Home Bibles ଦିତୀୟ ବଂଶାବଳୀ 14:7 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 14:7 · ଓଡ଼ିଆ ବାଇବେଲ

ଆସା ଯିହୁଦାର ଲୋକମାନଙ୍କୁ କହିଲେ, ଆସା, ଆମ୍ଭମାନେେ ଏହିସବୁ ସହର ଓ ସଗେୁଡ଼ିକର ଚତୁର୍ଦ୍ଦିଗ ରେ ପ୍ରାଚୀର ନିର୍ମାଣ କରିବା। ଆସ, ଆମ୍ଭମାନେେ ଦୁର୍ଗ, ଦ୍ବାର ଓ ଦ୍ବାରର କିଳିଣିସବୁ ନିର୍ମାଣ କରିବା ଆମ୍ଭମାନେେ ଏହି ଦେଶ ରେ ବାସ କରୁଥିବା ସମୟରେ ହିଁ ଆସ, ଏହା କରିବା। ଏହି ଦେଶ ଆମ୍ଭମାନଙ୍କର ଅଟେ, କାରଣ ଆମ୍ଭମାନେେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବରଙ୍କ ଅନୁଗମନ କରିଅଛୁ। ସେ ଆମ୍ଭମାନଙ୍କର ଚତୁର୍ଦ୍ଦିଗ ରେ ଶାନ୍ତି ପ୍ରଦାନ କରିଅଛନ୍ତି। ତେଣୁ ସମାନେେ ସମସ୍ତେ ସେସବୁ ନିର୍ମାଣ କଲେ ଓ ସଫଳତା ପାଇଲେ।

Cross references

ଯିହୋଶୂୟ 23:1

ସଦାପ୍ରଭୁ ଇଶ୍ରାୟେଲବାସୀଙ୍କକ୍ସ୍ଟ ତାଙ୍କ ଚତକ୍ସ୍ଟଃପାଶର୍‌ବ ରେ ଥିବା ସମସ୍ତ ଶତୃଙ୍କଠାରକ୍ସ୍ଟ ଶାନ୍ତି ପ୍ରଦାନ କଲେ। ଇଶ୍ରାୟେଲଙ୍କକ୍ସ୍ଟ ନିରାପତ୍ତା ଦେଲେ। ଏହିପରି ବହକ୍ସ୍ଟତ ଦିନପରେ ଯିହାଶୂେୟ ବୃଦ୍ଧ ହାଇଗେଲେ।

ପ୍ରଥମ ରାଜାବଳୀ 15:23

ଆସାଙ୍କର ଅବଶିଷ୍ଟ ସମସ୍ତ ବୃତ୍ତାନ୍ତ, ତାଙ୍କର ସମସ୍ତ ପରାକ୍ରମ ସମସ୍ତ କ୍ରିଯା ଓ ଯେଉଁ ନଗରଗୁଡିକୁ ସେ ସୁଦୃଢ କରିଥିଲେ ସେ ସମସ୍ତ କଥା ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି। ମାତ୍ର ତାଙ୍କର ଅତି ବାର୍ଦ୍ଧକ୍ଯ ରେ ପାଦ ରେ ଏକ ରୋଗ ହେଲା।

