Home Bibles ଦିତୀୟ ବଂଶାବଳୀ 11:13 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 11:13 · ଓଡ଼ିଆ ବାଇବେଲ

ଇଶ୍ରାୟେଲର ସମସ୍ତ ଯାଜକ ଓ ଲବେୀୟଗଣ ରିହବିଯାମ୍ ସହ ଏକମତ ହେଲେ ଓ ତାଙ୍କ ସହିତ ୟୋଗ ଦେଲେ।

Cross references

ଦିତୀୟ ବିବରଣ 12:19

ସାବଧାନ ହବେ, ତୁମ୍ଭମାନେେ ଆପଣା ଭୂମିରେ ବାସ କରିବା ୟାଏ ଓ ବଞ୍ଚି ରହିଥିବା ୟାଏ ଲବେୀୟମାନଙ୍କୁ ତ୍ଯାଗ କରିବ ନାହିଁ।

ଯିହୋଶୂୟ 22:19

ଯଦି ତୁମ୍ଭର ଅଧିକାର ଦେଶ ତୁମ୍ଭମାନଙ୍କ ପାଇଁ ଉପାସନା କରିବାକୁ ଅନିଛକ୍ସ୍ଟକ ହକ୍ସ୍ଟଏ, ତବେେ ତୁମ୍ଭମାନେେ ଆମ୍ଭ ନିକଟକକ୍ସ୍ଟ ପଳାଇ ଆସ। ଯେଉଁ ସ୍ଥାନ ରେ ସଦାପ୍ରଭୁଙ୍କ ଆବାସ ବାସ କରେ ସଦାପ୍ରଭୁଙ୍କର ସହେି ଅଧିକାର ଦେଶକକ୍ସ୍ଟ ଆ ସେ। କିନ୍ତୁ ସଦାପ୍ରଭୁଙ୍କର ବିରକ୍ସ୍ଟଦ୍ଧାଚରଣ କର ନାହିଁ। କଦାପି ଅନ୍ୟ ଏକ ୟଜ୍ଞବଦେୀ ସ୍ଥାପନ କରନାହିଁ। ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ଯେଉଁ ୟଜ୍ଞବଦେୀ ଅଛି ତା ଛଡା ଅନ୍ୟ ୟଜ୍ଞବଦେୀ ନିର୍ମାଣ ନ କର।

ପ୍ରଥମ ରାଜାବଳୀ 12:17

ତଥାପି ଇଶ୍ରାୟେଲ ଯେଉଁ ଲୋକମାନେ ଯିହୁଦାର ନଗରମାନଙ୍କ ରେ ବାସ କରୁଥିଲେ ରିହବିଯାମ ସମାନଙ୍କେ ଉପରେ ଶାସନ କଲେ।

ପ୍ରଥମ ରାଜାବଳୀ 15:17

ବାଶା ଯିହୁଦା ବିରୁଦ୍ଧ ରେ ୟୁଦ୍ଧ କଲେ। ସେ କାହାରିକୁ ଆସାଙ୍କ ନିକଟକୁ ୟିବାକୁ ଦେଲେ ନାହିଁ କିମ୍ବା ସଠାରୁେ କାହାରିକୁ ଆସିବାକୁ ଦେଲେ ନାହିଁ। ତେଣୁ ସେ ଇଶ୍ରାୟେଲର ରାମା ନଗରକୁ ସୁଦୃଢ କଲେ।

ଦିତୀୟ ରାଜାବଳୀ 4:42

ଅନନ୍ତର ଜଣେ ଲୋକ ବାଲ୍-ଶାଲିଶାରୁ ପରମେଶ୍ବରଙ୍କ ଲୋକଙ୍କ ନିକଟକୁ ପ୍ରଥମ ଫଳ ରେ ରୋଟୀ ଅର୍ଥାତ୍ କୋଡିଏ ୟବ ରୋଟୀ ଓ ନୂତନ ଶସ୍ଯର ଶୀଷା ଆପଣା ଝୁଲି ରେ ନଇେ ଆସିଲା। ତହିଁରେ ଇଲୀଶାୟ କହିଲେ, ଲୋକମାନଙ୍କୁ ଦିଅ, ସମାନେେ ଭୋଜନ କରନ୍ତୁ।

ଦିତୀୟ ବଂଶାବଳୀ 16:1

ଆସା ରାଜା ହବୋର ଛତିଶ୍ତମ ବର୍ଷ ରେ, ବାଶା ଯିହୁଦା ଦେଶକୁ ଆକଅମଣ କଲେ। ବାଶା ଇଶ୍ରାୟେଲର ରାଜା ଥିଲେ। ସେ ରାମା ସହରକୁ ଗଲେ ଓ ତାହାକୁ ଏକ ଦୁର୍ଗ ରେ ପରିଣତ କଲେ। ଯିହୁଦାର ରାଜା ଆସାଙ୍କ ନିକଟକୁ ୟିବା ଆସିବା କରୁଥିବା ଲୋକମାନଙ୍କୁ ସ୍ଥଗିତ କରାଇବାର ଏକ ସ୍ଥାନରୂପେ ବାଶା ରାମା ସହରକୁ ବ୍ଯବହାର କଲେ।

ଦିତୀୟ ବଂଶାବଳୀ 23:2

ସମାନେେ ଯିହୁଦାର ଚାରିଆଡ଼େ ୟାଇ ସବୁ ସହରରୁ ଲବେୀୟମାନଙ୍କୁ ସଂଗ୍ରହ କଲେ। ସମାନେେ ଇଶ୍ରାୟେଲ ବଂଶର ନେତାମାନଙ୍କୁ ମଧ୍ଯ ଏକତ୍ରୀତ କଲେ। ଏହାପରେ ସମାନେେ ୟିରୁଶାଲମକୁ ଫରେିଗଲେ।

ଦିତୀୟ ବଂଶାବଳୀ 30:1

ରାଜା ହିଜକିଯ ଇଶ୍ରାୟେଲ ଓ ଯିହୁଦାର ସବୁ ଲୋକମାନଙ୍କ ନିକଟକୁ ବର୍ତ୍ତମାନ ପ୍ ରରଣେ କଲେ। ସେ ଇଫ୍ରଯିମ ଓ ମନଃଶିର ଲୋକମାନଙ୍କ ନିକଟକୁ ମଧ୍ଯ ପତ୍ରମାନ ଲେଖିଲେ। ହିଜକିଯ ସହେି ସମସ୍ତ ଲୋକଙ୍କୁ ୟିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ଆସିବା ନିମନ୍ତେ ନିମନ୍ତ୍ରଣ ଜଣାଇଲେ, ଯେପରି ସମାନେେ ସମସ୍ତ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନିମନ୍ତେ ନିସ୍ତାରପର୍ବ ପାଳନ କରିପାରିବେ।

ଯିରିମିୟ 23:38

ମାତ୍ର 'ତୁମ୍ଭମାନେେ ସଦାପ୍ରଭୁଙ୍କର ଭାରୋକ୍ତି ବୋଲି' କୁହ ନାହିଁ। ତୁମ୍ଭମାନେେ ଯଦି ଏହିକଥା କୁହ, ତବେେ ସଦାପ୍ରଭୁ କହନ୍ତି, 'ଆମ୍ଭେ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କର ଭାରୋକ୍ତି ନ କହିବାକୁ କହିଥିଲୁ, ତଥାପି 'ତୁମ୍ଭମାନେେ ସହେି ଉଚ୍ଚ ଶବ୍ଦ ବ୍ଯବହାର କଲ ?'

Interlinear

Choose Theme