Home Bibles ଦିତୀୟ ବଂଶାବଳୀ 21:8 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 21:8 · ଓଡ଼ିଆ ବାଇବେଲ

ଯିହାରୋମ୍ଙ୍କ ସମୟରେ, ଇଦୋମ ଯିହୁଦାର ଅଧୀନତାକୁ ଭଙ୍ଗ କଲା। ଇଦୋମୀଯମାନେ ସମାନଙ୍କେର ନିଜର ରାଜାଙ୍କୁ ମନୋନୀତ କଲେ।

Cross references

ଆଦି ପୁସ୍ତକ 27:40

ତୁମ୍ଭେ ଖଡ୍ଗଜୀବି ଓ ଆପଣା ଭ୍ରାତାର ଦାସ ହବେ। କିନ୍ତୁ ତୁମ୍ଭେ ଯେତବେେଳେ ପ୍ରସ୍ତୁତ, ତୁମ୍ଭ କାନ୍ଧରୁ ଜୁଆଳି କାଢ଼ି ଦବେ, ତବେେ ତୁମ୍ଭେ ମୁକ୍ତି ପାଇବ।

ପ୍ରଥମ ରାଜାବଳୀ 22:47

ସହେି ସମୟରେ ଇଦୋମର କହେି ରାଜା ନଥିଲେ। ଯିହୁଦାର ରାଜାଙ୍କ ଦ୍ବାରା ନିୟୁକ୍ତି ଜଣେ ପ୍ରତିନିଧି ତା'ର ଶାସନ ଚଳାଇଲେ।

ଦିତୀୟ ରାଜାବଳୀ 3:9

ତହୁଁ ଇଶ୍ରାୟେଲର ରାଜା ଯିହୁଦାର ରାଜା ଓ ଇଦୋମର ରାଜା ଏକତ୍ର ସାତଦିନ ଧରି ୟାତ୍ରା କଲେ। ସମାନଙ୍କେର ସୈନ୍ଯମାନଙ୍କ ପାଇଁ ଓ ପଶୁମାନଙ୍କ ପାଇଁ କୌଣସି ଜଳ ନଥିଲା।

ଦିତୀୟ ରାଜାବଳୀ 8:20

ତାଙ୍କ ସମୟରେ ଯିହୁଦାର ଶାସନ ବିରୁଦ୍ଧ ରେ ଇଦୋମୀଯମାନେ ବିଦ୍ରୋହ କଲେ ଓ ସମାନେେ ସମାନଙ୍କେର ଏକ ରାଜା ବାଛିଲେ।

ଦିତୀୟ ବଂଶାବଳୀ 20:22

ସହେି ଲୋକମାନେ ପରମେଶ୍ବରଙ୍କର ପ୍ରଶଂସା ଓ ଗାନ କରିବା ସମୟରେ ସଦାପ୍ରଭୁ ଅମ୍ମାନେ, ମାୟୋବ ଓ ସଯେୀର ପାର୍ବତ୍ଯାଞ୍ଚଳର ଲୋକମାନଙ୍କର ଉପରେ ଅତର୍କିତ ଆକ୍ରମଣ କରାଇଲେ। ଯେଉଁ ଲୋକମାନେ ଯିହୁଦାକୁ ଆକ୍ରମଣ କରିବାକୁ ଆସିଥିଲେ, ସମାନେେ ପ୍ରହାରିତ ହେଲେ।

ଦିତୀୟ ବଂଶାବଳୀ 21:10

ସହେି ସମୟଠାରୁ ଆଜି ପର୍ୟ୍ଯନ୍ତ ଇଦୋମ ଯିହୁଦାର ବିରୋଧୀ ବିଦ୍ରୋହୀ ହାଇେ ରହିଅଛି। ଲିବ୍ନା ସହରର ଲୋକମାନେ ମଧ୍ଯ ଯିହାରୋମ୍ଙ୍କ ବିରୁଦ୍ଧ ରେ ଉଠିଲେ। ଯିହାରୋମ୍ ସଦାପ୍ରଭୁ ପରମେଶ୍ବରଙ୍କୁ ତ୍ଯାଗ କରିଥିବାରୁ ଏହିପରି ଘଟିଲା। ସେ ଯିହାରୋମ୍ଙ୍କ ପୂର୍ବପୁରୁଷଗଣଙ୍କର ପରମେଶ୍ବର ଅଟନ୍ତି।

ଦିତୀୟ ବଂଶାବଳୀ 28:17

ଇଦୋମୀଯମାନେ ଲୋକମାନଙ୍କୁ ଧରିଲେ ଓ ସମାନଙ୍କେୁ ବନ୍ଦୀ କରି ନଇଗେଲେ। ତେଣୁ ରାଜା ଆହସ୍, ଅଶୂରୀଯ ରାଜାଙ୍କୁ ସାହାୟ୍ଯ ମାଗିଲେ।

Interlinear

Choose Theme