ଦାଉଦ ରବ୍ବାର ଲୋକମାନଙ୍କୁ ବାହାର କରି ଆଣିଲେ ଓ ସମାନଙ୍କେୁ କରତ, ଶାବଳ ଓ କୁରାଢ଼ି ଦ୍ବାରା କାର୍ୟ୍ଯ କରିବାକୁ ବାଧ୍ଯ କଲେ। ଦାଉଦ ଅେମ୍ମାନୀୟ ଲୋକମାନଙ୍କର ସମସ୍ତ ନଗରଗୁଡ଼ିକରେ ସହେି ପ୍ରକାର କଲେ। ଏହାପରେ ଦାଉଦ ଓ ସମସ୍ତ ସୈନ୍ଯବାହିନୀ ୟିରୁଶାଲମକୁ ଫରେିଗଲେ।
Cross references
ମିଶରୀଯମାନେ ଇଶ୍ରାୟେଲୀୟମାନଙ୍କର ଜୀବନ ଦୁର୍ବିସହ କଲେ। ସମାନେେ ସମାନଙ୍କେୁ କାଦୁଅ ଓ ଇଟା ତିଆରି କରିବା ପାଇଁ ବଧ୍ଯ କଲେ। ସମାନଙ୍କେୁ ମଧ୍ଯ ବିଲ ରେ କଠିନ ପରିଶ୍ରମ କରାଇଲେ। ସମାନେେ ପ୍ରେତ୍ୟକକ କ୍ଷେତ୍ର ରେ ସମାନଙ୍କେୁ ଅଧିକ ପରିଶ୍ରମ କରିବାକୁ ବାଧ୍ଯ କଲେ।
ଏଥି ନିମନ୍ତେ ତୁମ୍ଭମାନେେ ଶାପଗ୍ରସ୍ତ ହେଲ। ତୁମ୍ଭମାନେେ ମାରେ ପରମେଶ୍ବରଙ୍କ ଗୃହର କାଠ କଟାଳି ଓ ଜଳ କଢାଳି ହାଇେ ସବୁଦିନ ପାଇଁ ରହିବ।
ସୁକ୍କୋତର ନତେୃବର୍ଗମାନେ ଗିଦ୍ଦିୟୋନଙ୍କକ୍ସ୍ଟ କହିଲେ, ସବହେ ଓ ସଲମକ୍ସ୍ଟନ୍ନରଙ୍କକ୍ସ୍ଟ ଏପର୍ୟ୍ଯନ୍ତ ଅକ୍ତିଆର କରି ନାହିଁ? ଆମ୍ଭେ ତୁମ୍ଭର ସୈନ୍ଯଙ୍କକ୍ସ୍ଟ କାହିଁକି ଖାଦ୍ୟ ଦବେକ୍ସ୍ଟ?
ଗିଦ୍ଦିୟୋନ ସୁକ୍କୋତର ସମସ୍ତ ପ୍ରାଚୀନବର୍ଗମାନଙ୍କୁ ଏକତ୍ରୀତ କଲେ ଓ ସମାନଙ୍କେୁ କାନକୋଳି କଣ୍ଟା ରେ ବାଡଇେଲେ।
ସେ ସହରର ଲୋକମାନଙ୍କୁ ବାହାର କରି ଆଣି ସମାନଙ୍କେୁ କରତ ଓ ଲକ୍ସ୍ଟହାମଇ ଓ ଲକ୍ସ୍ଟହା କକ୍ସ୍ଟରାଢି ଦ୍ବାରା କଠିନ କାର୍ୟ୍ଯ କରାଇ ଦଣ୍ତ ଦେଲେ ଓ ସମାନଙ୍କେୁ ଇଟା ତିଆରି କରାଇଲେ। ସେ ଅେମ୍ମାନୀୟମାନଙ୍କ ସମକ୍ସ୍ଟଦାଯ ନଗର ପ୍ରତି ଏପରି କଲେ। ଏହାପରେ ଦାଉଦ ଓ ସମସ୍ତ ଲୋକ ଯିରୁଶାଲମକୁ ଫରେି ଆସିଲେ।
ଇଶ୍ରାୟେଲୀୟମାନେ ସମାନଙ୍କେୁ ବିନାଶ କରିବାକୁ କ୍ଷମ ହାଇେ ନ ଥିଲେ। ମାତ୍ର ଶଲୋମନ ସମାନଙ୍କେୁ ବେଠିକର୍ମ କରିବାକୁ ଦାସରୂପେ ସଂଗ୍ରହ କଲେ। ଅବଧି ସମାନେେ ଦାସ ହାଇେ ରହିଛନ୍ତି।
ଏ ଉତ୍ତା ରେ ଦାଉଦ କହିଲେ, ନାହଶ୍ ମାେ ପ୍ରତି ଦୟାଳୁ ହାଇେଥିଲେ, ତେଣୁ ମୁଁ ନାହଶଙ୍କ ପୁତ୍ର ହାନୂନ ପ୍ରତି ଦୟାଳୁ ହବେି। ତେଣୁ ହାନୂନଙ୍କୁ ତାହାଙ୍କ ପିତାଙ୍କ ମୃତ୍ଯୁ ବିଷଯକ ସାନ୍ତ୍ବନା ଦବୋ ନିମନ୍ତେ ଦାଉଦ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ଦାଉଦଙ୍କ ବାର୍ତ୍ତାବାହକମାନେ ହାନୂନ୍ଙ୍କୁ ସାନ୍ତ୍ବନା ଦବୋ ନିମନ୍ତେ ଅମ୍ମାନେ ଦେଶକୁ ଗଲେ।
ହେ ପରମେଶ୍ବର ତୁମ୍ଭେ ଆପଣା ଶତ୍ରୁମାନଙ୍କୁ ଦଖାଇେ ଦିଅ ୟେ ତୁମ୍ଭେ ସବୁଠାରୁ ଶକ୍ତିଶାଳୀ। ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି। ତୁମ୍ଭର ଶକ୍ତି ସେ ସମସ୍ତଙ୍କୁ ପରାଜିତ କରିବ।