ ଅବ୍ରାମଙ୍କୁ ଧନି କରିଛି।'
ସଦାପ୍ରଭୁ ମାରେ ପ୍ରଭୁଙ୍କୁ ସବୁ କ୍ଷେତ୍ର ରେ ଅତିଶଯ ଆଶୀର୍ବାଦ କରିଛନ୍ତି। ତେଣୁ ସେ ବଡ଼ ଲୋକ ହାଇେଛନ୍ତି। ଆଉ ସଦାପ୍ରଭୁ ତାହାଙ୍କୁ ପଲ ପଲ ଗୋରୁ, ମଷେ, ମୁନା, ରୂପା, ଦାସଦାସୀ, ଓଟ ଓ ଗଧ ଦଇେଛନ୍ତି।
ଏହାପରେ ଇସ୍ହାକ ସହେି ଦେଶ ରେ କୃଷି କର୍ମ କରି ସହେି ବର୍ଷ ଯାହା ଲଗାଇଥିଲେ, ସବୁ ଅମଳ କଲେ। କାରଣ ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ।
ତୁମ୍ଭେ କବେେ କୁହ ନାହିଁ ଯେ, 'ଆପଣା ପରାକ୍ରମ ଓ ବାହୁ ବଳଦ୍ବାରା ଏହି ସମସ୍ତ ଐଶ୍ବର୍ୟ୍ଯ ଲାଭ କରିଛ ବୋଲି।'
ତୁମ୍ଭମାନେେ ସହେି ଦ୍ରବ୍ଯରକ୍ସ୍ଟ କିଛି ନଦବୋ ପାଇଁ ସାବଧାନ ହବୋ ଉଚିତ୍, ଯାହାକି ନଷ୍ଟ କରାୟିବ। ଯଦି ତୁମ୍ଭମାନେେ ସହେି ଦ୍ରବ୍ଯଗୁଡିକୁ ଇଶ୍ରାୟେଲର ଛାଉଣୀ ଭିତରକକ୍ସ୍ଟ ନିଅ, ତୁମ୍ଭମାନେେ ଏହା ଆପଣା ଉପରକକ୍ସ୍ଟ ବିପଦ ଆଣିବ ଏବଂ ତୁମ୍ଭମାନେେ ଇଶ୍ରାୟେଲ ଛାଉଣୀ ଧ୍ବଂସ କରିବାର କାରଣ ହବେ।
କିନ୍ତୁ ଇଶ୍ରାୟେଲ ଲୋକମାନେ ସଦାପ୍ରଭୁଙ୍କ ଦ୍ରବ୍ଯ ନଷ୍ଟ ସମ୍ବନ୍ଧୀଯ ଆଦେଶ ମାନିଲେ ନାହିଁ। ସଠାେରେ ଜଣେ ୟିହକ୍ସ୍ଟଦା ଗୋଷ୍ଠୀବର୍ଗୀଯ ଲୋକ ଥିଲେ, ଯାହାର ନାମ ଆଖନ୍। ସେ କର୍ମିର ପକ୍ସ୍ଟତ୍ର ଥିଲା ଏବଂ କର୍ମି ଜିମୀର ପକ୍ସ୍ଟତ୍ର ଥିଲା। ଯାହା ଧ୍ବଂଶ କରିବାର ଥିଲା, ସେଥିରକ୍ସ୍ଟ କିଛି ଆଖନ ରଖିଥିଲା। ଯେଉଁଥିପାଇଁ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କ ଉପରେ କୋରଧିତ ହେଲେ।
ସଦାପ୍ରଭୁ ଲୋକମାନଙ୍କୁ ନିର୍ଦ୍ଦନ କରନ୍ତି ବା ଧନବାନ କରାନ୍ତି। ସେ ଲୋକମାନଙ୍କୁ ନମ୍ର କରନ୍ତି କିମ୍ବା ସମାନଙ୍କେୁ ଉଚ୍ଚ ସ୍ଥାନ ରେ ପ୍ରତିଷ୍ଠିତ କରାନ୍ତି।
