Home Bibles ଦିତୀୟ ବଂଶାବଳୀ 23:2 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 23:2 · ଓଡ଼ିଆ ବାଇବେଲ

ସମାନେେ ଯିହୁଦାର ଚାରିଆଡ଼େ ୟାଇ ସବୁ ସହରରୁ ଲବେୀୟମାନଙ୍କୁ ସଂଗ୍ରହ କଲେ। ସମାନେେ ଇଶ୍ରାୟେଲ ବଂଶର ନେତାମାନଙ୍କୁ ମଧ୍ଯ ଏକତ୍ରୀତ କଲେ। ଏହାପରେ ସମାନେେ ୟିରୁଶାଲମକୁ ଫରେିଗଲେ।

Cross references

ପ୍ରଥମ ବଂଶାବଳୀ 15:12

ଦାଉଦ ସମାନଙ୍କେୁ କହିଲେ, ତୁମ୍ଭମାନେେ ଲବେୀ ଗୋଷ୍ଠୀର ନେତା ଅଟ। ତୁମ୍ଭେ ଓ ଅନ୍ୟ ଲବେୀୟମାନେ ନିଜକୁ ପବିତ୍ର କରିବା ନିତାନ୍ତ ଆବଶ୍ଯକ। ଏହାପରେ ମୁଁ ନିଯମସିନ୍ଦୁକ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛି, ତୁମ୍ଭମାନେେ ତାହାକୁ ସହେି ସ୍ଥାନକୁ ଆଣିବ।

ପ୍ରଥମ ବଂଶାବଳୀ 24:6

ଶମଯିଯ ସଂପାଦକ ଥିଲେ। ସେ ନଥନଲଙ୍କେ ପୁତ୍ର ଥିଲେ। ଶମଯିଯ ଲବେୀ ଗୋଷ୍ଠୀରୁ ଆସିଥିଲେ। ଶମଯିଯ ସହେି ବଂଶଧରମାନଙ୍କ ନାମ ଲେଖିଲେ। ସେ ସହେି ନାମଗୁଡ଼ିକୁ ରାଜା ଦାଉଦ ଓ ସହେି ନେତାଗଣ : ଯାଜକ ସାଦୋକ, ଅହୀମଲକେ, ଯାଜକମାନଙ୍କର ବଂଶଜ ନେତା ଓ ଲବେୀ ବଂଶଜ ନେତାମାନଙ୍କ ସମ୍ମୁଖ ରେ ଲେଖିଲେ। ଅହୀମଲକେ ଅବିଯାଥରଙ୍କ ପୁତ୍ର ଥିଲେ। ପ୍ରତିଥର ଗୁଳାବାଣ୍ଟ ଦ୍ବାରା ସମାନେେ ଜଣେ ବ୍ଯକ୍ତିକୁ ମନୋନୀତ କଲେ ଓ ଶମଯିଯ ସହେି ଲୋକର ନାମ ଲେଖି ରଖିଲେ। ତେଣୁ ସମାନେେ ଇଲିଯାସର ଓ ଈଥାମରଙ୍କ ପରିବାରର ବ୍ଯକ୍ତିମାନଙ୍କର ମଧ୍ଯ କାମକୁ ଭାଗ କରି ଦେଲେ।

ଦିତୀୟ ବଂଶାବଳୀ 11:13

ଇଶ୍ରାୟେଲର ସମସ୍ତ ଯାଜକ ଓ ଲବେୀୟଗଣ ରିହବିଯାମ୍ ସହ ଏକମତ ହେଲେ ଓ ତାଙ୍କ ସହିତ ୟୋଗ ଦେଲେ।

ଦିତୀୟ ବଂଶାବଳୀ 21:2

ଯିହାରୋମ୍ ଯିହାଶାଫେଟ୍ଙ୍କ ପୁତ୍ର ଥିଲେ।' ଯିହାରୋମ୍ଙ୍କ ଭ୍ରାତାମାନେ ଥିଲେ ଅସରିଯ, ୟିହୀଯେଲ୍, ଜିଖରିଯ, ଅସରିଯାହ, ମୀଖାଯଲେ, ଶଫ୍ଟିଯ। ଏହି ବ୍ଯକ୍ତିମାନେ ଯିହାଶାଫେଟ୍ଙ୍କର ପୁତ୍ରଗଣ ଥିଲେ। ଯିହାଶାଫେଟ୍ ଯିହୁଦାର ରାଜା ଥିଲେ।

ଗୀତସଂହିତା 112:5

ଦରକାର ବେଳେ ଋଣ ଦବୋ ଏବଂ ଉଧାର ହବୋ, ଏହା ଗୋଟିଏ ଲୋକର ଭଲ ଗୁଣ। କୌଣସି ବ୍ଯକ୍ତି ନିଜର ବ୍ଯାପାରରେ ଧାର୍ମିକତା ଅବଲମ୍ବନ କରିବା ମଙ୍ଗଳ ଅଟେ।

ମାଥିଉଲିଖିତ ସୁସମାଚାର 10:16

ସାବଧାନ, ଗଧିଆମାନଙ୍କ ଭିତ ରେ ମଷେମାନଙ୍କୁ ଛାଡିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ। କପୋତ ଭଳି ନିରୀହ ହୁଅ।

ଏଫିସୀୟଙ୍କ ପ୍ରତି ପତ୍ର 5:15

ଅତଏବ କିପରି ଜୀବନ କାଟୁଅଛ, ଏବିଷୟ ରେ ବିଶଷେ ସାବଧାନ ରୁହ। ନିର୍ ବୋଧ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ମାତ୍ର ଜ୍ଞାନୀ ଲୋକଙ୍କ ପରି ଜୀବନଯାପନ କର।

Interlinear

Choose Theme