Home Bibles ଦିତୀୟ ରାଜାବଳୀ 12:8 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 12:8 · ଓଡ଼ିଆ ବାଇବେଲ

ତେଣୁ ଯାଜକମାନେ ଲୋକମାନଙ୍କଠାରୁ ଟଙ୍କା ନନବୋକୁ ସମ୍ମତ ହେଲେ। ଏବଂ ମଧ୍ଯ ମନ୍ଦିର ମରାମତି ନ କରିବାକୁ ସ୍ଥିର କଲେ।

Cross references

ଦିତୀୟ ରାଜାବଳୀ 22:4

ତୁମ୍ଭେ ମହାୟାଜକ ହିଲକିଯ ନିକଟକୁ ୟାଅ, ତାଙ୍କୁ କୁହ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ଯେଉଁ ମୁଦ୍ରା ଦ୍ବାରପାଳମାନେ ଲୋକମାନଙ୍କଠାରୁ ସଂଗ୍ରହ କରୁଛନ୍ତି, ସେ ମୁଦ୍ରା ଏଣିକି ଆଣ।

ଦିତୀୟ ବଂଶାବଳୀ 24:8

ରାଜା ଯୋୟାଶ୍ ଏକ ବାକ୍ସ ନିର୍ମାଣ କରିବାକୁ ଓ ସଦାପ୍ରଭୁଙ୍କ ମନ୍ଦିର ଦ୍ବାରର ବାହାର ପାଶର୍‌ବ ରେ ରଖିବାକୁ ଆଦେଶ ଦେଲେ।

Interlinear

Choose Theme