Home Bibles ଦିତୀୟ ବଂଶାବଳୀ 24:8 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 24:8 · ଓଡ଼ିଆ ବାଇବେଲ

ରାଜା ଯୋୟାଶ୍ ଏକ ବାକ୍ସ ନିର୍ମାଣ କରିବାକୁ ଓ ସଦାପ୍ରଭୁଙ୍କ ମନ୍ଦିର ଦ୍ବାରର ବାହାର ପାଶର୍‌ବ ରେ ରଖିବାକୁ ଆଦେଶ ଦେଲେ।

Cross references

ଦିତୀୟ ରାଜାବଳୀ 12:8

ତେଣୁ ଯାଜକମାନେ ଲୋକମାନଙ୍କଠାରୁ ଟଙ୍କା ନନବୋକୁ ସମ୍ମତ ହେଲେ। ଏବଂ ମଧ୍ଯ ମନ୍ଦିର ମରାମତି ନ କରିବାକୁ ସ୍ଥିର କଲେ।

ମାର୍କଲିଖିତ ସୁସମାଚାର 12:41

ଯୀଶୁ ମନ୍ଦିରର ଦାନ ବାକ୍ସ ପାଖ ରେ ବସିଥିଲେ। ଲୋକମାନେ କିଭଳି ଭାବରେ ଦାନ ବାକ୍ସ ରେ ଟଙ୍କା ଭର୍ତ୍ତି କରୁଛନ୍ତି, ତାହା ସେ ଲକ୍ଷ୍ଯ କରୁଥିଲେ। ବହୁତ ଧନୀ ଲୋକ ଦାନ ବାକ୍ସ ରେ ପ୍ରଚୁର ଟଙ୍କା ପକାଉଥିଲେ।

Interlinear

Choose Theme