ପ୍ରଥମ ବଂଶାବଳୀ 28:9

ଏବଂ ତୁମ୍ଭେ ମାରେ ପୁତ୍ର ଶଲୋମନ, ତୁମ୍ଭ ପିତାର ପରମେଶ୍ବରଙ୍କୁ ଜାଣିଅଛ। ଶୁଦ୍ଧ ହୃଦଯ ରେ ପରମେଶ୍ବରଙ୍କର ସବୋ କର। ପରମେଶ୍ବରଙ୍କ ସବୋ କରିବା ନିମନ୍ତେ ହୃଦଯ ରେ ଆନନ୍ଦିତ ହୁଅ। କାହିଁକି ? କାରଣ ପ୍ରତିଟି ବ୍ଯକ୍ତିର ହୃଦଯ ରେ କ'ଣ ଅଛି, ତାହା ସଦାପ୍ରଭୁ ଜାଣନ୍ତି। ସଦାପ୍ରଭୁ ତୁମ୍ଭ ହୃଦଯର ସମସ୍ତ ଚିନ୍ତାକୁ ବୁଝିପାରନ୍ତି। ଯଦି ତୁମ୍ଭେ ସଦାପ୍ରଭୁଙ୍କ ନିକଟକୁ ସାହାୟ୍ଯ ମାଗବା ନିମନ୍ତେ ୟିବ, ତୁମ୍ଭେ ଉତ୍ତର ପାଇବ। କିନ୍ତୁ ତୁମ୍ଭେ ଯଦି ସଦାପ୍ରଭୁଙ୍କଠାରୁ ଫରେି ଦୂରକୁ ଚାଲିୟିବ, ତବେେ ସେ ତୁମ୍ଭକୁ ଚିରକାଳ ନିମନ୍ତେ ତ୍ଯାଗ କରିବେ।

ଦିତୀୟ ବଂଶାବଳୀ 8:5

ଶଲୋମନ ଉର୍ଦ୍ଧ୍ବସ୍ଥ ବୈଥ୍ହାରେଣ୍ ଓ ନୀଚ୍ଚସ୍ଥ ବୈଥହାରଣରେ ସହରଗୁଡ଼ିକୁ ଆଉଥରେ ନିର୍ମାଣ କଲେ। ସେ ଏହି ସହରଗୁଡ଼ିକୁ ଦୃଢ଼ ଦୁର୍ଗ ରେ ପରିଣତ କଲେ। ସହେି ସହରଗୁଡ଼ିକରେ ଅତି ସୁଦୃଢ଼ ପ୍ରାଚୀର, ଦ୍ବାର ଓ ଦ୍ବାରଗୁଡ଼ିକରେ ଦୃଢ଼ ଅର୍ଗଳ ଥିଲା।

ଦିତୀୟ ବଂଶାବଳୀ 14:4

ଆସା ଯିହୁଦାର ଲୋକମାନଙ୍କୁ ସଦାପ୍ରଭୁ ପରମେଶ୍ବରଙ୍କ ଅନୁଗମନ କରିବା ନିମନ୍ତେ ଆଦେଶ ଦେଲେ। ସମାନଙ୍କେର ପୂର୍ବପୁରୁଷମାନେ ସହେି ପରମେଶ୍ବରଙ୍କୁ ହିଁ ଅନୁଗମନ କରୁଥିଲେ। ଆଉ ଆସା ସମାନଙ୍କେୁ ସଦାପ୍ରଭୁଙ୍କର ସମସ୍ତ ନିଯମ ଓ ଆଜ୍ଞାଗୁଡ଼ିକର ବାଧ୍ଯ ହବୋ ନିମନ୍ତେ ଆଦେଶ ଦେଲେ।

ଦିତୀୟ ବଂଶାବଳୀ 14:6

ଯିହୁଦା ରେ ଶାନ୍ତି ଥିବା ସମୟରେ ଆସା ଯିହୁଦା ରେ ଦୃଢ଼ ନଗରମାନ ସ୍ଥାପନ କଲେ। ସଦାପ୍ରଭୁ ତାଙ୍କୁ ଶାନ୍ତି ପ୍ରଦାନ କରିଥିବାରୁ ସହେି ବର୍ଷଗୁଡ଼ିକରେ କୌଣସି ୟୁଦ୍ଧ ହାଇେ ନ ଥିଲା।

ଦିତୀୟ ବଂଶାବଳୀ 17:13

ସେ ଯିହୁଦା ନଗର ରେ ବହୁତ କିଛି ରଖିଲେ। ଆଉ ଯିହାଶାଫେଟ୍ ୟିରୁଶାଲମ ରେ ତାଲିମପ୍ରାପ୍ତ ସୈନ୍ଯମାନଙ୍କୁ ରଖିଲେ।