ଆହାବକୁ କୁହ, ମୁଁ ସଦାପ୍ରଭୁ କହୁଅଛି, 'ତୁମ୍ଭେ ନାବୋତକୁ ହତ୍ଯା କରିଛ ଓ ତା'ର ଦ୍ରାକ୍ଷାକ୍ଷେତ୍ରକୁ ଅଧିକାର କରିଅଛ, ମୁଁ ସଦାପ୍ରଭୁ କହୁଛି, ଯେଉଁ ସ୍ଥାନ ରେ ନାବୋତର ମୃତ୍ଯୁ ହାଇେଛି, ସହେି ସ୍ଥାନ ରେ ତୁମ୍ଭର ମୃତ୍ଯୁ ହବେ। କୁକୁରମାନେ ନାବୋତର ରକ୍ତକୁ ଯେଉଁ ସ୍ଥାନ ରେ ଗ୍ଭଟି ଖାଇଥିଲେ, ସହେି ସ୍ଥାନ ରେ ତୁମ୍ଭର ରକ୍ତ ମଧ୍ଯ ଗ୍ଭଟିବେ।'
ଏଥି ରେ ଇଲୀଶାୟ ତାକୁ କହିଲେ, ଏହା ସତ୍ଯ ନୁହେଁ କି? ସେ ଲୋକ ତୁମ୍ଭକୁ ଭଟେିବାକୁ ଯେତବେେଳେ ନିଜ ରଥରୁ ଫରେି ଆସିଲା, ସେତବେେଳେ ମାରେ ଅନ୍ତଃକରଣ ତୁମ୍ଭ ସାଥୀ ରେ ଥିଲା? ଅର୍ଥ, ବସ୍ତ୍ର, ତୈଳ, ଦ୍ରାକ୍ଷା, ମଷେ, ଗୋରୁ ଓ ଦାସ-ଦାସୀ ଗ୍ରହଣ କରିବାର ତାହା କ'ଣ ସମୟ ନୁହେଁ?
ୟାବେଷ୍ ଇଶ୍ରାୟେଲର ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ମୁଁ ପ୍ରାର୍ଥନା କରୁଅଛି ତୁମ୍ଭେ ମାେତେ ଆଶୀର୍ବାଦ କର। ମୁଁ ଇଚ୍ଛା କରେ ଯେ, ତୁମ୍ଭେ ମାେତେ ଅଧିକ ଦେଶ ରାଜତ୍ବ କରିବାକୁ ଦିଅ। ତୁମ୍ଭେ ମାରେ ପାଶେ ପାଶେ ରୁହ ଓ ମାେତେ ଆଘାତ କରିବାକୁ କାହାକୁ ଦିଅ ନାହିଁ। ତବେେ ମାହେର କୌଣସି କଷ୍ଟ ହବେ ନାହିଁ। ୟାବେଷ୍ ଯାହାକିଛି ମାଗିଲେ, ପରମେଶ୍ବର ତାକୁ ସହେିସବୁ ପ୍ରଦାନ କଲେ।
ହିଜକିଯ ଅନକେ ଧନସଂପଦ ଓ ସମ୍ମାନ ଲାଭ କଲେ। ସେ ରୂପା, ସୁନା, ବହୁମୂଲ୍ଯ ମଣିମୁକ୍ତା, ମସଲା, ଢ଼ାଲ ଓ ସମସ୍ତ ପ୍ରକାର ଦ୍ରବ୍ଯ ରଖିବା ନିମନ୍ତେ ସ୍ଥାନସବୁ ନିର୍ମାଣ କଲେ।
ହିଜକିଯ ମଧ୍ଯ ବହୁତ ନଗର ନିର୍ମାଣ କଲେ ଏବଂ ସେ ବହୁତ ମଷେ ଓ ଗୋରୁ ପଲ ପାଇଲେ। ପରମେଶ୍ବର ହିଜକିଯଙ୍କୁ ପ୍ରଚୁର ଧନରତ୍ନ ଦଇେଥିଲେ।
ପରମେଶ୍ବରଙ୍କଠା ରେ ଆସ୍ଥା ବିହୀନ ବ୍ଯକ୍ତି ମୃତ୍ଯୁ ସମୟରେ କ'ଣ ଆଶା କରିବ ? ଯେତବେେଳେ ପରମେଶ୍ବର ତା'ର ପ୍ରାଣ ନିଅନ୍ତି, ସହେି ଲୋକର କୌଣସି ଆଶା ନ ଥାଏ।
ୟଦି ଜଣେ ଧାର୍ମିକ ବ୍ଯକ୍ତି ଲୋକମାନଙ୍କୁ ଆଶୀର୍ବାଦ କରେ ତା' ହେଲେ ପରମେଶ୍ବରଙ୍କ ପ୍ରତିଜ୍ଞା ମୁତାବକ ସମାନେେ ଭୂମି ପାଇବେ। କିନ୍ତୁ ୟଦି ସମାନେେ କୁକର୍ମ ସବୁ ଘଟୁ ବୋଲି କୁହନ୍ତି, ସହେି ଲୋକମାନେ ଧ୍ବଂସ ହବେେ।
