Home Bibles ଦିତୀୟ ବଂଶାବଳୀ 25:12 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 25:12 · ଓଡ଼ିଆ ବାଇବେଲ

ଯିହୁଦାର ସୈନ୍ଯଦଳ ମଧ୍ଯ ସଯେୀରର 10,000 ଲୋକଙ୍କୁ କରାଯତ କଲେ। ସମାନେେ ସହେି ଲୋକମାନଙ୍କୁ ସଯେୀରରୁ ସେଲାର ଶୀର୍ଷକୁ ନଇଗେଲେ। ସହେି ଲୋକମାନେ ସେତବେେଳେ ଜୀବିତ ଥିଲେ। ଏହାପରେ ଯିହୁଦାର ସୈନ୍ଯଦଳ ସହେି ଲୋକମାନଙ୍କୁ ସେଲାରୁ ତଳକୁ ଫେପାଡ଼ି ଦେଲେ, ଆଉ ସମାନଙ୍କେର ଶରୀର ତଳେ ଥିବା ପଥର ରେ ପଡ଼ି ଖଣ୍ଡ ବିଖଣ୍ଡ ହାଇଗେଲା।

Cross references

ଦିତୀୟ ଶାମୁୟେଲ 12:31

ସେ ସହରର ଲୋକମାନଙ୍କୁ ବାହାର କରି ଆଣି ସମାନଙ୍କେୁ କରତ ଓ ଲକ୍ସ୍ଟହାମଇ ଓ ଲକ୍ସ୍ଟହା କକ୍ସ୍ଟରାଢି ଦ୍ବାରା କଠିନ କାର୍ୟ୍ଯ କରାଇ ଦଣ୍ତ ଦେଲେ ଓ ସମାନଙ୍କେୁ ଇଟା ତିଆରି କରାଇଲେ। ସେ ଅେମ୍ମାନୀୟମାନଙ୍କ ସମକ୍ସ୍ଟଦାଯ ନଗର ପ୍ରତି ଏପରି କଲେ। ଏହାପରେ ଦାଉଦ ଓ ସମସ୍ତ ଲୋକ ଯିରୁଶାଲମକୁ ଫରେି ଆସିଲେ।

ପ୍ରଥମ ବଂଶାବଳୀ 20:3

ଦାଉଦ ରବ୍ବାର ଲୋକମାନଙ୍କୁ ବାହାର କରି ଆଣିଲେ ଓ ସମାନଙ୍କେୁ କରତ, ଶାବଳ ଓ କୁରାଢ଼ି ଦ୍ବାରା କାର୍ୟ୍ଯ କରିବାକୁ ବାଧ୍ଯ କଲେ। ଦାଉଦ ଅେମ୍ମାନୀୟ ଲୋକମାନଙ୍କର ସମସ୍ତ ନଗରଗୁଡ଼ିକରେ ସହେି ପ୍ରକାର କଲେ। ଏହାପରେ ଦାଉଦ ଓ ସମସ୍ତ ସୈନ୍ଯବାହିନୀ ୟିରୁଶାଲମକୁ ଫରେିଗଲେ।

ଦିତୀୟ ବଂଶାବଳୀ 20:10

କିନ୍ତୁ ଦେଖ, ବର୍ତ୍ତମାନ ଏହି ସ୍ଥାନ ରେ ଅମ୍ ନୋନ, ମାୟୋବ୍ ଓ ସଯେୀର ପର୍ବତ ନିକଟର ଲୋକମାନେ ଉପସ୍ଥିତ ହାଇେଛନ୍ତି। ଇଶ୍ରାୟେଲ ଲୋକମାନେ ଯେତବେେଳେ ମିଶରରୁ ବାହାରି ଆସିଲେ, ତୁମ୍ଭେ ସମାନଙ୍କେୁ ସମାନଙ୍କେର ଦେଶ ରେ ପ୍ରବେଶ କରିବାକୁ ଦଲେ ନାହିଁ। ତେଣୁ ଇଶ୍ରାୟେଲର ଲୋକମାନେ ପଳାଇଗଲେ ଓ ସହେି ଲୋକମାନଙ୍କୁ ମଧ୍ଯ ବିନଷ୍ଟ କଲ ନାହିଁ।

ଦିତୀୟ ବଂଶାବଳୀ 21:8

ଯିହାରୋମ୍ଙ୍କ ସମୟରେ, ଇଦୋମ ଯିହୁଦାର ଅଧୀନତାକୁ ଭଙ୍ଗ କଲା। ଇଦୋମୀଯମାନେ ସମାନଙ୍କେର ନିଜର ରାଜାଙ୍କୁ ମନୋନୀତ କଲେ।

Interlinear

Choose Theme