Home Bibles ଦିତୀୟ ବଂଶାବଳୀ 23:19 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 23:19 · ଓଡ଼ିଆ ବାଇବେଲ

ଯିହାୟୋଦାରଦା ସଦାପ୍ରଭୁଙ୍କ ମନ୍ଦିରର ଫାଟକ ନିକଟରେ ରକ୍ଷୀଗଣଙ୍କୁ ନିୟୁକ୍ତ କଲେ, ଯେପରି କୌଣସି ଅପରିଷ୍କୃତ ବ୍ଯକ୍ତି ମନ୍ଦିର ମଧିଅରେ ପ୍ରବେଶ କରିପାରିବ ନାହିଁ।

Cross references

ପ୍ରଥମ ବଂଶାବଳୀ 9:22

ପ୍ରବେଶ ଦ୍ବାରର ଦ୍ବାରପାଳ ନିମନ୍ତେ ସମୁଦାଯ 212 ଜଣ ଲୋକଙ୍କୁ ମନୋନୀତ କରାୟାଇଥିଲା। ସମାନଙ୍କେର ନାମ ସମାନଙ୍କେ ପରିବାର ଇତିହାସ ରେ ଓ ସମାନଙ୍କେ ଗ୍ରାମଗୁଡ଼ିକରେ ଲଖାୟୋଇଅଛି। ଦାଉଦ ଓ ଦର୍ଶକ ଶାମୁଯଲେ ସମାନଙ୍କେୁ ସହେି ଜାଗା ରେ ନିୟୁକ୍ତ କରିଥିଲେ। କାରଣ ସମାନେେ ବିଶ୍ବସ୍ତ ଥିଲେ।

ପ୍ରଥମ ବଂଶାବଳୀ 9:23

ଦ୍ବାରପାଳମାନେ ଓ ସମାନଙ୍କେର ବଂଶଧରମାନେ ସଦାପ୍ରଭୁଙ୍କ ଗୃହ, ପବିତ୍ର ତମ୍ବୁର ସୁରକ୍ଷା ଦାଯିତ୍ବ ରେ ଥିଲେ।

ପ୍ରଥମ ବଂଶାବଳୀ 26:1

ଦ୍ବାରପାଳମାନଙ୍କର ଦଳଗୁଡ଼ିକ :

ଦିତୀୟ ବଂଶାବଳୀ 8:14

ଶଲୋମନ ତାଙ୍କ ପିତା ଦାଉଦଙ୍କର ଦତ୍ତ ନିର୍ଦ୍ଦଶାେବଳିକୁ ପାଳନ କଲେ। ଶଲୋମନ ଯାଜକମାନଙ୍କର ଦଳକୁ ସମାନଙ୍କେର ସବୋକାର୍ୟ୍ଯ ନିମନ୍ତେ ମନୋନୀତ କଲେ। ଶଲୋମନ ଲବେୀୟମାନଙ୍କୁ ମଧ୍ଯ ସମାନଙ୍କେର ସବୋକାର୍ୟ୍ଯ ନିମନ୍ତେ ମନୋନୀତ କଲେ। ଲବେୀୟମାନଙ୍କର କାର୍ୟ୍ଯ ଥିଲା ପ୍ରଶଂସା ଗାନ ରେ ନତେୃତ୍ବ ଦବୋ ଓ ମନ୍ଦିରର ସବୋକାର୍ୟ୍ଯ ନିମନ୍ତେ ଦୈନନ୍ଦିନ ଯେଉଁ ବିଷଯମାନ କରାୟାଏ, ସେଥି ରେ ଯାଜକମାନଙ୍କୁ ସାହାୟ୍ଯ କରିବା। ଆଉ ଶଲୋମନ ଦ୍ବାର ନିକଟରେ ସବୋକାର୍ୟ୍ଯ କରିବା ନିମନ୍ତେ ଦ୍ବାରପାଳମାନଙ୍କୁ ସମାନଙ୍କେର ଦଳ ଅନୁୟାଯୀ ମନୋନୀତ କଲେ। ପରମେଶ୍ବରଙ୍କ ଲୋକ ଦାଉଦ ତାକୁ ଏହା କରିବା ପାଇଁ ନିର୍ଦ୍ଦଶେ ଦଇେଥିଲେ।

Interlinear

Choose Theme