ପରମେଶ୍ବର ସମାନଙ୍କେୁ ଆଶୀର୍ବାଦ କରନ୍ତି। ତହିଁରେ ସମାନେେ ଅତିଶଯ ବୃଦ୍ଧି ପାନ୍ତି। ଏବଂ ସମାନଙ୍କେର ବହୁତ ପଶୁପଲ ଊଣା ହୁଅନ୍ତି ନାହିଁ।
ପରମେଶ୍ବର ଗରିବମାନଙ୍କୁ ଧୂଳିରୁ ଉଠାନ୍ତି। ସେ ଦୀନହୀନ ଏବଂ ଅସହାୟମାନଙ୍କୁ ଅଳିଆ ଗଦାରୁ ଉଠାନ୍ତି।
ତୁମ୍ଭମାନେେ ଦୈନନ୍ଦିନ ଜୀବିକା ଉପାର୍ଜନ ନିମନ୍ତେ ପ୍ରଭାତରେ ଉଠ, ଏବଂ ବିଳମ୍ବରେ ବିଶ୍ରାମ କର, ଏହା ତୁମ୍ଭମାନଙ୍କ ନିକଟରେ ବୃଥା। କାରଣ ସଦାପ୍ରଭୁ ଭଲ ପାଉଥିବା ଲୋକମାନଙ୍କୁ ନିଦ୍ରିତ ଅବସ୍ଥାରେ ମଧ୍ଯ ଯତ୍ନ ନିଅନ୍ତି।
ଧନ ସମ୍ପତ୍ତି ହଠାତ୍ ମିଳିପା ରେ ଓ ସହଜ ରେ ଲାଭ ହୁଏ, ପୁଣି ଶଷେ ରେ ଆଶୀର୍ବାଦୟୁକ୍ତ ହବେ ନାହିଁ।
କୃପଣ ମନୁଷ୍ଯ ଧନୀ ହବୋକୁ ବ୍ଯଗ୍ର। ମାତ୍ର ତାହାକୁ ଦାରିଦ୍ର୍ଯ ଗ୍ରାସ କରିବ ବୋଲି ସେ ଜାଣେ ନାହିଁ।
କିନ୍ତୁ ଖୁବ୍ ଶୀଘ୍ର ସହେି ଲୋକମାନେ ତାକୁ ଉପହାସ କରିବେ। ସମାନେେ ତା'ର ପରାଜଯ ବିଷଯ ରେ ଗପ କରିବେ। ସମାନେେ ତାକୁ ପରିହାସ କରି କହିବେ, 'ତାକୁ ଧିକ୍, ୟିଏ ଅନ୍ୟ ଲୋକମାନଙ୍କର ଧନସମ୍ପତ୍ତିକୁ ନଇୟୋଏ। ଆଉ କେତଦେିନ ପର୍ୟ୍ଯନ୍ତ ସେ ଋଣ ସଂଗ୍ରହ ଦ୍ବାରା ଧନୀ ହବେ? ସର୍ବଶଷେ ରେ ତା'ର ସମ୍ପଦସବୁ ତା' ଉପ ରେ ବୋଝ ହବେ।'
ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ମୁଁ ସହେି ନଳାକାର ପୁସ୍ତକକୁ ଗ୍ଭରମାନଙ୍କେର ଗୃହକୁ ପଠାଇବି ଏବଂ ସହେିମାନଙ୍କ ଘରକୁ, ଯେଉଁମାନେ ମାରେ ନାମ ବ୍ଯବହାର କରି ମିଥ୍ଯା ଶପଥ ନଇେଛନ୍ତି। ସହେି ନଳାକାର ପୁସ୍ତକ ପ୍ରେତ୍ୟକକ ଗୃହ ରେ ରହିବ ଏବଂ ଧ୍ବଂସକାରୀ, କଡିକାଠ ତଳେ ଓ ପ୍ରସ୍ତର ତଳେ ରହିବ। ଏପରିକି ପ୍ରସ୍ତର ତଥା କାଷ୍ଠର ସ୍ତମ୍ଭଗୁଡିକ ମଧ୍ଯ ବିନଷ୍ଟ ହବେ।
ଧନୀ ଲୋକେ ! ଶୁଣ ! କ୍ରନ୍ଦନ କର ଓ ଅତି ଦୁଃଖିତ ହୁଅ। କାରଣ ଅତ୍ଯଧିକ କ୍ଲେଶ ତୁମ୍ଭ ଉପରେ ମାଡ଼ି ଆସୁଛି।