Home Bibles ଦିତୀୟ ବଂଶାବଳୀ 20:31 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 20:31 · ଓଡ଼ିଆ ବାଇବେଲ

ଯିହାଶାଫେଟ୍ ଯିହୁଦା ଉପରେ ରାଜତ୍ବ କରିବାକୁ ଆରମ୍ଭ କଲେ, ଯେତବେେଳେ ସେ 35 ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ପଚିଶ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅସୂବା। ଅସୂବା ଶିଲ୍ହିରଙ୍କ କନ୍ଯା ଥିଲେ।

Cross references

ପ୍ରଥମ ରାଜାବଳୀ 22:41

ଇଶ୍ରାୟେଲର ରାଜା ଆହାବ୍ଙ୍କ ରାଜତ୍ବର ଚତୁର୍ଥ ବର୍ଷ ରେ ଆସାଙ୍କର ପୁତ୍ର ଯିହାଶାଫେଟ୍ ଯିହୁଦାର ରାଜା ହେଲେ।

Interlinear

Choose Theme