Home Bibles ପ୍ରଥମ ରାଜାବଳୀ 22:41 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 22:41 · ଓଡ଼ିଆ ବାଇବେଲ

ଇଶ୍ରାୟେଲର ରାଜା ଆହାବ୍ଙ୍କ ରାଜତ୍ବର ଚତୁର୍ଥ ବର୍ଷ ରେ ଆସାଙ୍କର ପୁତ୍ର ଯିହାଶାଫେଟ୍ ଯିହୁଦାର ରାଜା ହେଲେ।

Cross references

ପ୍ରଥମ ରାଜାବଳୀ 15:24

ଏହାପରେ ଆସା ମୃତ୍ଯୁବରଣ କଲେ ଓ ନିଜର ପିତୃପୁରୁଷଗଣଙ୍କ ସହିତ ଦାଉଦ ନଗର ରେ କବର ଦେଲେ। ତାଙ୍କ ମୃତ୍ଯୁପରେ ତାଙ୍କର ପୁତ୍ର ଯିହାଶାଫେଟ୍ ରାଜତ୍ବ କଲେ।

ପ୍ରଥମ ରାଜାବଳୀ 22:2

ତତ୍ପରେ ତୃତୀୟ ବର୍ଷ ରେ ଯିହୁଦାର ରାଜା ୟିହୋଶାଫଟ, ଇଶ୍ରାୟେଲର ରାଜା ଆହାବ୍ଙ୍କୁ ସାକ୍ଷାତ କରିବାକୁ ଆସିଲେ।

ପ୍ରଥମ ବଂଶାବଳୀ 3:10

ଶଲୋମନଙ୍କର ପୁତ୍ର ଥିଲେ ରିହବିଯାମ୍ ଓ ରିହବିଯାମ୍ଙ୍କର ପୁତ୍ର ଥିଲେ ଅବିଯ। ଅବିଯଙ୍କର ପୁତ୍ର ଥିଲେ ଆସା। ଆସାଙ୍କର ପୁତ୍ର ଥିଲେ ଯିହାଶାଫେଟ୍।

ଦିତୀୟ ବଂଶାବଳୀ 17:1

ଆସାଙ୍କ ସ୍ଥାନ ରେ ଯିହାଶାଫେଟ୍ ଯିହୁଦାର ନୂତନ ରାଜା ହେଲେ। ଯିହାଶାଫେଟ୍ ଆସାଙ୍କର ପୁତ୍ର ଥିଲେ। ଯିହାଶାଫେଟ୍ ଯିହୁଦାକୁ ଆହୁରି ବଳିଷ୍ଠ କଲେ, ଯେପରି ସମାନେେ ଇଶ୍ରାୟେଲ ବିରୁଦ୍ଧ ରେ ଲଢ଼ଇେ କରିପାରିବେ।

ଦିତୀୟ ବଂଶାବଳୀ 20:31

ଯିହାଶାଫେଟ୍ ଯିହୁଦା ଉପରେ ରାଜତ୍ବ କରିବାକୁ ଆରମ୍ଭ କଲେ, ଯେତବେେଳେ ସେ 35 ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ପଚିଶ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲା ଅସୂବା। ଅସୂବା ଶିଲ୍ହିରଙ୍କ କନ୍ଯା ଥିଲେ।

Interlinear

Interlinear data is unavailable for this verse.

Choose Theme