ଦିତୀୟ ବଂଶାବଳୀ 17:17

ବିନ୍ଯାମୀନ୍ ଗୋଷ୍ଠୀର ଏହିମାନେ ସନୋଧ୍ଯକ୍ଷ ଥିଲେ : ଇଲିଯାଦାଙ୍କର 2,00,000 ଜଣ ସୈନ୍ଯ ଥିଲେ, ଯେଉଁମାନେ ଧନୁ, ତୀର ଓ ଢ଼ାଲ ବ୍ଯବହାର କରୁଥିଲେ। ଇଲିଯାଦା ଜଣେଅତି ସାହସୀ ସୈନ୍ଯ ଥିଲେ।

ଦିତୀୟ ବଂଶାବଳୀ 25:5

ଅମତ୍ସିଯ ଯିହୁଦାର ଲୋକମାନଙ୍କୁ ଏକତ୍ର ଠୁଳ କଲେ, ସେ ସମାନଙ୍କେ ବଂଶାନୁୟାଯୀ ସମାନଙ୍କେୁ ଦଳଭୁକ୍ତ କଲେ ଓ ସେ ସନୋଧ୍ଯକ୍ଷ ଓ ସନୋପତିମାନଙ୍କୁ ସହେି ଦଳଗୁଡ଼ିକର ଦାଯିତ୍ବ ରେ ରଖିଲେ। ସହେି ନେତାମାନେ ଯିହୁଦା ଓ ବିନ୍ଯାମୀନର ଆଗତ ସମସ୍ତ ସୈନ୍ଯମାନଙ୍କର ଦାଯିତ୍ବ ରେ ଥିଲେ। ଯେଉଁ ବ୍ଯକ୍ତିମାନଙ୍କୁ ସୈନ୍ଯରୂପେ ମନୋନୀତ କରାୟାଇଥିଲା, ସମାନେେ କୋଡ଼ିଏ ବର୍ଷ ବା ତଦୁର୍ଦ୍ଧ ବଯସର ଥିଲେ। ସର୍ବ ମାଟେ 3 ,00,000 ଦକ୍ଷ ସୈନ୍ଯମାନେ ବର୍ଚ୍ଛା ଓ ଢ଼ାଲ ସହିତ ୟୁଦ୍ଧ କରିବା ନିମନ୍ତେ ପ୍ରସ୍ତୁତ ଥିଲେ।

ଦିତୀୟ ବଂଶାବଳୀ 26:13

ସହେି ନେତାମାନେ 307 ,500 ଜଣ ଲୋକଙ୍କର ଦାଯିତ୍ବ ରେ ଥିଲେ, ଯେଉଁମାନେ ମହାପରାକ୍ରମ ସହ ୟୁଦ୍ଧ କରୁଥିଲେ। ସହେି ସୈନିକମାନେ ରାଜାଙ୍କୁ ଶତ୍ରୁ ବିରୁଦ୍ଧ ରେ ସାହାୟ୍ଯ କରୁଥିଲେ।

ଦିତୀୟ ବଂଶାବଳୀ 32:5

ହିଜକିଯ ୟିରୁଶାଲମକୁ ଆହୁରି ଦୃଢ଼ କଲେ। ସେ ତାହା ଏହି ପ୍ରକାର କଲେ ; ସେ ପ୍ରାଚୀରର ଉଚ୍ଚସ୍ଥାନ ସବୁ ପୁନଃନିର୍ମାଣ କଲେ। ସେ ପ୍ରାଚୀର ଉପରେ ଦୁର୍ଗ ନିର୍ମାଣ କଲେ। ସେ ପ୍ରଥମ ପ୍ରାଚୀରର ବାହ୍ଯ ଭାଗ ରେ ଆଉ ଏକ ପ୍ରାଚୀର ନିର୍ମାଣ କଲେ। ସେ ୟିରୁଶାଲମ ପ୍ରାଚୀନ ଅଂଶର ପୂର୍ବକୁ ଏକ ଶକ୍ତିଶାଳୀ ସ୍ଥାନ ପୁନଃନିର୍ମାଣ କଲେ। ସେ ଅନକେ ଅସ୍ତ୍ର ଓ ଢ଼ାଲମାନ ନିର୍ମାଣ କଲେ।

ଗୀତସଂହିତା 105:3

ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର। ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ।

ଯିରିମିୟ 29:12

ତେଣୁ ତୁମ୍ଭମାନେେ ଆମ୍ଭକୁ ଆହ୍ବାନ କରିବ ଓ ଆମ୍ଭ ନିକଟରେ ପ୍ରାର୍ଥନା କରିବ। ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରାର୍ଥନା ପ୍ରତି ଧ୍ଯାନ ଦବୋ।

ମାଥିଉଲିଖିତ ସୁସମାଚାର 11:28

ହେ କ୍ଲାନ୍ତ ଶ୍ରାନ୍ତ ଓ ଚିନ୍ତା ରେ ଭାରଗ୍ରସ୍ତ ଥିବା ଲୋକମାନେ! ମାେ ନିକଟକୁ ଆସ। ମୁଁ ତୁମ୍ଭକୁ ବିଶ୍ରାମ ଦବେି।

ଯୋହନଲିଖିତ ସୁସମାଚାର 9:4

ଦିନ ଥାଉଁ ଥାଉଁ ମାରେ ପ୍ ରରଣୋକର୍ତ୍ତାଙ୍କ କାର୍ୟ୍ଯ ଆମ୍ଭେ ଅବିରତ କରିବା ଉଚିତ୍। ରାତି ଆସୁଅଛି। ରାତି ରେ କହେି କାର୍ୟ୍ଯ କରିପାରିବେ ନାହିଁ।

ଯୋହନଲିଖିତ ସୁସମାଚାର 12:35

ଯୀଶୁ କହିଲେ, ତୁମ୍ଭମାନଙ୍କ ପାଖ ରେ ଆଲୋକ ଆଉ ଅଳ୍ପ ସମୟ ପାଇଁ ରହିବ। ତେଣୁ ଆଲୋକ ତୁମ୍ଭ ପାଖ ରେ ଥିବା ପର୍ୟ୍ଯନ୍ତ ଚାଲ। ତବେେ ଅନ୍ଧକାର ତୁମ୍ଭକୁ ଧରି ପାରିବ ନାହିଁ। ଅନ୍ଧକାର ରେ ଚାଲୁଥିବା ବ୍ଯକ୍ତି କେଉଁଆଡେ ଯାଉଛି ଜାଣି ପା ରେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:31

ଏହାଦ୍ବାରା ୟିହୂଦା, ଶମିରୋଣ ଓ ଗାଲିଲୀର ମଣ୍ଡଳୀ ରେ ଶାନ୍ତି ଥିଲା ଓ ଏହା ଶକ୍ତିଶାଳୀ ହେଉଥିଲା। ବିଶ୍ବାସୀମାନଙ୍କ ସଂଖ୍ଯା ବଢ଼ିବା ରେ ଲାଗିଲା। ପ୍ରଭୁଙ୍କ ଭୟ ଓ ପବିତ୍ର ଆତ୍ମାର ସହାୟତା ପାଇ ସମାନେେ ରହୁଥିଲେ।

ଏବ୍ରୀ 3:13

କିନ୍ତୁ ପରସ୍ପରକୁ ପ୍ରତିଦିନ ଉତ୍ସାହିତ କର। ଆଜିଦିନ' ରେ ପ୍ରଭୁଙ୍କ ପ୍ରତି ମନ ଦିଅ। ପାପର ଛଳନାପୂର୍ଣ୍ଣ ପ୍ରଲୋଭନ ରେ ପଡ଼ି ଲୋକେ ଯେପରି ହୃଦୟ କଠିନ ନ କରନ୍ତି, ଏଥିପାଇଁ ପରସ୍ପରକୁ ସାହାୟ୍ଯ କର।

ପିତରଙ୍କ ପ୍ରଥମ ପତ୍ 3:12

ଭଲ ଲୋକମାନଙ୍କୁ ପ୍ରଭୁ ଦେଖନ୍ତି, ସମାନଙ୍କେର ପ୍ରାର୍ଥନା ସବୁ ସେ ଶୁଣନ୍ତି। କିନ୍ତୁ ମନ୍ଦ କାମ କରୁଥିବା ଲୋକଙ୍କର ସେ ବିରୋଧୀ ଅଟନ୍ତି। ଗୀତସଂହିତା 34:12-16

Interlinear

Choose Theme